Odisha News Portal

ଦେଖନ୍ତୁ ଭିଡ଼ିଓ : ପ୍ରେମିକା ବାହାଘରକୁ ଲଡୁ ନେଇ ଆସିଥିଲା ପ୍ରେମିକ, କାନ୍ଦି କାନ୍ଦି ଓଦା ହୋଇଗଲା ” ପ୍ରେମର ଲଡୁ ”, ଆଉ ତା’ପରେ…….

ଆଜିକାଲିର ଯୁବକ ଯୁବତୀ ମାନେ ସବୁବେଳେ ପ୍ରେମ ପଛରେ ଦୌଡ଼ି ଛନ୍ତି। ଆପଣ ମାନେ ଦେଖିଥିବେ ଯେ ଯୁବକ ଯୁବତୀ ବହୁତ କମ୍ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଭଲ ପାଇବା ହୋଇଯାଏ। ତେବେ ଭଲ ପାଇବା ଚିରସ୍ଥାୟୀ ହେଉନାହିଁ, କିଛି ଦିନ ସେମାନଙ୍କ ମଧ୍ୟରେ ଭଲ ପାଇବା ଖୁବ ନିବିଡ଼ ହୋଇଯାଏ। ତାପରେ ମଧ୍ୟ ଉଭୟଙ୍କ ମଧ୍ୟ ରେ ଶାରୀରିକ ସମ୍ପର୍କ ରହିଥାଏ। ତାପରେ ଉଭୟ ଉଭୟଙ୍କ ଠାରୁ ଦୂରେଇ ଯାଇଥାନ୍ତି। ଏହା ବ୍ୟତୀତ ଝିଅ ପୁଅ ମଧ୍ୟ ଧୋକା ଦେଇ ଅନ୍ୟ ଜଣଙ୍କୁ ବାହା ହୋଇ ଖୁସିରେ ରହନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଏଭଳି କିଛି ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ପୁରା ଘଟଣା ଜାଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଭାବବିହ୍ୱଳ ହୋଇଯିବେ, ତେବେ ଘିଟଣାଟି ହେଉଛି, ଜଣେ ପ୍ରେମୀକ ନିଜ ପ୍ରେମିକା ବାହାଘରକୁ ବଜାରରୁ ଲଡୁ ନେଇ ଆସିଥିଲେ। ପ୍ରେମିକାକୁ ଦେଖିବା ପରେ ଲୁହରେ ଆଣିଥିବା ଲଡୁ ଭିଜିଗଲା। ତେବେ ବନ୍ଧୁଗଣ ପୁରା ଘୋଟଣା ଦେଖିଲେ ପ୍ରକୃତ ଭଲ ପାଇବାର ମାନେ କଣ ଠିକ ଭାବରେ ବୁଝି ପାରିବେ। ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ତେବେ ସୂଚନା ଅନୁସାରେ ଇଂସ୍ଟଗ୍ରାମ ରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଥିଲା। ସେହି ଭିଡ଼ିଓ ଯେଉଁ ମାନେ ଦେଖିହଥିଲେ ଭାବବିହ୍ୱଳ ହୋଇ ସମସ୍ତଙ୍କ ଆଖି ଅଦା ହୋଇଗଲା। ତେବେ ପୁରା ଘଟଣାଟି ହେଉଛି, ଯୁବକ ଯୁବତୀ ଉଭୟ ଉଭୟଙ୍କୁ ପରସ୍ପର ଭଲ ପାଉଥିଲେ, କୌଣସି କାରଣ ବଶତ ଯୁବତୀ ଜଣଙ୍କ ବାହାଘର ଅନ୍ୟ ଜାଗରେ ଠିକ ହୋଇଗଲା। ଏହା ପରେ ଯୁବତୀର ବାହାଘରରେ ପ୍ରେମିକ ଆସିଥିଲେ। ତେବେ ଆସିବା ବେଳେ ପ୍ରେମିକ ବିବାହର ସୁବେଛା ଜଣେଇବା ପାଇଁ ମିଠା ଲଡୁ ନେଇଆସିଥିଲା।

ତେବେ ଏହା ପରେ ପ୍ରେମିକ ଆସି ପହଁଚିଲେ ତାଙ୍କ ପ୍ରେମିକା ବାହାଘର ରେ ତେବେ, ପ୍ରେମିକାକୁ ଦେଖିବା ପରେ ପ୍ରେମିକ ଜଣକଙ୍କ ଏତେ କାନ୍ଦି ଥିଲେ, ଯେ କାନ୍ଦି କାନ୍ଦି ଆଣିଥିବା ଲଡୁ ଭିଜିଯାଇଥିଲା। ଏହା ପରେ ସେ ନିଜ ପ୍ରେମିକାକୁ ସମ୍ନାନ କରି କିଛି ନ କହି ଚୁପଚାପ ହୋଇ ସେଠାରୁ ପଳେଇ ଆସିଥିଲା। ତେବେ ଏହି ଭିଡ଼ିଓଟି ଇଂସ୍ଟଗ୍ରାମ ରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହି ଭିଡ଼ିଓଟିକୁ ଦେଖି ଭିନ୍ନ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି। ତେବେ ଅଧିକାଂଶ ଲୋକ ଭିଡ଼ିଓ ଦେଖୀ ଭାବବିହ୍ୱଳ ହୋଇ କାନ୍ଦିଥିଲେ। କେହି କେହି କମେଣ୍ଟ ରେ ଲେଖିଛନ୍ତି, ଯେ ପ୍ରକୃତ ଭଲ ପାଇବା ଆଉ ମିଳୁ ନାହିଁସତ ହେଲେ ଏହି ପ୍ରେମିକ ଜଣଙ୍କ ପ୍ରକୃତ ପ୍ରେମର ମାନେ କଣ ବୁଝେଇ ଦେଇଛନ୍ତି।

ପ୍ରେମର ମାନେ ଖାଲି ଯେ ପାଇବା ତାହା ନୁହେଁ, ବରଂ ଦେବାରେ ଯେତିକି ଆନନ୍ଦ ଥାଏ, ପାଇବାରେ ସେଠିକି ନଥାଏ। ତେବେ ଏଭଳି ଭାବରେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।