ପ୍ରଧାନମନ୍ତ୍ରୀ ମୋଦି ଲଞ୍ଚ କଲେ JanSamarth ପୋର୍ଟାଲ, ଏଥର ସମସ୍ତଙ୍କୁ ମିଳିବ ଲୋନ… କଣ କରିବାକୁ ପଡିବ ନିଶ୍ଚୟ ଦେଖନ୍ତୁ

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ଭିଡ଼ିଓ ସବୁ ଭାଇରଲ ହୋଇଥାଏ ଯେଉଁଠି କିଛି ନା କିଛି ଶିଖିବା,ଜାଣିବା କୁ ମିଳି ଥାଏ। ଆଉ ବିଭିନ୍ନ ସମୟରେ ଏମିତି କିଛି ସରକାରଙ୍କ କିଛି ଯୋଜନ ସମ୍ପର୍କରେ ସୋସିଆଲ ମିଡ଼ିଆରେ ମାଧ୍ୟମ ରେ ଲୋକ ମାନଙ୍କୁ ଅବଗତ କରା ଯାଇଥାଏ। ଆଉ ଏବେ ଏକ ନୂଆ ପୋର୍ଟାଲ ପ୍ରଧାନମନ୍ତ୍ରୀ ଙ୍କର ଆସିଛି ଯାହା ଆପଣ ମାନେ ସମ୍ପୁର୍ଣ୍ଣ ପଢିଲେ ସେ ଯୋଜନା ର ଲାଭ ଉଠାଇ ପାରିବେ।

ଏଠାରେ ଏକ ଭିଡ଼ିଓ ନଜର କୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ଏହି ଭିଡ଼ିଓ ଟିରେ ଆମ କେନ୍ଦ୍ର ସରକାରଙ୍କ ନ୍କ ଏକ ଯୋଜନା ସମ୍ପର୍କରେ ଜାଣିବାକୁ ଯାହା ଏବେ ସାରା ଦେଶ ରେ ଭାଇରଲ ହୋଇଛି। ଆଉ ଅନେକ ସମୟରେ ଏହିପରି ସରକାର ଙ୍କ କାର୍ଯ୍ୟ କଳାପ ସବୁ ଆସିଥାଏ ଯାହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଥାଏ। ସରକାର ସାଧାରଣ ଲୋକ ମାନଙ୍କର ସୁବିଧା ପାଇ ଅନେକ ସମୟରେ କିଛି ନା କିଛି ଯୋଜନା ଓ କାର୍ଯ୍ୟକ୍ରମ କରି ଥାଆନ୍ତି କାହା ମାଧ୍ୟମରେ ଲୋକ ମାନେ ସେମାନଙ୍କର ସବୁ ସୁବିଧା ସହଜରେ ପାଇଁ ପାରି ଥାଆନ୍ତି। ଥରେ ନିର୍ବାଚନ ଜିତି ଶାସନ କ୍ଷମତା କୁ ଆଣିବା ପରେ ସେମାନେ ଲୋକ ମାନଙ୍କ ର ଅସୁବିଧା ବିଷୟ ରେ ଜାଣିବାକୁ ଚେଷ୍ଟା କରି ଥାନ୍ତି।

ଆଉ ତାହା ପରେ ସେମାନଙ୍କ ସୁବିଧା ଲାଗି କିଛି ଯୋଜନା ପରେ ଯୋଜନା କରି ଥାଆନ୍ତି ତାହା ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର। ଆଉ ସେମାନେ ସାଧାରଣ ଜମାଟ8 ପଇସା କୁ ନେଇ ତାଙ୍କର ସବୁ ସବୁ ସୁବିଧା କରିବା ଲାଗି ପ୍ରତିଶ୍ରୁତି ବଦ୍ଧ। ଆଉ ସେମାନେ ଯେତେବେଳେ ନିର୍ବାଚନ ରେ ଛିଡା ହୋଇ ଥାଆନ୍ତି ସେହି ସମୟରେ ଉଭୟ ସରକାର ପ୍ରତିଶ୍ରୁତି ଦେଇ ଥାନ୍ତି ସବୁ ମୌଳିକ ସୁବିଧା ସୁଯୋଗ କରିବେ ଯାହା ଦ୍ୱାରା ଗରିବ ଓ କ୍ଷୁଦ୍ର ମାତ୍ର ଶ୍ରମିକ ମାନେ ଉପକୃତ ମଧ୍ୟ ହୋଇ ପାରିବେ। ଆଉ ଜିତିବା ପରେ ସେମାନେ କିଛି କିଛି ଯୋଜନା କରି ସେମାନଙ୍କର ଆବଶ୍ୟକତା ପୂରଣ କରି ଥାନ୍ତି ଯାହା ଦେଖିବାକୁ ମିଳି ଥାଏ। କିନ୍ତୁ ଏଠାରେ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠି ପ୍ରଧାନମନ୍ତ୍ରୀ ଙ୍କର ଏକ ଯୋଜନା ସମ୍ପର୍କରେ କିଛି ଜାଣିବାକୁ ମିଳିଛି।

ଆଉ ଏହି ଠାରେ ଏକ ପୋର୍ଟାଲ ଖୋଲା ଯାଇଛି ଯାହା ସାଧାରଣ ଲୋକ ମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହିଠାରେ ଗରିବ ଶ୍ରେଣୀର ଲୋକ ମାନେ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ବଂଚିତ ହୋଇ ଥାନ୍ତି ଯେପରି ଉଚ୍ଚ ଶିକ୍ଷିତ ଲାଭ, ବିଭିନ୍ନ କୃଷି ସମ୍ପର୍କରେ ଜାଣିବା ରୁ,କୃଷି ପାଇଁ ବିଭିନ୍ନ ଲୋନ , ଆଉ ସେମାନଙ୍କ ବିଭିନ୍ନ ଅସୁବିଧା ହୋଇଥାଏ ଯାହା ସବୁ ଏହି ପୋର୍ଟାଲ ରେ ଉପଲବ୍ଧ। ଆଉ ଏହି ପୋର୍ଟାଲ ର ନାଁ ହେଉଛି ” ଜନ ସମର୍ଥ” । ଆଉ ଏହି ପୋର୍ଟାଲ ରେ ସବୁ ବିଷୟ ରେ ଜାଣି ପାରିବେ ଯାହା ଏବେ ନୂଆ କରି ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment