ଓଃ କି ଡ୍ୟାନ୍ସ ! ପ୍ରଥମଥର ଶାଢ଼ୀ ପିନ୍ଧି ଏହି ଗାଉଁଲି ଝିଅ ( Sami Sami ) ଗୀତରେ କଲା ଜବରଦସ୍ତ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ କିଛି ଗୀତ ଏତେ ଲୋକପ୍ରିୟ ହୋଇଥାଏ ଯେ ଲୋକେ ଏହାକୁ ଦେଖିବାକୁ ଯେତିକି ପସନ୍ଦ କରନ୍ତି, ସେହି ଗୀତରେ ନିଜର ପ୍ରତିଭାକୁ ଦେଖାଇବାକୁ ମଧ୍ୟ ସେତିକି ଆଗ୍ରହ ଦେଖାଇଥାନ୍ତି। ସେହିଭଳି ଏକ ଫିଲ୍ମ୍ ର ଗୀତ ଏବେ ଲୋକପ୍ରିୟତା ର ବେଶ୍ ଶୀର୍ଷରେ ରହିଛି। ତେଲୁଗୁ ସୁପରହିଟ ଫିଲ୍ମ ପୁଷ୍ପା ର ସାମି ସାମି ଗୀତଟି କେତେ ଦମଦାର ହୋଇଛି ତାହା ତ ଆପଣ ଜାଣିଥିବେ। ଗୀତଟି ଯେତିକି ସୁନ୍ଦର୍ ଏଥିରେ ରଶ୍ମିକାଙ୍କ ଡାନ୍ସ ଷ୍ଟେପ ମଧ୍ୟ ସେହିପରି ଜବରଦସ୍ତ ହୋଇଛି।ତେବେ ଏହି ଫିଲ୍ମର ଗୀତରେ ରିଲ୍ସ ଏବଂ ଭିଡ଼ିଓ ସୁଟ କରିବା ପରେ ଲୋକେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି।

ଏହି ଫିଲ୍ମ୍ ର ଗୀତରେ ହେଉଥିବା ଭିଡିଓ ଗୁଡିକ ମଧ୍ୟ ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ସାମିି ସାମି ଗୀତରେ ଅନେକ ଯୁବତୀଙ୍କ ଡାନ୍ସ ଭିଡିଓ ଆପଣ ନିଶ୍ଚିତ ଦେଖିବାକୁ ପାଇଥିବେ। ସମସ୍ତେ ଏହି ଗୀତରେ ଅଭିନେତ୍ରୀ ରଶ୍ମିକା ନାଚିଥିବା ଅରିଜିନାଲ ପୋଜକୁ ଫଲୋ କରି ତାଙ୍କର ଡାନ୍ସ ଷ୍ଟେପ ଦେଖାଉଥିବା ଦେଖିବାକୁ ମିଳିଛି।ସେହିପରି ଏବେ ସାମ୍ନାକୁ ଆସିଛି ଚାରି ଜଣ ସୁନ୍ଦରୀ ଯୁବତୀଙ୍କ ମନଲୋଭା ଡାନ୍ସ ଭିଡିଓ।ଏହି ଭିଡିଓ ରେ ସେମାନେ ଚାରି ଜଣ ଯେଉଁଭଳି ଭାବରେ ଡାନ୍ସ କରୁଛନ୍ତି ତାହା ଦେଖିଲେ ଆପଣ ବି ତାଙ୍କର ଡାନ୍ସ ର ଦିୱାନା ହୋଇଯିବେ।

ଥରେ ଦେଖନ୍ତୁ ଏହି ଯୁବତୀ ମାନଙ୍କ ଗେଟ୍ ଅପ୍ ଏବଂ ତାଙ୍କର ଡାନ୍ସ ର ଶୈଳୀ କିପରି ଭାବରେ ଦମଦାର ହୋଇଛି।ପୁଷ୍ପା ଫିଲ୍ମ୍ ର ସାମି ସାମି ଗୀତର ତାଳେ ତାଳେ ସେମାନେ ଟିକେ ଭିନ୍ନ ଅନ୍ଦାଜରେ ହଟକେ ହୋଇ ନୃତ୍ୟ ପରିବେଷଣ କରୁଛନ୍ତି।ଯୁବତୀ ମାନଙ୍କ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ସୁନ୍ଦରୀ ଯୁବତୀ ମାନେ କିପରି ଭାବରେ ରଙ୍ଗ ବେରଙ୍ଗର ଶାଢ଼ୀ ପିନ୍ଧି ସୁନ୍ଦର୍ ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ତାକୁ ଉପଭୋଗ କରନ୍ତୁ।

ତେବେ ଏହି ଭିଡିଓ ରେ ଯୁବତୀ ୪ ଜଣ ଯେଉଁ ଭଳି ଭାବରେ ଅନବରତ ଗୀତର ତାଳରେ ନୃତ୍ୟ କରି ଚାଲିଛନ୍ତି ତାହା ଦେଖିବାର କଥା। ଯାହାକୁ ଦେଖି ସମସ୍ତେ ଆନନ୍ଦ ନେଉଛନ୍ତି। ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଯୁବତୀ ମାନଙ୍କ ନାଚକୁ ଦେଖି ଅନେକ ଦର୍ଶକ ଏହାକୁ ପ୍ରସଂଶା କରିବା ସହିତ ଅନେକ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି। ଏମାନଙ୍କ ଡାନ୍ସ ଷ୍ଟାଇଲ ଏବଂ ତାଳରେ, ଲୟରେ ସମସ୍ତଂକର ସମାନ ଭାବରେ ନାଚିବାକୁ ଦେଖି ବହୁତ୍ ଖୁସି ଲାଗୁଛି। ଆପଣ ବି ଥରେ ଏହି ଡାନ୍ସ ଭିଡିଓ କୁ ଦେଖନ୍ତୁ ଏବଂ ଏହାକୁ ଉପଭୋଗ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment