ଜଲଦି Pregnant ହେବା ପାଇଁ କେଉଁ ଦିନ ସହବାସ କରିବେ ଏବଂ କେଉଁ ଦିନ ନୁହେଁ – Pregnancy Tips

ଆମ ସମାଜ ପୁରୁଷ ଆଉ ମହିଳା ମାନଙ୍କୁ ନେଇକି ଗଠିତ ହୋଇଛି | ଆଉ ଏମାନଙ୍କୁ ମଧ୍ୟରେ ଉତ୍ତର ସମ୍ପର୍କ ହିଁ ଆମର ଆଗାମୀ ଭବିଷ୍ୟତ କୁ ସୃଷ୍ଟି କରିଥାଏ ବୋଲି କୁହାଯାଉଛି | ତେବେ ମହିଳା ମାନଙ୍କର କେବଳ ଗୋଟିଏ ମାତ୍ର ଇଚ୍ଛା ରହିଥାଏ କି ବିବାହ ପରେ ସେମାନେ ଗର୍ଭବତୀ ହେବେ ଆଉ ମା ହେବାର ସୌଭାଗ୍ୟ କୁ ଅର୍ଜନ କରିବେ ବୋଲି କୁହାଯାଇଥାଏ | ତେବେ କେଉଁ ସବୁ କାରଣ ଯୋଗୁ ଜଣେ ମହିଳା ଗର୍ଭବତୀ ହେବାରୁ ବଞ୍ଚିତ ହୋଇଥାଏ ଓ କେଉଁ କାରଣ ରୁ ମହିଳା ଜଣଙ୍କ ଜଲ୍ଦି ଗର୍ଭବତୀ ହେବାର ସୁଯୋଗ ପାଇଥାନ୍ତି ଆସନ୍ତୁ ଜାଣିବା |

ପ୍ରଥମେ ଆମେ ଜାଣିବା ଗର୍ଭବତୀ ନ ହେବାର କାରଣ କଣ ରହିଛି :-

କୁହାଯାଏ କି ବିଶେଷ କରି ମହିଳା ମାନେ ଗର୍ଭବତୀ ହେବା ନିର୍ଭର କରିଥାଏ ମହିଳା ମାନଙ୍କର ସହବାସ ଉପରେ | ତେବେ କୁହାଯାଉଛି କି ଯଦି ମହିଳା ଆଉ ପୁରୁଷ ମାନେ ଠିକ ସମୟରେ ସହବାସ ନ କରିବେ ତାହେଲେ ଜଣେ ମହିଳା କେବେ ହେଲେ ଗର୍ଭବତୀ ହୋଇ ପାରିବ ନାହିଁ | ତେବେ କୁହାଯାଉଛି କି ମାସିକ ଧର୍ମ କୁ ଆଧାର କରି ଠିକ ସମୟରେ ମହିଳା ମାନେ ଯଦି ପୁରୁଷ ଙ୍କ ସହିତ ସହବାସ କରିବେ ତାହେଲେ ସେମାନେ ଗର୍ଭବତୀ ହୋଉ ପାରିବେ ବୋଲି କୁହାଯାଉଛି |ତେବେ ପ୍ରତେକ ମହିଳା ଙ୍କର ମାସିକ ଧର୍ମ ର ତାରିଖ ଅଲଗା ଅଲଗା ହୋଇଥାଏ | ଆଉ ସେହି ଅନୁସାରେ ସହବାସ କରିବା ଆବଶ୍ୟକ |

ଗର୍ଭବତୀ ହେବା ପାଇଁ କେଉଁ ଉପାୟ ଆପଣାଇବା :-

ତେବେ କୁହାଯାଉଛି କି ଯଦି ଆପଣ ପ୍ରେଗନେଟ ହେବାକୁ ଚାହୁଁଛନ୍ତି ତାହେଲେ ଆପଣ ଙ୍କୁ ପିରିୟଡ଼ସ ର ତାରିଖ କୁ ମନେ ରଖିବା ପାଇଁ ପଡିବ | ଆଉ ଯାହା କୁହାଯାଉଛି କି ପିରିୟଡ଼ସ ମହିଳା ମାନଙ୍କର ହେବା ପରେ 6 ଦିନ ଧରି ଚାଲିଥାଏ | ତେଣୁ ପିରିୟଡ଼ସ ସରିବାର ଠିକ 11 ଦିନ ପରେ ମହିଳା ମାନେ ଯଦି ପ୍ରତେକ ଦିନ ପୁରୁଷ ଙ୍କ ସହିତ ସହବାସ କରିବେ ତାହେଲେ ମହିଳା ଜଣକ ପ୍ରେଗନେଟ ହୋଇ ପାରିବେ ବୋଲି କୁହାଯାଉଛି | ଏହା ଛଡା କୁହାଯାଉଛି କି ଯଦି ଆପଣ ମାନେ ଆବୁଲେସନ ର ତାରିଖ ଜାଣି ପାରୁ ନାହାନ୍ତି ତାହେଲେ ତାହାକୁ ଜାଣିବା ପାଇଁ ବଜାରରୁ କିଟ ମିଳୁଛି ଯେଉଁଥିରୁ ଆମେ ତାହା ଜାଣିପାରିବା କି ଆପଣଙ୍କର ଅଣ୍ଡାଶୟ ରୁ କେବେ ଅଣ୍ଡା ରିଲଜ ହେଲା ବୋଲି |

ତାହା ଛଡା କୁହାଯାଏ କି ମହିଳା ଙ୍କ ଗର୍ଭାଶୟ ରେ ପୁରୁଷ ର ସ୍ପୋର୍ମ 24 ରୁ 48 ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥାଏ, ତେଣୁ ସହବାସ କରିବାର 24 ଘଣ୍ଟା ମଧ୍ୟରେ ପୁଣି ଥରେ ସହବାସ କରିବା ଉଚିତ | ଏହା ବ୍ୟତୀତ ଆହୁରି ମଧ୍ୟ କୁହାଯାଏ କି ସହ ବାସ କରିବା ପରେ 30 ମିନିଟ ମହିଳା ଙ୍କୁ ଶେଜ ରେ ଶୋଇବାକୁ ପଡୋଥାଏ ଯାହା ଫଳରେ ଡିମ୍ବ ଅତି ସହଜ ରେ ଫୋର୍ଟିଲାଇଜର କରି ପାରିଥାଏ | ଏହା ସହିତ ମହିଳା ମାନେ ପ୍ରତେକ ଦିନ ବ୍ୟୟାମ କରିବା ସହିତ ରକ୍ତ ଓ ହିମୋଗ୍ଲୋବିନ ଟେଷ୍ଟ କରିବେ ଓ ସୁଷମ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି | ଏହାଛଡ଼ା ମିଶିୟନାରୀ ପୋଜରେ ସହବାସ କରିଲେ ଅର୍ଥାତ ପୋଜରେ ମହିଳା ଙ୍କ ଉପରେ ପୁରୁଷ ଥିଲେ ଜଲ୍ଦି ପ୍ରେଗନେଟ ହୋଇ ପାରିବେ ବୋଲି କୁହାଯାଉଛି |

ଏହି ଭଳି ଭାବରେ ମହିଳା ଜଣକ ଶୀଘ୍ର ଗର୍ଭବତୀ ହୋଇ ପାରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment