ପ୍ରଥମଥର Ollywood ସୁପରଷ୍ଟାର ବାବୁସାନଙ୍କ ସ୍ତ୍ରୀ ତୃପ୍ତି ନିଜ ପୁଅ ସହିତ ଖେଳୁଥିବାର ଭିଡ଼ିଓ ଭାଇରାଲ…ଦେଖନ୍ତୁ ଭିଡ଼ିଓ

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ପୁରା ପୁରି ଭାବରେ ଭିନ୍ନ ଧରଣର ହୋଇଥାଏ। ସାଧାରଣ ଲୋକ ମାନେ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ଜାଣିବା ପାଇଁ ଚାତକ ପରି ସବୁବେଳେ ପାଇଁ ରହି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଓଲିଉଡ ଅଭିନେତା ବାବୁସାନ ଓ ତାଙ୍କ ସ୍ତ୍ରୀ ନିଜ ପୁଅ ସହିତ ଖେଳୁ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ବାବୁସାନ ମହାନ୍ତିଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲ୍ଲୀଉଡ଼ ଜଗତର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏରେ ଫିଲ୍ମରେ ଅଭିନୟ କରିଛନ୍ତି ଓ ଏଥି ସହିତ ସେ ଜଣେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ମଧ୍ୟ ଅଟନ୍ତି। ତାଙ୍କ ଅଭିନୟକୁ ଲୋକ ମାନେ ଯେତିକି ମାତ୍ରାରେ ପସନ୍ଦ କରନ୍ତି ତାଙ୍କ ଗୀତକୁ ମଧ୍ୟ ଆହୁରି ବେଶୀ ଅଧିକା ଭାବରେ ପସନ୍ଦ କରି ଥାଆନ୍ତି। ସେ ଭଲ ଅଭିନେତା ଭାବରେ ଦର୍ଶକ ମାନେ ତାଙ୍କୁ ଜାଣିଛନ୍ତି।

ତାଙ୍କ ଅଭିନୟରେ ଏକ ଯାଦୁ ରହିଛି ଯେ କୌଣସି ବ୍ୟକ୍ତି ତାଙ୍କ ଅଭିନୟ ଦେଖିଲେ ସେ ତାଙ୍କ ମନ କିଣି ନେଇ ଯାଇ ଥାଆନ୍ତି। ତାଙ୍କ ଅଭିନୟ ଦ୍ୱାରା ସେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଦର୍ଶକ ମାନେ ତାଙ୍କୁ ବହୁ ମାତ୍ରାରେ ଭଲ ପାଇବା ଦେଇ ଥାଆନ୍ତି। ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନେ ତାଙ୍କୁ ପ୍ରଶଂସା କରିବା ସହିତ ସେ ସବୁବେଳେ ପାଇଁ ବହୁ ଚର୍ଚ୍ଚା ମଧ୍ୟ କରି ଥାଆନ୍ତି। ସେ ଯେତିକି ଭଲ ଅଭିନୟ କରି ଥାଆନ୍ତି, ତାହା ଠାରୁ ଅଧିକ ସୁନ୍ଦର ଗୀତ ମଧ୍ୟ ଗାଇ ଥାଆନ୍ତି।

ସେ ବିବାହିତ ଅଟନ୍ତି ଓ ତାଙ୍କ ସ୍ତ୍ରୀ ଙ୍କ ନାମ ତୃପ୍ତି ମିଶ୍ର। ତେବେ ଗତ କିଛି ଦିନ ତଳେ ତାଙ୍କର ଏକ କୁନି ପୁଅଟିଏ ହୋଇଛି। ସେ ପୁଅକୁ ନେଇ ବହୁତ ଖୁସି ହୋଇଛନ୍ତି। ତେବେ ବର୍ତ୍ତମାନ ସେ ଓ ତାଙ୍କ ସ୍ତ୍ରୀ ନିଜ ପୁଅ ସହିତ ଅତି ଆନନ୍ଦର ସହିତ ଖେଳୁ ଥିବାର ଦେଖିବାକୁ ମିଳିଛି। ସେ ନିଜ ପୁଅ ସହିତ ଅଧିକ ସମୟ ପାଇଁ ସମୟ ମଧ୍ୟ ବିତାଉଛନ୍ତି। ସେମାନେ ତାଙ୍କ ପୁଅଙ୍କୁ ଛାଡି ଗୋଟେ ମୁହୂର୍ତ୍ତ ମଧ୍ୟ ରହୁ ନାହାଁନ୍ତି। ସେମାନେ ତାଙ୍କ ପୁଅ ସହିତ ଖେଳିବା ସହିତ ବହୁତ ମଜା ମସ୍ତି କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment