EXCLUSIVE : ପ୍ରଥମ ଥର ହିରୋଇନ Rani Panda କଲେ ଜବରଦସ୍ତ ରୋମାଣ୍ଟିକ ମ୍ୟୁଜିକ ଭିଡ଼ିଓ, ସୁଟିଂ ଟାଇମ ର ଭିଡ଼ିଓ ହେଲା ଭାଇରାଲ…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଟଫର୍ମ ଯେଉଁଠି ସବୁ ଘଟଣା ସଂଗେ ସଂଗେ ଲୋକଙ୍କ ପାଖରେ ପହଞ୍ଚି ପାରିଥାଏ। ଆଉ ଏହାରି ମାଧ୍ୟମରେ ରାନୀ ପଣ୍ଡା ମଧ୍ୟ ଅନେକ ସମୟରେ ଚର୍ଚ୍ଚାକୁ ଆସି ଥାନ୍ତି। ଏବେ ପୁଣି ରାନୀ ପଣ୍ଡା ଆଉ ଥରେ ହିରୋଇନ ଭାବରେ ଚର୍ଚ୍ଚା କୁ ଆସିଛନ୍ତି ତେବେ ଆସନ୍ତୁ ଦେଖିବା। ଏହିଠାରେ ଏକ ଘଟଣା ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହେବାରେ ଲାଗିଛି ଯାହା ଏବେ ବହୁତ ଚର୍ଚ୍ଚା ରେ ରହିଛି ମ ଆଉ ଆପଣ ମାନେ ଜାଣିଥିବେ ଯେ ଓଲିଉଡ ର ବହୁ ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା। ତାଙ୍କର ଡ୍ୟାନ୍ସ ଓ ଅଭିନୟ ରେ ଲୋକ ଲୋଚନ କୁ ସହଜରେ ଆସି ପାରିଛନ୍ତି।

ସେ ସର୍ବଦା ଅନେକ ସମୟ ରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା କୁ ଆସି ଥାନ୍ତି। ରାନୀ ପଣ୍ଡା ତାଙ୍କର ଯେଉଁଭଳି ସବୁ ଡ୍ୟାନ୍ସ ରେ ଝଲକ ଦେଖାଇ ଥାନ୍ତି ସେଥିରେ ଅନେକ ଲୋକ ମଧ୍ୟ ଆତ୍ମ ବିଭୋର ହୋଇ ଯାଇଥାନ୍ତି। ଆଉ ତାଙ୍କର ସେହିଭଳି ସବୁ ନାଚ ଅଧିକ ଦର୍ଶକ ମାନେ ପ୍ରଶଂସା ମଧ୍ୟ କରି ଥାଆନ୍ତି। ତାଙ୍କର ଏମିତି ପ୍ରତିଭା ରହିଛି ଯେ ସେ ଅନେକ ଘଟଣା କୁ ନେଇ କିଛି ନିଜର ମନ୍ତବ୍ୟ ଭାବରେ ଦେଇ ଥାଆନ୍ତି ଯାହା ପାଇଁ ସେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଆଖି ନଜରକୁ ଆସି ଥାଆନ୍ତି ଯାହାର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ଆଉ ତାଙ୍କର ସେହିଭଳି କିଛି କାର୍ଯ୍ୟ କୁ ଅଧିକାଂଶ ଫ୍ୟାନ୍ସ ମାନେ ପ୍ରଶଂସା ମଧ୍ୟ କରି ଥାଆନ୍ତି ଯାହାକୁ ଆପଣ ମଧ୍ୟ ଜାଣିଥିବେ। ସେହି ରାନୀ ପଣ୍ଡା ଅନେକଙ୍କର ଘଟଣା ରେ ବିବାଦ କୁ ଆସି ଥାଆନ୍ତି ଏବଂ ନିଜର କିଛି ମତ ଦେଇ ପ୍ରଶଂସକ ଙ୍କର ହୃଦୟ କୁ ଜିତି ପାରି ଥାନ୍ତି ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଅନେକ ସମୟରେ ନଜରକୁ ଆସିଥାଏ। ସେ ଫ୍ୟାନ୍ସ ମାନଙ୍କର ମଧ୍ୟ କିଛି ନିଜର ସ୍ଥାନ ସୃଷ୍ଟି କରି ପାରିଛନ୍ତି ସେହି ନାଚ ମାଧ୍ୟମରେ ଯାହା ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରଲ ହୋଇଥାଏ।

ଏବେ ଏହି ଘଟଣା ରେ ଏମିତି କିଛି ଭିଡ଼ିଓ ଏକ ନଜରକୁ ଆସିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ତାଙ୍କର ଏବେ ଏକ ନୂଆ ଗୀତ ଶୁଟିଂ ହଉଛି ଯେଉଁଠି ସେ ନିଜେ ଅଭିନେତ୍ରୀ ଭାବରେ ଅଭିନୟ ମଧ୍ୟ କରିଛନ୍ତି ଯାହା ଏବେ ଭାଇରଲ ହେବାରେ ଲାଗିଛି। ଆଉ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେଉଁଥିରେ ସେ ନିର୍ଦେଶକ ଙ୍କ ଅନୁସାରେ ଡ୍ୟାନ୍ସ କରୁଛନ୍ତି ଏବଂ ସେ ଜଣେ ଅଭିନେତା ଙ୍କ ସହିତ ରୋମାଣ୍ଟିକ ଭାବରେ ଅଭିନୟ କରିବା ସହିତ ଏକ ଗୀତ ରେ ନାଚୁଛନ୍ତି ମଧ୍ୟ। ଆଉ ତାଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment