Odisha News Portal

Pregnancy Tips – କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ

ଭଗବାନ ଏ ସଂସାରରେ ମାନ ଜାତିକୁ ଦୁଇ ଗୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି , ଜଣେ ପୁରୁଷ ଓ ଅନ୍ୟ ଜଣେ ନାରୀ । କିନ୍ତୁ ଆପଣ ମାନେ ସମସ୍ତେ ଜାଣିଥିବେ କି ପୁରୁଷ ମାନଙ୍କ ଠାରୁ ନାରୀ ମାନଙ୍କୁ ବହୁତ ଭିନ୍ନ ରୂପରେ ଗଠନ କରିଛନ୍ତି । ଆପଣ ମାନେ ଜାଣିଥିବେ ପ୍ରତି ମାସରେ ଜଣେ ମହିଳାର ଋତୁସ୍ରାବ ହୋଇଥାଏ ଏବଂ ତାହା ମହିଳା ମାନଙ୍କର ପ୍ରଜଜନ କ୍ଷମତାକୁ ସୂଚାଇ ଥାଏ । ଯଦି ଆପଣଙ୍କର ପିରିୟଡ 6-7 ଦିନ ବିଳମ୍ୱ ହେଉଛି ତେବେ ଏଥିପାଇଁ ଆପଣଙ୍କୁ ଚିନ୍ତା କରିବା ପାଇଁ ପଡିବ ନାହିଁ କିନ୍ତୁ ଯେଉଁ ମାନଙ୍କର 14 ରୁ 15 ଦିନ ବିଳମ୍ୱିତ ହେଉଛି ତେବେ ଏହା ନିଶ୍ଚିତ ଭାବରେ ଚିନ୍ତାର କାରଣ ଅଟେ ।

ଅନେକ ସମୟରେ ଅଧିକାଂଶ ମହିଳା ମାନଙ୍କ ଠାରେ ପିରିୟଡ ହେବାର ଅନିୟମିତତା ଦେଖାଦେଇଥାଏ । ଏଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଯେ କେଉଁ କାରଣ ପାଇଁ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯାଇଥାଏ । କଣ ସବୁ ଘୋରଇ ଉପାୟ କରିବା ଦ୍ୱାରା ଆପଣଙ୍କ ପିରିୟଡ ରେ ଅନିୟମିତତା ଦେଖାଯିବ ନାହିଁ । ତେବେ ଆସନ୍ତୁ ଜାଣିବା ପିରିୟଡ ନହେବାର କାରଣ କଣ ବୋଲି ।

ପିରିୟଡ୍ସ ନହେବାର କାରଣ :-

1. ପିରିୟଡ୍ସ ନହେବାର ପ୍ରଥମ କାରଣ ଟି ହେଉଛି ଗର୍ଭବତୀ ହେବା , କାରଣ ଯଦି ଜଣେ ମହିଳା ଗର୍ଭବତୀ ଅଛନ୍ତି ତେବେ ତାଙ୍କର ପିରିୟଡ୍ସ ହୁଏ ନାହିଁ । ତେଣୁ ପିରିୟଡ୍ସ ବନ୍ଦ ହେବା ପରେ ପ୍ରେଗନେନ୍ସି ପରିକ୍ଷା କରି ନିଅନ୍ତୁ ।

2. ଅତ୍ୟଧିକ ଚିନ୍ତା ତଥା ମାନସିକ ଚାପରେ ରହିଲେ ମଧ୍ୟ ମାସିକ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ । ତେଣୁ ଅଧିକ ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ ।

3. ଆମ ସ୍ୱାସ୍ଥ୍ୟର ଓଜନ ବୃଦ୍ଧି ଓ ହ୍ରାସ ହେବା ଉପରେ ମଧ୍ୟ ଆମର ମାସିକ ଋତୁସ୍ରାବ ରେ ଅନିୟମିତତା ଦେଖାଯାଇଥାଏ । ଏକ ଗବେଷଣାର ରିସର୍ଚ୍ଚ ଅନୁସାରେ ଯେଉଁ ବ୍ୟକ୍ତି ମାନଙ୍କର ଅତ୍ୟଧିକ ଓଜନ ବଢିବା ବା ହ୍ରାସ ହେବା କାରଣରୁ ପିରିୟଡ୍ସ ଠିକ ସମୟରେ ହୋଇ ନଥାଏ ।

ପିରିୟଡ୍ସ ନିୟମିତ ହେବାର ଘରୋଇ ଉପାଚାର :-

1. ପିରିୟଡ୍ସ ର ନିୟମିତତା ପାଇଁ ଆପଣ ଅଧିକ ଗରମ ଜାତୀୟ ଜିନିଷ ଯଥା ସପୁରୀ , ଖଜୁରୀ , ପାପାୟର ସେବନ କରନ୍ତୁ ।

2. ପିରିୟଡ୍ସର ଅନିୟମିତତା ଦେଖାଗଲେ , ଆପଣ କିଛି ଜିରା କୁ ଗରମ ପାଣିରେ ଫୁଟାଇ ପରେ ସେହି ପାଣିକୁ ଥଣ୍ଡା କରି ଦିନରେ ଦୁଇ ଥର ସେବନ କରନ୍ତୁ । ମାତ୍ର ଦୁଇ ଦିନ ମଧ୍ୟରେ ଆପଣଙ୍କର ପିରିୟଡ୍ସ ହେବା ନିଶ୍ଚିତ ।

3. ଆଦା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କର ପିରିୟଡ୍ସ ହେବାରେ ବିଳମ୍ୱ ହେଉଛି ତେବେ ଆପଣ 2 ଇଞ୍ଚର ଅଦାକୁ ଛୋଟ ଛୋଟକରି ତାହାକୁ ଏକ ଗ୍ଲାସ ପାମଇରେ ଫୁଟାଇ , ସେହି ପାଣିକୁ ସେବନ କରନ୍ତୁ । ମାତ୍ର ଦୁଇ ଦିନ ମଧ୍ୟରେ ଆପଣଙ୍କ ପିରିୟଡ୍ସ ହେବା ନିଶ୍ଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।