ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା ! PM-SYM Yojana: ଶ୍ରମିକଙ୍କୁ ବର୍ଷକୁ ୩୬ ହଜାର ଦେବେ କେନ୍ଦ୍ର ସରକାର, ଜାଣନ୍ତୁ ଏହା କେମିତି କରିବେ ଆପ୍ଲାଏ…

ସରକାର ସବୁବେଳେ ଜନସାଧାରଣମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା ପ୍ରଣୟନ କରିଥାନ୍ତି। ତେବେ ସେସବୁ ଗରିବ ଲୋକ ମାନେ ବିଭିନ୍ନ ପ୍ରକାର ଯୋଜନାର ଲାଭ ଉଠାଇ ଥାନ୍ତି। ତେବେ ସେସବୁ ଆପଣ ମାନେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ। ତେବେ ବର୍ତ୍ତମାନ ସମୟରେ ସରକାର କିଛି ଏଭଳି ସୁବିଧା କରିଛନ୍ତି। ବନ୍ଧୁଗଣ ଅନେକ ସମୟରେ କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ତଥାପି ଅନେକ ଲୋକ ସରକାରୀ ଯୋଜନା ବିଷୟରେ ଜାଣି ପାରନ୍ତି ନାହିଁ।

କିମ୍ବା ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାରନ୍ତି ନାହିଁ। ଆପଣ ମାନେ ପ୍ରଧାନ ମନ୍ତ୍ର ଶ୍ରମ ଯୋଗୀ ଯୋଜନା ବା PM-SYM ଯୋଜନା ବିଷୟରେ ଜାଣିଛନ୍ତି କି ? ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଶ୍ରମିକମାନଙ୍କୁ ମାସକୁ 3000 ଟଙ୍କା ହାରରେ ବର୍ଷକୁ ମୋଟ 37,000 ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ତେବେ ଏହି ଯୋଜନା କେବଳ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ଏହା ଏକ ଉତ୍ତମ ଯୋଜନା ଅଟେ। ଯେଉଁ ମାନେ ରିକ୍ସା ଚାଳକ, ନିର୍ମାଣ ଧୀନ ଶ୍ରମିକ ଏବଂ ଅନ୍ୟାନ୍ୟ ଅସଂଗଠିତ ଶ୍ରମିକ ଏହି ଯୋଜନାର ଲାଭ ଉଠାଇ ପାରିବେ।

ଏହି ଯୋଜନା ଅଧୀନରେ ସରକାର ପେନସନ ଗ୍ୟାରେଣ୍ଟି ଯୋଜନା ପ୍ରଦାନ କରୁଛନ୍ତି। ଆପଣ ଦିନକୁ ମାତ୍ର 2 ଟଙ୍କା ସଞ୍ଚୟ କରି ବର୍ଷକୁ 34,000 ଟଙ୍କା ସଞ୍ଚୟ କରିପାରିବେ। ଏହି ଯୋଜନା ଅଧୀନରେ ଆପଣଙ୍କୁ ପ୍ରତି ମାସରେ 55 ଟଙ୍କା ସଞ୍ଚୟ କରିବାକୁ ପଡିବ। ଏହାର ଅର୍ଥ ହେଉଛି ଜଣେ 18 ବର୍ଷ ବୟସ୍କା ଦିନକୁ ପ୍ରାୟ 2 ଟଙ୍କା ସଞ୍ଚୟ କରି ବାର୍ଷିକ 34,000 ଟଙ୍କା ପେନସନ ପାଇପାରିବ। ଯଦି ଜଣେ ବ୍ୟକ୍ତି 60 ବର୍ଷରୁ ଅଧିକ ତେବେ ସେ ପ୍ରତି ମାସରେ 200 ଟଙ୍କା ଜମା କରି ଏହି ଯୋଜନା ଆରମ୍ଭ କରିପାରିବେ।

ତେବେ ଆପଣ ମାନେ 60 ବର୍ଷ ହେବା ପରେ ପେନସନ ମିଳିବ। ଆବେଦନ କରିବାକୁ ଆପଣଙ୍କୁ ସାଧାରଣ ସେବା କେନ୍ଦ୍ର (CSC) କୁ ଯାଇ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ। ପଞ୍ଜିକରଣ କରିବାକୁ ହେଲେ ଆଧାର କାର୍ଡ କିମ୍ବା ଜନ ଧନ ବ୍ୟାଙ୍କ ଆକାଉଣ୍ଟ ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ପଡିବ। ଯାହାବି ହେଉ ଏଭଳି ଭାବରେ ଲାଭ ଉଠାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment