Viral video – ଶାଶୁ ଘରେ ଯାଇ ନଣନ୍ଦ ପୁଟୁଳି ଖୋଲିଲେ ପ୍ରେରଣା .. ଆଉ ସମସ୍ତେ ଦେଖି ହେଲେ ଆଶ୍ଚର୍ଯ୍ୟ…

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ହ୍ୟାଣ୍ଡସମ ଷ୍ଟାର ଅଶ୍ୱିନ ଙ୍କ ସହିତ ସୁନ୍ଦରୀ ହିରୋଇନ ତଥା ଏଙ୍କର ପ୍ରେରଣା ଙ୍କର ବିବାହ ର କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅଶ୍ୱିନ ଓ ପ୍ରେରଣା ଙ୍କ ର ବିବାହ ବେଶ ଧୁମଧାମ ରେ ଅନୁଷ୍ଠିତ ହୋଇଛି | ବହୁତ ଦିନର ପ୍ରେମ ଆଉ ଭଲ ପାଇବା ଆଜି ବିବାହ ବନ୍ଧନରେ ପରିଣତ ହେବା ପରେ ପ୍ରେରଣା ମଧ୍ୟ ବେଶ ଖୁସି ଥିବାର ଦେଖିବାକୁ ମିଳିଛି | ତାହା ବ୍ୟତୀତ ନଣନ୍ଦ ପିତୁଳି ର କଥା ମଧ୍ୟ ପ୍ରେରଣା କହିଛନ୍ତି, ଆସନ୍ତୁ ତାହେଲେ ସେହି ସମସ୍ତ କଥା ବିଷୟରେ ଆଲୋଚନା କରିବା ଯାହା ପ୍ରେରଣା ତାଙ୍କର ନଣନ୍ଦ ଙ୍କ ଉଦେଶ୍ୟ ରେ କହିଛନ୍ତି |

ତେବେ ପ୍ରଥମେ ପ୍ରେରଣା ଗଣ ମାଧ୍ୟମ ଆଗରେ ତାଙ୍କର ବିବାହ କୁ ନେଇକି ଖୁସି ଥିବାର କଥା କହିଛନ୍ତି | ତାଙ୍କର କହିବା କଥା ଅନୁସାରେ ପ୍ରଥମେ ଫ୍ଲିମ ଇଣ୍ଡୋଷ୍ଟ୍ରି ଜରିଆରେ ଆସିଥିଲେ ଦୁଇଜଣ ଆଉ ଦୁଇଜଣ ଙ୍କର ଦେଖା ସାକ୍ଷାତ ହେବା ପରେ ଦୁଇଜଣ ପ୍ରେମ କରି ବସିଥିଲେ | ଆଉ ଶେଷରେ ସେମାନଙ୍କର ଭଲ ପାଇବା ଆଜି ବିବାହ ରେ ବଦଳି ଯାଇଛି ବୋଲି କୁହାଯାଉଛି | ଆଉ ତାହା ସହିତ ହାତକୁ ହାତ ଛନ୍ଦି ସାତ ଜନ୍ମ ପାଇଁ ସାଥି ହୋଇଯାଇଛନ୍ତି ଅଶ୍ୱିନ ଆଉ ପ୍ରେରଣା | ଯେଉଁଥିପାଇଁ ଦୁଇଜଣ ବେଶ ଖୁସି ଥିବା କୁହାଯାଉଛି |

ଆଉ ମିଡ଼ିଆରେ ନଣନ୍ଦ ପୁଟୁଳି କୁ ନେଇକି କିଛି ପ୍ରଶ୍ନ କରାଯାଇଥିଲା ପ୍ରେରଣା ଙ୍କୁ ଆଉ ଯାହାର ଉତ୍ତର ଦେବାକୁ ଯାଇକି କହିଥିଲେ ପ୍ରେରଣା କି ଅଶ୍ୱିନ ତାଙ୍କୁ ନଣନ୍ଦ ଦେଇ ନାହାନ୍ତି ତାଙ୍କୁ ଗୋଟିଏ ସାଙ୍ଗ ଦେଇଛନ୍ତି | ଆଉ ଅଙ୍କିତା ଙ୍କ ବିଷୟରେ ପ୍ରେରଣା ଆଗରୁ ଅଶ୍ୱିନ ଙ୍କ ପାଖରୁ ଶୁଣିଥିଲେ ତାଙ୍କୁ କଣ ପସନ୍ଦ କଣ ନା ପସନ୍ଦ | ଆଉ ସେହି ଅନୁସାରେ ନଣନ୍ଦ ପୁରୁଳି ରେ ତାଙ୍କ ପାଇଁ ପସନ୍ଦ ର ଜିନିଷ ଆଣିଥିଲେ ବୋଲି ମିଡ଼ିଆ ଆଗରେ କହିଛନ୍ତି ପ୍ରେରଣା | ତାହା ଛଡା ନଣନ୍ଦ ପୁଟୁଳି ରେ ଆଣିଥିବା ଜିନିଷ ମଧ୍ୟ ଅଙ୍କିତା ଙ୍କୁ ବହୁତ ପସନ୍ଦ ଆସିଛି ବୋଲି କହିଛନ୍ତି ପ୍ରେରଣା |

ତାହା ଛଡ଼ା ସେ କହିଛନ୍ତି କି ଅଙ୍କିତା ବହୁତ ଭଲ ଆଉ ଯେହେତୁ ସେ ଭଲ ସେଥିପାଇଁ ସବୁ ଜିନିଷ ତାଙ୍କୁ ଭଲ ବୋଲି ଦେଖା ଯିବ ଆଉ ତାହା ନ ହୋଇଥିଲେ ତାଙ୍କୁ ଖରାପ ଲାଗିଥାନ୍ତା | ତେବେ ସେ ଏତିକି କହିଛନ୍ତି କି ଅଶ୍ୱିନ ଙ୍କୁ ପାଇଁକି ସେ ଖୁସି ଅଛନ୍ତି ଓ ଅଙ୍କିତା ଭଳି ସାଙ୍ଗ ଟିଏ ପାଇଁ ମଧ୍ୟ ସେ ବହୁତ ଖୁସି | ଆଉ ପ୍ରେରଣା ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment