ପ୍ରତିଦିନ ଶୋଇବା ଆଗରୁ ଗୋଟିଏ ଗୁଜରାତି ଖାଆନ୍ତୁ ! ଦେଖନ୍ତୁ ଚମତ୍କାର…

ବନ୍ଧୁଗଣ ବର୍ତମାନ ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଲାଣି |ବହୁତ ମେଡ଼ିସିନ ଖାଇଲେ ମଧ୍ୟ ତାହା ଭଲ ହେଉନାହିଁ |ମୁଁ ଆଜି ଆପଣକୁ ଏମିତି ଏକ ଦ୍ରବ୍ୟ ବିଷୟରେ କହିବି,ଯାହାକି ଆପଣଙ୍କ ଶରୀରରେ ଅନେକ ରୋଗକୁ କମାଇ ଦିଏ |ଏହି ଦ୍ରବ୍ୟ ଯଦି ଆପଣ ପ୍ରତ୍ୟେକ ଦିନ ଖାଆନ୍ତି ତେବେ ଆପଣଙ୍କ ରୋଗ ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବା,ତେବେ ଆସନ୍ତୁ ଜାଣିବା ଏହି ଦ୍ରବ୍ୟଟି କଣ ଓ ଏହାକୁ ଆମେ କିପରି ବ୍ୟବହାର କରିବାଓ ଏହାର ଉପକାରିତା |ଏହି ଦ୍ରବ୍ୟଟି ହେଉଛି ଗୁଜୁରାତି ଏହା ସମ୍ପୂର୍ଣ ପ୍ରାକୃତିକ, ଏହା କୌଣସି ଔଷଧ ଠାରୁ ମଧ୍ୟ କମ ନୁହଁ |

ଯଦି ଜଣେ ପୁରୁଷ ପ୍ରତ୍ୟେକ ଦିନ ଏକ ଗୁଜୁରାତି ଖାଇ କ୍ଷୀର ପିଅନ୍ତି ତେବେ ସେମାନଙ୍କ ବୀର୍ଯ ଗଢ଼ା ହୋଇଯାଏ |ଯଦି ଆପଣଙ୍କ ମୁହଁରେ ବ୍ରଣ ବାହାରୁଥାଏ କିମ୍ବା ଚୁଟି ବହୁତ ମାତ୍ରାରେ ଝାଡ଼ୁଥାଏ ତେବେ ଆପଣ ପ୍ରତ୍ୟେକ ଦିନ ଏକ ଗୁଜୁରାତି ଖାଇ ପାଣି ପିଅନ୍ତୁ, ଏହା ଦ୍ଵାରା ଆପଣକୁ ବହୁତ ଅଧିକ ଫାଇଦା ମିଳିଥାଏ |ଆପଣଙ୍କୁ ଯଦି ରାତିରେ ଭଲରେ ନିଦ ନହେଉଥାଏ କିମ୍ବା ଆପଣଙ୍କ ପେଟ ଅଧିକ ଗରମ ହେଉଥାଏ ତେବେ ଆପଣ ଗୋଟେ ଗୁଜୁରାତି ଖାଇ ଉଷମ ପାଣି ପିଅନ୍ତୁ |ଏହା ଦ୍ଵାରା ପେଟ ଥଣ୍ଡା ହେବାସହ ନିଦ ମଧ୍ୟ ଭଲ ହୋଇଥାଏ |

ଆପଣ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଏକ ଗୁଜୁରାତି ଯଦି ଚୁବାଇ ଖାଆନ୍ତି, ତେବେ ଏହା ଆପଣଙ୍କ ପାଇଁ ବହୁତ ଉପକାର ହୋଇଥାଏ |ଗୁଜୁରାତି ଖାଇଲେ ପାଚନତନ୍ତ୍ର ମଜବୁତ କରିଥାଏ, ଗଳା ଓ ପେଟର ହେଉଥିବ ଜଳା ପୁଡା କମ କରିଥାଏ, ଏହା ପେଟ ରୋଗ କମ କରିବା ସହିତ ଗ୍ୟାସ ଏସିଡ଼ିଟି କମି ଦେଇଥାଏ |ଥଣ୍ଡା ଅଧିକ ହେଲେ ଗଳାର କଷ୍ଟ ବଢିଯାଏ, ତେବେ ଆପଣ ସକାଳ ଖାଲି ପେଟାରେ ଓ ରାତିରେ ଶୋଇବା ପୂର୍ବରୁ ଗୋଟେ କିମ୍ବା ଦୁଇଟି ଗୁଜୁରାତି ଚୁବାଇ ଖାଇ ଏକ ଗ୍ଲାସ ଉଷମ ପାଣି ପିଅନ୍ତୁ |ଏହା ଖୁବ କମ ସମୟ ମଧ୍ୟରେ ଆପଣଙ୍କ କଷ୍ଟକୁ ଦୂର କରିଦିଏ |ଗୁଜୁରାତିରେ ବ୍ଲଡ଼ ପ୍ରେସର କମ କରିବାର କ୍ଷମତା ରହିଛି| ଏଥିରେ ଅଧିକ ପରିମାଣରେ ପଟାସିୟମ ଓ ଫାଇବାର ରହିଛି,ଯାହାକି ବ୍ଲଡ଼ ପ୍ରେସର କମ କରିଥାଏ |ଏହି ରୋଗୀମାନେ ଗୁଜୁରାତିକୁ ଖାଇସାରିବା ପରେ ଖାଇବା ଆବଶ୍ୟକ |

 

ମସ୍ତିସ୍କରେ ସ୍ମରଣ ଶକ୍ତି ବଢ଼ାଇବାରେ, ଆଖିର ଦୃଷ୍ଟିଶକ୍ତି ବୃଦ୍ଧି କରିବା ଏବଂ ମୁଣ୍ଡକୁ ମଜବୁତ କରିବାରେ ଗୁଜୁରାତି ବହୁତ ସାହାଯ୍ୟ କରିଥାଏ | ଗୁଜୁରାତି ମଞ୍ଜିକୁ ଦୁଇ ତିନୋଟି ପିସ୍ତା ସହ ଗୁଣ୍ଡକରି ନିଅନ୍ତୁ,ଏହାକୁ ଏକ ଗ୍ଲାସ କ୍ଷୀରରେ ମିଶାଇ ଫୁଟାନ୍ତୁ |ଏହା ଅଧାଗ୍ଲାସ ହେବା ପ୍ରଯ୍ୟନ୍ତ ଫୁଟାଇ ଏଥିରେ ମିଶ୍ରି ମିଶାଇ ଏହାକୁ ଥଣ୍ଡାକରି ପିଲାମାନଙ୍କୁ ଦିଅନ୍ତୁ |ପିଲାଙ୍କ କ୍ଷେତ୍ରରେ ଏହା ବହୁତ ଉପକାରୀ ଅଟେ |ଗୁଜୁରାତି ଆପଣଙ୍କ ଟେନସନ ଦୂର କରିଥାଏ ଏବଂ ଆପଣ ଯଦି ପ୍ରତ୍ୟେକ ଦିନ ଗୁଜୁରାତି ଯୁକ୍ତ ଚା ପିଅନ୍ତି ତେବେ ଏହା ଆପଣଙ୍କ ହରମୋନ କୁ ବଲାନ୍ସ କରିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment