Odisha News Portal

ପ୍ରେମ ପାଇଁ ସମସ୍ତ ସୀମା ପାର କଲେ ଏହି ଯୁବତୀ ଜଣଙ୍କ ,ପରସ୍ପରକୁ କରିନେଲେ ବିବାହ ,ତା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ଆପଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ…..

0 149

କଥାରେ ରହିଛି ଲଭ ପାଇଁ କୁଛ ବି କରେଗା , ତେବେ ଏପରି ଏକ କଥା ଏବେ ସତ ହେବରହେ ଲାଗିଛି । ପ୍ରେମ ପାଇଁ ଲିଙ୍ଗ ପରିବର୍ତ୍ତନ କରିବାକୁ ପତ୍ନୀର ମାନ୍ୟତା ଦେବାକୁ ଅପରେସନ କରି ଯୁବତୀ ବନିଲେ ଯୁବକ । ଅର୍ଥାତ ଯୁବତୀ ଏବଂ ଯୁବତୀ ମଧ୍ୟରେ ହୋଇଛି ବିବାହ । ଝିଅଟି ଝିଅକୁ ପ୍ରେମ କରିଛି ଏବଂ ତାକୁ ବିବାହ ମଧ୍ୟ କରିଛି । ସମାଜର ସମସ୍ତ ପ୍ରତିବନ୍ଧକକୁ ପାଚେରୀ ସଜେଇ ତାର ପ୍ରେମିକା ପାଇଁ ପୁଅ ହୋଇଛି । ପ୍ରେମ କାହାଣୀର ଏମିତି ଏକ ଆଶ୍ଚର୍ଯ୍ୟ କଲାଭଲି ଖବର ଆସିଛି ମାଲକାନାଗିରିରୁ ।

ଯେଉଁଠାରେ ଦୁଇ ଜଣ ଯୁବତୀ ନିଜର ପ୍ରେମ ପାଇଁ ପାଇଁ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ପ୍ରେମ ଏମିତି ଏକ ଶବ୍ଦ , ଏମିତି ଏକ ଆବେଗ କେତେବେଲେ କାହା ସହ କେଉଁଠାରେ ମଧ୍ୟ ହୋଇଯାଏ କିଛି ହେଲେ ମଧ୍ୟ ବୁଝିହୁଏନା ।

ଯେଉଥିପାଇଁ ତାର ନାମ ରଖାଯାଇଛି ପ୍ରେମ । ଯାହାର ବହୁତ ବଡ ଉଦାହରଣ ପାଲଟିଛନ୍ତି ମାଲକାନାଗିରିର ପ୍ରେମୀ ଯୁଗଳ । ମାଲକାନାଗିରି ଜିଲ୍ଲାରୁ ଆସିଥିବା ପ୍ରେମ ଏବଂ ସମର୍ପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାହିଁକିନା ଏଟାରେ ଜମେ ବିଟେକ ଚାତ୍ରୀ ଜଣ ଯୁବତୀର ପ୍ରେମରେ ପଡିଯାଇଥିଲେ ।

ଉଭୟଙ୍କ ଭିତରେ ପ୍ରାୟ ଦୁଇ ରୁ ତିନି ବର୍ଷ ଧରି ପ୍ରମ ସଂପର୍କ ମଧ୍ୟ ରହିଥିଲା । ମାତ୍ର ସେହି ସମୟରେ ସାମାଜିକ ଏବଂ ଶାରିରୀକ ସଂପର୍କ ସେମାନଙ୍କର ଆଗରେ ପ୍ରତିବନ୍ଧକ ସାଜିଥିଲା ।

ମାତ୍ର ଏଥିରେ ହାର ନମାନି ଆଧୁନିକ ଜାକ୍ତର ବିଜ୍ଞାନର ସାହାରା ନେଇ ବିଟେକ ପଢୁଥିବା ଯୁବତୀ ନିଜର ପ୍ରେମିକାକୁ ପାଇବା ପାଇଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଲିଙ୍ଗ ପରିବର୍ତ୍ତନର ଅସ୍ତ୍ର ପ୍ରଚାର କରିଥିଲେ । ସେ 6 ଲକ୍ଷ ଟଙ୍କା ଖର୍ଚ୍ଚ କରି 3 ଜୁଲାଇ 2019 ରେ ସେହି ଯୁବତୀ ର ଲିଙ୍ଗ ପରିବର୍ତ୍ତନ କରାଯାଇ ତାଙ୍କୁ ଯୁବକ କରିଦିଆଗଲା । ଏହା ସହ 10 ଜୁଲାଇ 2019 ରେ ଡାକ୍ତର ତାଙ୍କୁ ଯୁବକର ପରିଚୟ ମଧ୍ୟ ଦେଇଥିଲେ ।

 ଶେଷରେ ସମସ୍ତ ପ୍ରତିବନ୍ଧକକୁ ସାମ୍ନା କରି ଝିଅରୁ ପୁଅ ବନିଗଲେ ମାଲକାନାଗିରିର ଏହି ଯୁବତୀ । ତେବେ ଗତ ମଙ୍ଗଳବାର ଦିନ ହିଁ ସେ ନିଜ ପ୍ରେମିକାକୁ ବିବାହ କରିଛନ୍ତି । ସବୁଠୁ ବଡ କଥା ହେଉଛି ପ୍ରେମିକ ପାଇଁ ଯୁବତୀ ଲିଙ୍ଗ ପରିବର୍ତ୍ତନ କରିବା ଠାରୁ ଆରମ୍ଭ କରି ଉଭୟ ବିବାହ ପର୍ଯ୍ୟନ୍ତ ସବୁଥିଲେ ଥିଲା ପରିବରା ଲୋକଙ୍କର ସମର୍ଥନ । ତେବେ ବର୍ତ୍ତମାନ ସମୟରେ ଏହି କଥାଟି ସେୋସିଆଲ ମିଡିଆ ଟାରୁ ଆରମ୍ଭ କରି ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇବାରେ ଲାଗିଛି ।