Odisha News Portal

ଦେଖନ୍ତୁ Viral ଭିଡ଼ିଓ : ପ୍ରେମ, ବିବାହ, ଗର୍ଭପାତ ପରେ ଧୋକା ଦେଲା ଓଡିଆ ଯୁବକ, ଗୁଜରାଟରୁ ପ୍ରେମିକା ଆସି ପ୍ରେମିକ ଘର ଆଗରେ…

ବର୍ତ୍ତମାନ ଆଜିକାଲି ପ୍ରେମ,ମିଛ,ପ୍ରତାରଣା ଏବଂ ଧୋକା ଏକ ସାଧାରଣ କଥା ହୋଇ ଗଲାଣି, କାରଣ ଆପଣ ମାନେ ଦେଖି ଥିବେ ଏଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ତେବେ ପ୍ରେମରେ ଅନ୍ଧ ହୋଇ ସମାଜର ସବୁ ନୀତି ନିୟମକୁ ଭୁଲି ଏଭଳି କିଛି ଭୁଲ କାର୍ଯ୍ୟ କରି ବସୁଛନ୍ତି। ପ୍ରେମରେ ପଡି ସବୁ କିଛି ଭୁଲି ଯାଉଛନ୍ତି। ତେବେ ପ୍ରେମରେ ଧୋକା ପାଇଲା ପରେ ଶେଷରେ ଜୀବନ ହାରିବା ପାଇଁ ପଛେଇ ନଥାନ୍ତି। ତେବେ ସେମାନେ ନିଜର ବାପା ମାଆ କଥା ନ ଭାବି ଆତ୍ମହତ୍ୟାଟା ସବୁ ସମସ୍ୟାର ସମାଧାନ ବୋଲି ଧରି ନିଆଯାଏ। ଏଭଳି ଘଟଣା ଆପଣ ମାନେ ଅନେକ ସମୟରେ ଦେଖିଥିବେ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ତେବେ ବନ୍ଧିଗଣ ଘଟଣାଟି ହେଉଛି ଜଣେ ଯୁବତୀ ଅଭିଯୋଗ ଯେ, ତାଙ୍କ ପ୍ରେମିକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା, ତାଙ୍କୁ ଛାଡି କୁଆଡେ ପଳେଇ ଯାଇଥିବା, ସୂଚନା ମିଳିଛି। ଆଜି ଆମେ ଆପଣ ମାନକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସୁରତରେ ଜଣେ ଯୁବକ ୫ ବର୍ଷ ଧରି ସମ୍ପର୍କ ରଖିବା ସହ ଯୁବତୀଙ୍କୁ ଭଲ ପାଉଥିଲେ। ତାଙ୍କୁ ବିବାହ ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ। ଏହା ପରେ ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଯୁବକ ତାଙ୍କୁ ଛାଡି ଚାଲି ଗଲେ, ଆଉ ଜଣଙ୍କୁ ବିବାହ କରିବା ପାଇଁ ମଧ୍ୟ ଯୋଜନା କରିଥିଲେ। ଯୁବତୀ ତାଙ୍କୁ ଖୋଜି ଖୋଜି ଆସି ଗଞ୍ଜାମ ଜିଲ୍ଲାରେ ପଂହଁଚି ଯୁବକଙ୍କ ଘର ଆଗରେ ଧାରଣା ଦେଲେ।

ତାଙ୍କ ପରିବାର ଲୋକେ ତାଙ୍କ କଥାକୁ ବିଶ୍ୱାସ ନକରି କହୁଛନ୍ତି, ଯେ ଫସାଇବା ପାଇଁ ଏହା ଗୋଟେ ଚକ୍ରାନ୍ତ ଅଟେ। ଏଥି ସହିତ ଯୁବକ ଜଣଙ୍କ କୁଆଡେ ଗାଏଫ ହୋଇ ଯାଇଛନ୍ତି। ତେବେ ଏହି ଘଟଣାକୁ ନେଇ ଯୁବତୀ କବିସୂର୍ଯ୍ୟ ନଗର ଥାନାରେ ପୋଲିସ ନିକଟରେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି। ଏବଂ ଯୁବତୀଙ୍କୁ ସାହାଯ୍ୟ କରୁଥିବା ସାମାଜିକ ମଙ୍ଗଳ କାର୍ଯ୍ୟ କ୍ରମ ମାନେ ମଧ୍ୟ ଚାଁହୁଛନ୍ତି ଯୁବକଙ୍କୁ ଧରା ଯାଉ ଏବଂ ଏଥି ସହିତ ପୋଲିସ ପ୍ରଶାସନକୁ ଅନୁରୋଧ କରି କହୁଛନ୍ତି ଯେ ଯୁବତୀଙ୍କୁ ନ୍ୟାୟ ଦିଆଯାଉ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ଆପଣ ମାନେ ଏଭଳି କିଛି ଭୂଲ କରନ୍ତୁ ନାହିଁ ଶେଷରେ ଆପଣଙ୍କୁ ପଶ୍ଚାତାପ କରିବା ପାଇଁ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।