ପ୍ରେମ ଆଗରେ ହାର ମାନିଲା ପକ୍ଷାଘାତ ରୋଗ ! ସଫଳ ହେଲା ଦେବସ୍ମିତା ଓ ଶୁଭ୍ରାଂଶୁଙ୍କ ୱିଲ ଚେୟାର ଲଭ୍ ଷ୍ଟୋରୀ,ଦେଖନ୍ତୁ Video …

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଲଭ କୁ ନେଇକି ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତମାନ ଏଭଳି ଏକ ଭିଡିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ନିଜର ଆଖିକୁ ବିଶ୍ୱାସ କରି ପାରିବେ ନାହିଁ | ଆଉ ଯେଉଁଠି ପ୍ରେମ କୁ ପ୍ରେମୀ ଯୁଗଳ ମାନେ ଗୋଟିଏ ଟାଇମ ପାସ ଭଳି ଭାବୁଛନ୍ତି ଆଉ ଝିଅ ହେଉ ବା ପୁଅ ଙ୍କ ଜୀବନ ସହିତ ଖେଳୁଛନ୍ତି ସେଠି ଏହି ପ୍ରେମୀ ଯୁଗଳ ଙ୍କ ଭଲ ପାଇବା ଆଗରେ ହାର ମାନିଛି ବୋଲି କୁହାଯାଉଛି | ଆଉ ପକ୍ଷାଘାତ ର ଶିକାର ହୋଇଥିବା ପ୍ରେମିକା କୁ ଆପଣାଇ ଛନ୍ତି ତାଙ୍କର ପ୍ରେମିକ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଦୃଷ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଦେବସ୍ମିତା ଓ ଶୁଭ୍ରାଂଶୁ ଙ୍କର ମଧ୍ୟରେ ଥିବା ଅତୁଟ ଭଲ ପାଇବା | ଆଉ ଯେଉଁଠି ଭଲ ପାଇବା ଆଗରେ ଦେଖାଯାଇନାହିଁ ବଡ଼ ଆଉ ସାନ | ଆଉ ପ୍ରେମ ହେଉଛି ନିରନ୍ତନ ଆଉ ସତ୍ୟ, ପ୍ରେମ ମାନେ ହେଉଛି ସମର୍ପଣ | ଆଉ ଯଦି ପ୍ରେମିକ ଆଉ ପ୍ରେମିକା ମଧ୍ୟରେ ପ୍ରକୃତ ଭଲ ପାଇବା ଥିବ ତାହେଲେ ସେହି ପ୍ରେମ କେବେବି ଭାଙ୍ଗିଯିବ ନାହିଁ ଯେତେବି ବାଧା ଆଉ ବିଘ୍ନ ଆସୁ ନା କାହିଁକି |

ତେବେ ସେହିଭଳି ଭଲ ପାଇବା ଦେଖିବାକୁ ମିଳିଛି ଦେବସ୍ମିତା ଓ ଶୁଭ୍ରାଂଶୁ ଙ୍କର ମଧ୍ୟରେ | ଆଉ ଯେଉଁଠି କୁହାଯାଉଛି କି 2015 ମସିହାରେ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଗଢି ଉଠିଥିଲା |ଆଉ ଦୁଇଜଣ ଦୁଇଜଣକୁ ଜୀବନଠୁ ମଧ୍ୟ ଅଧିକ ଭଲ ପାଇବା ଦେବାକୁ ଲାଗିଥିଲେ | ଆଉ ଦେବସ୍ମିତା ମଧ୍ୟ ଜଣେ ଓଡିଶୀ ଡାନ୍ସର ଭାବରେ ବେଶ ପରିଚିତ ଥିଲେ ସମସ୍ତଙ୍କର ସାମ୍ନାରେ | ଆଉ ବୋଧେ ସେମାନଙ୍କର ଭଲ ପାଇବା ଉପରେ କାହାର ନଜର ଲାଗି ଯାଇଥିଲା | ଆଉ ଯେଉଁଥିପାଇଁ ପକ୍ଷାଘାତ ର ଶିକାର ହେବାକୁ ଲାଗିଥିଲେ ଦେବସ୍ମିତା | ଆଉ ୱଇଲ ଚେୟାର ହେଲା ଦେବସ୍ମିତା ଙ୍କର ସାଥି |

ତେବେ ତଥାପି ସେମାନଙ୍କ ମଧ୍ୟରେ ଭଲ ପାଇବା କମି ଯାଇ ନ ଥିଲା | ଆଉ ଯେଉଁଠି ଭଲ ପାଇବା ରେ ଦିଲ୍ଲୀ ରେ ଖଣ୍ଡ ଖଣ୍ଡ କରିକି କାଟି ଦେଉଛି ପ୍ରେମିକା କୁ, ସେଠାରେ ସେମାନେ ବିବାହ କରିବାକୁ ଲାଗିଛନ୍ତି | ଆଉ ତାଙ୍କର ଦୀର୍ଘ 7 ବର୍ଷ ର ସମ୍ପର୍କ କୁ ମଧ୍ୟ ବିବାହ ନାଁ ରେ ଯୋଡ଼ି ଦେଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment