Odisha News Portal

Femily Tips – ପ୍ରତିଦିନ ଶାରିରୀକ ସମ୍ପର୍କ ସ୍ଥାପନ କରିବାର ଅଦ୍ଭୁତ ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଶାରିରୀକ ସମ୍ପର୍କ ସ୍ଥାପନ ଏକ ଭିନ୍ନ ଅନୁଭବ ଅଟେ। କାରଣ ଯୌନ କ୍ରିୟା ବା ଶାରିରୀକ ସମ୍ପର୍କ ଦାମ୍ପତ୍ୟ ଜୀବନରେ ଏକ ଭିନ୍ନ ରଙ୍ଗ ଭରି ଦେଇଥାଏ। ପ୍ରାୟତଃ ଏହା ବୈବାହିକ ଜୀବନରେ ନିହାତି ଆବଶ୍ୟକ ଜିନିଷ ହୋଇପଡେ ଗୋଟିଏ ଦମ୍ପତ୍ତି ପାଇଁ।ତେବେ ବିବାହ ପରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଶାରୀରିକ ସମ୍ପର୍କ ସ୍ଥାପନ ଦିଗରେ ଅଗ୍ରସର ହୁଅନ୍ତି ଯାହା ଏକ ସାଧାରଣ କଥା।ଏହି ଶାରିରୀକ ସମ୍ପର୍କ ବନାଇବା ପାଇଁ ସେମାନଙ୍କ ମନରେ ଏକ ସ୍ବତନ୍ତ୍ର ଆଗ୍ରହ ଏବଂ ଇଚ୍ଛା ରହିଥାଏ ଯେ ଏହାର ଅନୁଭୂତି କଣ ରହିବ ଏବଂ ଏହା ସେମାନଙ୍କ ବୈବାହିକ ଜୀବନ ର ପ୍ରେମ ସମ୍ପର୍କ କୁ କିପରି ଭାବରେ ପ୍ରଭାବିତ କରିବ।

ତେବେ ଏଥିପାଇଁ ଅନେକ ଦମ୍ପତ୍ତି ଯଦିଓ ବିବାହର ପ୍ରଥମ ଦିନରୁ ପରସ୍ପର ସହ ଅନ୍ତରଙ୍ଗ ହୋଇ ନ ପାରିଲେ ବି ଧୀରେ ଧୀରେ ଏକାଠି ରହିବା ଫଳରେ ଏଥିପ୍ରତି ସେମାନଙ୍କ ଭାବନା ସୃଷ୍ଟି ହୋଇଥାଏ।ତେବେ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସମସ୍ତ ଦମ୍ପତ୍ତି ମାନଙ୍କର ଜୀବନରେ ଘଟିଥାଏ ଯାହା ସେମାନଙ୍କ ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଏବଂ ଉତ୍ସାହ ଭରି ଦେଇଥାଏ ବୋଲି କୁହାଯାଏ।ତେବେ ବିବାହିତା ଦମ୍ପତ୍ତି ମାନେ ଏହି ସମ୍ବନ୍ଧ ବନାଇବା ଦ୍ବାରା ତାଙ୍କୁ ଅନେକ କିଛି ଫାଇଦା ମିଳିଥାଏ। ଯେଉଁ ବିଷୟରେ ହୁଏତ ସେମାନେ ଜାଣି ନଥିବେ। ତେବେ ସ୍ବାମୀ ସ୍ତ୍ରୀ ଯଦି ପ୍ରତିଦିନ ଶାରିରୀକ ସମ୍ପର୍କ ସ୍ଥାପନ କରୁଛନ୍ତି ତାହେଲେ ସେମାନଙ୍କୁ ଏହିସବୁ ଫାଇଦା ମିଳିଥାଏ।

୧) ରକ୍ତଚାପ ନିୟନ୍ତ୍ରଣ- ବ୍ଲଡ଼ ପ୍ରେସର ବା ରକ୍ତଚାପ ନିୟନ୍ତ୍ରଣ ରେ ରହିଥାଏ। ଯାହା ଦ୍ଵାରା ଆପଣଙ୍କ ଶରୀରର ନିୟନ୍ତ୍ରଣ ଏବଂ ଭାରସାମ୍ୟ ରକ୍ଷା ହୋଇଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ।

୨) ମାନସିକ ଶାନ୍ତି- ମାନସିକ ଚାପ ବା ଚିନ୍ତାରୁ ମସ୍ତିଷ୍କ ମୁକ୍ତି ପାଇଥାଏ। କାରଣ ଶାରିରୀକ ସମ୍ପର୍କ ରଖିବା ସମୟରେ ଶରୀରରେ ଅକ୍ସିଟୋଷୀନ ନାମକ ହରମାେନ କ୍ଷରଣ ହୋଇଥାଏ ଏବଂ ଏହା ଆମ ଶରୀରକୁ ଚାପମୁକ୍ତ ରଖିଥାଏ ଓ ରିଲାକ୍ସ କରିଥାଏ।

୩) ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି- ଶାରିରୀକ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। କାରଣ ଆମ ଶରୀର ଛୋଟ ଛୋଟ ରୋଗରୁ ମୁକ୍ତି ଦେବା ପାଇଁ ଆମକୁ ସାହାଯ୍ୟ କରିଥାଏ।

୪) ଉପଯୁକ୍ତ ଶାରିରୀକ ସଂରଚନା- ଶାରିରୀକ ସମ୍ବନ୍ଧ ବନାଇବା ଦ୍ବାରା ଶରୀରକୁ ଏକ ଭଲ ଏକ୍ସରସାଇଜ ମିଳିଥାଏ। ଯାହା ଦ୍ଵାରା ଆପଣଙ୍କ ଶରୀରର ସଂରଚନା ଭଲ ହୋଇଥାଏ।

୫) ଅନାବଶ୍ୟକ କ୍ୟାଲୋରୀ ନଷ୍ଟ- ଏହାଦ୍ଵାରା ପ୍ରତିଦିନ ଆମ ଶରୀରରୁ ୭୦୦୦ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ତେଣୁ ପ୍ରତିଦିନ ଶାରିରୀକ ସମ୍ପର୍କ ରଖିବା ନିହାତି ଆବଶ୍ୟକ। ଯାହା ଆପଣଙ୍କୁ ଅନେକ ଫାଇଦା ପ୍ରଦାନ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।