Odisha News Portal

ପ୍ରଥମରେ କେଶର ଚିତ୍ର ତାପରେ କାନର ଚିତ୍ର ଦେଇଛି ଓ ତାପରେ ଚା ର ଚିତ୍ର ଦେଇଛି ତେବେ ସେହି ସାମ୍ପୁ ର ନାମ କଣ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି

ମଣିଷ ମାନଙ୍କର ଜ୍ଞାନ ଶକ୍ତିର ବୃଦ୍ଧି ନିମନ୍ତେ ସାଧାରଣ ଜ୍ଞାନ ତଥା ବୁଦ୍ଧିମାନର ପ୍ରଶ୍ନ ଗୁଡିକ ରହିଥାଏ ଯାହାର ଉତ୍ତର ଜଣେ ବୁଦ୍ଦିମାନ ବ୍ୟକ୍ତି ହିଁ ଦେଇ ପାରିଥାଏ । ନିଜ ଜୀବନରେ ଚିନ୍ତା କରିଥିବା ଲକ୍ଷ୍ୟରେ ପହଞ୍ଚି ପାରିଥାଏ । ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ସେଥିପାଇଁ ଆଜି ଆମେ ଆଉ କେତେକ ମଜାଦାର ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ଜାଣିବା ।

1 ଗୋଟିଏ ରୁମାଲର ଚାରୋଟି କଣ , ଗୋଟିଏ କଣ କାଟିଦେଲେ ଆଉ ରହିବ କେତେ କୋଣ ?
ଉତ୍ତର – 5 ଟି ।

2 କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁ ଶୁଖିଲା ପରେ ଡାକନ୍ତି ଆଉ ଗୋଟିଏ ନାଁ ତାହା କଣ ?
ଉତ୍ତର – ପଇଡ ଏବଂ ନଡିଆ ।

3 ଛୋଟ ପିଲା ମାନଙ୍କର ଏମିତି ଏକ ଖେଳନା ଯାହାକୁ ଦୁନିଆଁର ସବୁଠାରୁ ବଡ ଲୋକ ମଧ୍ୟ କିଣି ପାରିବେ ନାହିଁ ତାହା କଣ ?
ଉତ୍ତର – ଜହ୍ନ ମାମୁଁ ।

4 ପଶୁ ନୁହେଁ କି ପକ୍ଷୀ ନୁହେଁ କିନ୍ତୁ ତାହାର ଆଖି ଅଛି ତାହା କଣ ?
ଉତ୍ତର – ନଡିଆ ।

5 କବାଟ ପଡିଲେ ଦିନବି ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର ?
ଉତ୍ତର – ଆଖିପତା ।

6 ଗଡି ଗଡି ଯେବେ ବାହରକୁ ଯାଏ , ଚାରିଯୁଗ ପାଇଯାଏ ଉଡି ଉଡି ଯେବେ ବାହାରକୁ ଯାଏ , ଛଅ ଋତୁ ମିଳିଯାଏ ?
ଉତ୍ତର – କ୍ରିକେଟ ବଲ୍ ।

7 ଗୋଟିଏ କ୍ରିକେଟ୍ ବଲକୁ କେଉଁଭଳି ଫିଙ୍ଗିଲେ ତାହା କିଛି ଦୂର ଯାଇ ପୁଣି ଆପଣଙ୍କପାଖକୁ ଫେରି ଆସିବ ?
ଉତ୍ତର – ବଲଟିକୁ ଉପରକୁ ଫିଙ୍ଗିଲେ ।

8 କେଉଁ ପୁରୁଷମାନେ ଜୀବନରେ ଥରେ କରନ୍ତି କିନ୍ତୁ ମହିଳାମାନେ ପ୍ରତିଦିନ କରିଥାନ୍ତି ?
ଉତ୍ତର – ମଥାରେ ସିନ୍ଦୁର ଦେବା ।

9 କେଉଁ ଡ୍ରେସ ପିନ୍ଧି ହୁଏ ନାହିଁ ?
ଉତ୍ତର – ଆଡ୍ରେସ ।

10 କେଉଁ ଗାଡି ଚାଲେ ନାହିଁ ?
ଉତ୍ତର – ଅଗାଡି ।

11 ଏକ ଗାଁର ନାମ , ଏକ ରାଜାର ନାମ ଏକ ଚଳଚ୍ଚିତ୍ରର ନାମ ଏକ ନାଟକର ନାମ ତାହା କଣ ?
ଉତ୍ତର – ହରିଶ୍ଚନ୍ଦ୍ର ।

12 ମା ଠାରୁ ଜନ୍ମ ହୁଏ ମାକୁ ଛୁଇଁଲେ ମରିଯାଏ ତାହା କଣ ?
ଉତ୍ତର – ଲୁଣ ।

13 ତୃତୀୟ ଚିତ୍ରରେ କେଶର ଚିତ୍ର ଦେଇଛି ଓ ତା ପରେ କାନର ଚିତ୍ର ଦେଇଛି ଓ ତା ପରେ ଚା ର ଚିତ୍ର ଦେଇଛି ତେବେ ସେହି ସେମ୍ପର ନାମ କଣ ?
ଉତ୍ତର – କେଶକାନ୍ତି ।

14 ହଲିଥାଏ କିନ୍ତୁ ଗଛ ନୁହେଁ , ଚାଲିଥାଏଓ କିନ୍ତୁ ଗାଡି ନୁହେଁ , ଟିକଟିକ କରେ କିନ୍ତୁ ଘଡି ନୁହେଁ ସେଇଟା କଣ ?
ଉତ୍ତର – ଟାଇପ୍ ମେସିନ୍ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।