Odisha News Portal

ଦେଖନ୍ତୁ ଭିଡ଼ିଓ – ପ୍ରଥମ ଥର ପାଇଁ ଓଡ଼ିଆ ସିନେମା ଜଗତରେ ଭୂମିକା ଓ ଶିବାନୀ ଏକାଠି କଲେ ଏମିତି…

ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ଦୁଇଜଣ ଅଭିନେତ୍ରୀ ଏକାଠି କାମ କରୁଥିବାର। ଯେଉଁ ଦୁଇଜଣ କନିଷ୍ଠ ଅଭିନେତ୍ରୀ ଏବେ ସାରା ଓଡ଼ିଶାରେ ଚହଳ ପକାଇ ଚାଲିଛନ୍ତି ଏବଂ ସେମାନେ ତାଙ୍କର ଅଭିନୟ ର ଯାଦୁରେ ଦର୍ଶକ ମାନଙ୍କର ହୃଦୟ କିଣି ପାରିଛନ୍ତି। ତେବେ ଏହି ଦୁଇ ଅଭିନେତ୍ରୀ ବହୁତ୍ ଜଲଦି ଓଡ଼ିଆ ସିନେମା ଜଗତରେ ସେମାନଙ୍କର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଆପଣ ମାନେ ସମସ୍ତେ ଜାଣିଥିବେ ଓଡ଼ିଶାର ଏବେର ଦୁଇ ଅନ୍ୟତମ ସଫଳ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାସ୍ ଏବଂ ଶିବାନୀ। ସୁନ୍ଦରୀ, ସଫଳ ଅଭିନେତ୍ରୀ ଭାବରେ ସେମାନଙ୍କୁ ଭଲ ଭାବରେ ଜାଣନ୍ତି ଓଡ଼ିଶା ବାସୀ।

ତେବେ ସେମାନଙ୍କୁ ସୁନ୍ଦରୀ ଚୁଲବୁଲି ନାୟିକା କୁହାଯାଏ କାରଣ ସେମାନେ ଦୁଇଜଣ ଶିଶୁ କଳାକାର ଭାବରେ ଅଭିନୟ ଜଗତରେ ପାଦ ଦେଇ ଶିରିଏଲ୍ ମାନଙ୍କରେ କାମ କରି ଆଜି ଫିଲ୍ମ୍ ଦୁନିଆରେ ସଫଳ ଚେହେରା ପାଲଟି ଅଛନ୍ତି।ନିଜକୁ ଅଭିନୟ ଜଗତରେ ସେମାନେ ଖୁବ୍ ପ୍ରତିଷ୍ଠିତ କରି ପାରିଛନ୍ତି।ତାଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ହିଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି।ତେବେ ତାଙ୍କର ସେହି ସ୍ବତନ୍ତ୍ର ହୃଦୟସ୍ପର୍ଶୀ ଅଭିନୟର ଯାଦୁ ରେ ଆଜି ବି ଲୋକେ ଝୁମି ଯିବାକୁ ଇଚ୍ଛା କରନ୍ତି ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଦେଇଥାନ୍ତି ସେମାନଙ୍କ ହୃଦୟରେ।

ସେମାନେ ହେଉଛନ୍ତି ଏମିତି ଦୁଇ ନବାଗତ ନାୟିକା ଯିଏକି ଓଡ଼ିଆ ସିନେମା ଜଗତରେ ତାଙ୍କର ସୁନ୍ଦରତା ଆଉ ଅଭିନୟର ଝଲକ୍ ଦେଖାଇ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି। ଅଭିନୟ ଜଗତରେ ପାଦ ଦେବା ପାଖରୁ ସେମାନେ ଅନେକ ଚଳଚ୍ଚିତ୍ର ତାଙ୍କର ଆକର୍ଷଣୀୟ, ଦମଦାର ଅଭିନୟ କରି ଦର୍ଶକଙ୍କ ମନ କିଣି ପାରିଛନ୍ତି।ବାସ୍ତବିକ କ୍ଷେତ୍ରରେ ସେମାନଙ୍କର ଅଭିନୟର ଯାଦୁ ଏତେ ନିଆରା ଓ ହୃଦସ୍ପର୍ଶୀ ଯେ, ଯିଏ ବି ହେଉନ କାହିଁକି ତାଙ୍କର ପ୍ରଶଂସା କରିବାକୁ ପଛେଇବ ନାହିଁ। ଜଣେ ବାସ୍ତବ କଳାକାର ଭାବରେ ତାଙ୍କର ପରିଚିତି ଅନେକ ରହିଛି। ନିଜକୁ ଏକ ସ୍ବତନ୍ତ୍ର ସ୍ଥାନରେ ସେମାନେ ସବୁବେଳେ ଦେଖିବାକୁ ଚାହିଥାନ୍ତି।

ସେମାନଙ୍କୁ ଓଡ଼ିଆ ସିନେମା ଜଗତର ସ୍ମାର୍ଟ୍ ଏଣ୍ଡ ଫିଟ୍ ନାୟିକା ବୋଲି କୁହାଯାଏ। ତେବେ ସେମାନଙ୍କୁ ଏବେ ଏକା ସାଙ୍ଗରେ ଏକ ସୁଟିଂ ସେଟ୍ ରେ କାମ କରୁଥିବା ର ଦେଖିବାକୁ ମିଳିଛି। ସେମାନେ ଏକ ଦଶମ ଶ୍ରେଣୀ ଟେଷ୍ଟ ପେପର ଯାହାର ନାମ ହେଉଛି ସୈାରଭ ଟେଷ୍ଟ ପେପର, ଏହାର ଏକ ଗୀତରେ ଡାନ୍ସ କରିଥିବାର ନଜର ଆସିଛନ୍ତି।ଏହି ଟେଷ୍ଟ ପେପର ର ପ୍ରମୋସନ ପାଇଁ ହୋଇଥିବା ଏକ ଗୀତରେ ସେମାନେ ଦୁଇଜଣ ଯାକ ଅଭିନୟ କରିଛନ୍ତି ନୃତ୍ୟ ଜରିଆରେ। ଆଉ ସେହି ନୃତ୍ୟ ସୁଟିଂ ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ଯେଉଁଥିରେ ଅଭିନେତା ଅଶ୍ଵନି ନିର୍ଦ୍ଦେଶନା ଦେଉଥିବା ଦେଖିବାକୁ ମିଳିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।