Odisha News Portal

Pregnancy Tips : ମାତ୍ର 7 ଦିନରେ କରିବେ ଗର୍ଭଧାରଣ, ବାସ ସକାଳୁ ଉଠି ଏହି କାମ ନିଶ୍ଚୟ କରନ୍ତୁ…

ମା ହେବା ଦୁନିଆଁର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ , ଗୋଟିଏ ମା ତାର ସନ୍ତାନକୁ 9 ମାସ ପର୍ଯ୍ୟନ୍ତ ଗର୍ଭରେ ଧାରଣ କରି ଅନେକ କଷ୍ଟ ସହି ତାକୁ ଜନ୍ମ ଦେଇଥାଏ । କିନ୍ତୁ ଏମିତି କିଛି ମହିଳାମାନେ ରହିଛନ୍ତି , ଯେଉଁମାନଙ୍କର ଗର୍ଭଧାରଣ କରିବାରେ ଅନେକ ସମସ୍ୟା ଆସିଥାଏ । ଯେଉଁଥି ପାଇଁ ସେମାନେ ମା ହେବାରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି , ଏବଂ ସେମାନେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ପେସାଲ ଗ୍ରୀନ ଜୁସ ବିଷୟରେ କହିବାକୁ ଯାଉଅଛୁ , ଯାହା ଆପଣଙ୍କ ଗର୍ଭଧାରଣ ନିମନ୍ତେ ବହୁତ ସହାୟକ ହେବ । ତେବେ ଆସନ୍ତୁ ଜାଣିବା ସେହି ଉପାୟଟି ବିଷୟରେ ।

ଏହି ଗ୍ରୀନ ଜୁସଟି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଠାରେ ଥିବା ଫିଟିଲିଟି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ । ଏହାକୁ ଗରମ ଦିନରେ ବ୍ୟବହାର କଲେ , ଆପଣଙ୍କୁ ଏଥିରୁ ଅନେକ ଲାଭ ମିଳି ପାରିବ । ବର୍ତ୍ତମାନ ଜାଣିବା ଗ୍ରୀନଜୁସ ଟି କଣ ଅଟେ ? ଜାଣି ରଖନ୍ତୁ ତାହା ଅଟେ ୱେଟ ଗ୍ରାସ ଜୁସ , ଏହାକୁ ଆପଣ ବିଭିନ୍ନ ଉପାୟରେ ବଜାରରୁ ପାଇପାରିବେ । ଯେପରି କି ଏହାର ପାଉଡର ଫର୍ମ ମିଳିଥାଏ , ଲୁକ୍ୱିଟ ଫର୍ମ ମଧ୍ୟ ମିଳିଥାଏ , ଟାବ୍ଲେଟ ଫର୍ମ ମଧ୍ୟ ମିଳିଥାଏ , ଏହାଛଡା ଆପଣ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ ।

ଏବେ ଜାଣିବା ଏହି ଫଟିଲିଟି ନିମନ୍ତେ ଆପଣ ଏହାକୁ କେତେ ପରିମାଣରେ ନେବା ବା କେଁ ସମୟରେ ନେବା କଥା ଆସନ୍ତୁ ଜାଣିବା । ୱେଟ ଗ୍ରାସ ର 100 ml ଯଦି ଆମ୍ଭେ ଜୁସ ନେଇଥାଉ , ସେଥିରେ 28 ଗ୍ରାମ ପ୍ରୋଟିନ ରହିଥାଏ । ଏଥିରେ ଫାଇବର ର ମାତ୍ରା ମଧ୍ୟ ବହୁତ ରହିଥାଏ , ତାହା ମଧ୍ୟ 28 ଗ୍ରାମ ହୋଇଥାଏ । ଏଥିରେ 21 mg ଆଇରନ ଏବଂ ପଟାସିୟମ 300 mg ଭରପୁର ମାତ୍ରାରେ ରହିଅଛି । ଯଦି ଆପଣଙ୍କୁ ବିପି ର କଣ୍ଟ୍ରୋଲ କରିବାକୁ ଅଛି , ତେବେ ଆପଣଙ୍କୁ ୱେଟ ଗ୍ରାସ ଜୁସ ନିଶ୍ଚିତ ସେବନ କରନ୍ତୁ ।

ଯେଉଁ ମହିଳା ମାନଙ୍କର ରକ୍ତର ଅଭାବ ରହିଅଛି ବା ଯାହାର ପିରିୟଡ ଠିକ୍ ସେ ହେଉ ନାହିଁ , ସେମାନେ ୱେଟ ଗ୍ରାସ ଜୁସର ନିଶ୍ଚିତ ସେବନ କରନ୍ତୁ । ଏଥିରେ ବହୁତ ସାରା ଆଣ୍ଟିଅକ୍ସିଡାଣ୍ଟ ରହିଥାଏ , ଏହାକୁ ସେବନ କରିବାର କୌଣସି ନିଦ୍ଦିଷ୍ଟ ସମୟ ନାହିଁ , ଆପଣ ଏହାକୁ ଯେକୌଣସି ସମୟରେ ସେବନ କରିପାରିବେ । ୱେଟ ଗ୍ରାସ ଜୁସକୁ ଆମ୍ଭେମାନେ ଯଦି ନିୟମିତ ଭାବରେ ସେବନ କରୁ ତେବେ ଶରୀରରେ ବର୍ହିଭାଗ ତଥା ଅନ୍ତର୍ଭାଗ ରେ ଥିବା ଇନଫ୍ଲାମେସନ କୁ 78 ପ୍ରତିଶତ ଇଫେକ୍ଟିଭ ଦୃଷ୍ଟିରୁ କମ କରିଦେଇଥାଏ । ନିୟମିତ ଭାବରେ ୱେଟ ଗ୍ରାସ ର ସେବନ କରନ୍ତୁ ଖୁବ୍ ଶୀଘ୍ର ଗର୍ଭଧାରଣ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।