ପ୍ରଥମ ଥର ହ୍ୟୁମାନ ସାଗର ( Humane Sagar ) ଗାଇଲେ ଜଗନ୍ନାଥ ଭଜନ… ମାତ୍ର 4 ଘଣ୍ଟାରେ 26 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଓଡିଶା ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହ୍ୱିଉମାନ ସାଗର ବହୁତ ଗୁଡ଼ାଏ ହିଟ ଗୀତ ଗାଇ ଏବେ ଘରେ ଘରେ ବେଶ ଜଣା ଶୁଣା ହେଲେ ସେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଭଜନ ଗୀତ ଗାଇନଥିବାରୁ ଲୋକଙ୍କ ଦାବି ଥିଲା କି ସେ ତାଙ୍କ ମୁହଁ ରୁ ଗୋଟାଏ ଭଜନ ଗୀତ ଶୁଣିବେ | ଆସନ୍ତୁ ଜାଣିବା କଣ ଥିଲା ପୁରା ଘଟଣା |

ଓଡିଶା ର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଓ ମିଉଜିକ କମ୍ପୋଜର କୁ ଭଜନ ଗୀତ ପାଇଁ ମାରିଦବାକୁ ଧମକ କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲେଗିଲେ କଥା ଟି ସତ ଯାହା ଓଡିଶା ର ସୁନାମ ଧନ୍ୟ ମିଉଜିକ କମ୍ପଜର ଥାନାରେ ଯାଇ ଏତେଲା ଲେଖା କୋରାଇଛନ୍ତି ବୋଲି ଜଣା ପଡିଛି ହେଲେ କିଏ ସିଏ ଲୋକ ଯିଏ ଏମିତି ସାହସ କରିଛି ତାହାର କୌଣସି ଖବର ମିଳିନାହିଁ|

ଯେହେତୁ ଆମେ ଜଗନ୍ନାଥ ଧାମ ରେ ଆମର ଘର ସେଥିପାଇଁ ପାଇଁ ଆମେ ସବୁବେଳେ ଜଗନ୍ନାଥ ଙ୍କ ଜଣାଣ ଗାଇଥାଉ ଓ ଶୁଣୁ ଥାଉ ମଧ୍ୟ, ଏମିତି ରେ ବି ହ୍ୱିଉମାନ ସାଗର ଆଜି ଯାଏ ଭଜନ ଗୀତ ଗାଇନଥିଲେ, ଯେହେତୁ ଆଗକୁ ରଥ ଆସୁଛି ସେଥିପାଇଁ ଲୋକଙ୍କ ଇଚ୍ଛା ତାଙ୍କ ମୁହଁ ରୁ ଭଜନ ଟିଏ ଶୁଣିବେ, ଏଥିରେ ତାଙ୍କର ବା କଣ ଭୁଲ ଥିଲା କିଏ କାହିଁକି ଏଥିରେ ମନା କରିବ ଜଗନ୍ନାଥ ଙ୍କ ଭଜନ ଗାଇବା ଭାଗ୍ୟ ରେ ଥିଲେ ମିଳେ ଏମିତି କହି ଯେତେବେଳେ ସେ ଗୀତ ପାଇଁ ସେ ପ୍ରସ୍ତୁତି ହୋଉଥିଲେ ସେତେବେଳେ ହଟାତ ଏମିତି ଶୁଣିବାକୁ ମିଳିଲା ଯାହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ କହିବାକୁ ଗଲେ ଜାତି ବର୍ଣ୍ଣ ନିର୍ବିଶେଷରେ ଆମେ ଜଣେ ଭାରତୀୟ ତୋ ସମସ୍ତ ଙ୍କର ଅଧିକାର ଅଛି କିଛି କରିବାର |

ଭଜନ ଗାଇବା ପାପ ନୁହଁ କି ଶୁଣିବା ପାପ ନୁହଁ ହେଲେ କଣ ପାଇଁ ଏମିତି ଧମକ ଦିଅ ଯାଇଛି ତାହାର କାରଣ ତ ଜଣା ପୋଡ଼ିନାହିଁ, ଏତେ ବାଧାବିଘ୍ନ ପରେ ବି ହ୍ୱିଉମାନ ସାଗର ଙ୍କ ମୁହଁରୁ ଏକ ସୁନ୍ଦର ଭଜନ ଶୁଣିବାରେ ଓଡିଶା ବାସୀଙ୍କ ମନରେ ଯେଉଁ ଆଶା ଥିଲା ତାହା ପୂରଣ ହେଈଛି, ଭଜନ ଟି ଗାଇବାର କିଛି ସମୟ ପରେ ଓଡିଶା ବାସୀ ଙ୍କ ଠାରେ ପହଁଚିଥିଲା ଯାହା ଏବେ ବହୁତ ସୁନ୍ଦର ହେଇଚି ବୋଲି କୁହା ଯାଇଛି, ଗୀତ ଟି ଥିଲା ଜଗନ୍ନାଥ ଙ୍କ ଶରଣ ପଶିଲି ବହୁତ ସୁନ୍ଦର ଗୀତ ଟିଏ ଯାହା ରଥ ରେ ବହୁତ ହିଟ କରିବ ବୋଲି ଆଶା କରାଯାଉଛି… ଓ ଆଗକୁ ମଧ୍ୟ ସେ ଏମିତି ଗୀତ ଗାଇବେ ବୋଲି କୁହା ଯାଇଛି |

ତାହାଲେ କଣ ଭଜନ ପାଇଁ ଗୀତି କାର ଙ୍କୁ ମାରିଦବାକୁ ଧମକ ଦିଆଯାଇଥିଲା ନା ଘଟଣା ଆଉ କଣ ଥିଲା, ତାହା ଜଣା ପୋଡ଼ିନାହିଁ ବୋଲି କୁହା ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment