Odisha News Portal

ଦେଖନ୍ତୁ ଭିଡ଼ିଓ – ପ୍ରତିଦିନ ରାତିରେ ବିଧବା ଭାଉଜ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ଦିଅର, ଭାଉଜ ଭିଡ଼ିଓ କରି Online ରେ କରିଦେଲେ ଭାଇରାଲ

ନିଜର କାମ ବାସନା କୁ ଚରିତାର୍ଥ କରିବା ପାଇଁ ଆଜିର ସମାଜର କିଛି କଳୁଷିତ ମଣିଷ ନିଜର ସଂଯମତା ହରାଇ କିଛି ବି କରିବାକୁ ପଛାଉ ନାହିଁ। ବାସ୍ତବିକ ଭାବରେ ଆଜିର ସମାଜ ରେ କାହାର ପ୍ରବୃତ୍ତି ଜାଣିବା ପ୍ରକୃତ ପକ୍ଷେ ଏତେ ସହଜ କିମ୍ବା ସମ୍ଭବ ନୁହଁ।କାରଣ କାହା ମନରେ କଣ୍ ଅଛି ଏହା ଜାଣିବା ବହୁତ୍ କଷ୍ଟକର। ଭାଉଜ ଦିଅର ଭଳି ଏକ ପବିତ୍ର ସମ୍ପର୍କ ରେ ମଧ୍ୟ ଏବେ କଳଙ୍କ ର ଟିପା ଲାଗିବାରେ ଲାଗିଛି। ଯାହା ଏହି ସଭ୍ୟ ଶିକ୍ଷିତ ସମାଜ ପାଇଁ ଏକ କୁଠାରାଘାତ ସଦୃଶ ଅଟେ।ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ।

ତେବେ ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। କଣସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ? କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ।ବେଳେବେଳେ ଏହି ସମାଜରେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଆସିଥାଉ ଯାହା ଆମକୁ ଲଜ୍ୟା ବୋଧ କରାଇଥାଏ।

ଏହା ଭାବିବାକୁ ବାଧ୍ୟ କରିଥାଏ ଯେ ସତରେ କଣ ବଦଳି ଯାଇଛି ଏହି ଦୁନିଆ। ସତରେ ସମ୍ପର୍କର ମୂଲ୍ୟ କଣ ଏଠାରେ କିଛି ନାହିଁ। ସେହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ଘଟଣାରେ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ବିଧବା ଭାଉଜ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର। ଆଉ ପରେ ଭାଉଜ ନେଲେ କିଛି ଏମିତି ପଦକ୍ଷେପ ଯାହା ସମସ୍ତଙ୍କୁ ଚକିତ କରିଦେବା ଭଳି ଅଟେ। ଯାହା ଘଟିଛି ଉତ୍ତରପ୍ରଦେଶ ର ରାମପୁର ଜିଲ୍ଲାରେ। ଏଠାରେ ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ମୃତ୍ୟୁ ପରେ ଭାଉଜଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲେ ଏବଂ ବିବାହ କରିବାର ସମୟ ମଧ୍ୟ ଗଡାଉଥିଲେ।

ଯେତେବେଳେ ତାଙ୍କର ଦିଅରଙ୍କ ଅନ୍ୟ ଝିଅ ସହ ବିବାହ ସ୍ଥିର ହେଲା ସେ ଏଥିପାଇଁ ଏକ ପଞ୍ଚାୟତ ଡାକିଲେ ଏବଂ ଗର୍ଭବତୀ ଥିବା କଥା କହିଲେ।ତାପରେ ଦିଅର ଜଣଙ୍କ ସେତେବେଳେ ବିବାହ ପାଇଁ ମନା କରିଦେଲେ।ଆଉ ଏହାପରେ ମହିଳା ପୂର୍ବରୁ ରେକର୍ଡ କରି ରଖିଥିବା ଏକ ଅନ୍ତରଙ୍ଗ ଭିଡିଓ କୁ ପୋଲିସ୍ କୁ ଦେଖାଇବା ପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଦିଅର ଜଣଙ୍କର ଏହିଭଳି କାର୍ଯ୍ୟ କଲାପକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହିତ ଭାଉଜ ଙ୍କ ଏତାଦୃଶ କାର୍ଯ୍ୟ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ଲୋକେ ମତ ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।