omg ! ପ୍ରଥମ ଥର ପାଇଁ ମାଟି ହାଣ୍ଡିରେ ଯୁବକ ବନିଲେ ଏମିତି ” mutton curry ” ଦେଖିଲେ ଆଶ୍ଚର୍ଯ୍ୟ ହେବେ…

ଆଜିର ଦିନରେ ସୋସିଆଲ ମିଡ଼ିଆର ଚାହିଦା ଖୁବ୍ ଅଧିକ।ସୋସିଆଲ ମିଡିଆ ଯୁଗରେ ଏବେ କୌଣସି ଖବର ଲୋକଙ୍କ ଦୃଷ୍ଟିରୁ ଅଛପା ରହୁନାହିଁ। ଗୋଟିଏ ଛୋଟ ଖବର ହେଲେ ବି ନିମିଷକରେ ତାହା ଚାରିଆଡ଼େ ପ୍ରଘଟ ହୋଇ ଯାଉଛି। ଖାଲି ସେତିକି ନୁହେଁ ସାମାଜିକ ଗଣ ମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକ ଲୋଚନ କୁ ଆସି ପାରୁଛି ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣି ପାରୁଛି ଆଜିର ସୋସିଆଲ ମିଡିଆ।

ଆଜିର ଦିନରେ ଲୋକଙ୍କ ଅଧିକାଂଶ ସମୟ ଏହି ସୋସିଆଲ ମିଡିଆରେ ବିତି ଯାଉଛି।ଲାପ୍‌ଟପ୍‌, ଟ୍ୟାବ୍‌, ମୋବାଇଲରେ ନୂଆ ନୂଆ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ଅନେକେ। ବିଶେଷକରି ପାଠ ପଢୁଆ ପିଲାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ପ୍ରବଣତା ଅଧିକ ଦେଖିବାକୁ ମିଳୁଛି।

ତେବେ ଯୁବପିଢି ଖାଲି ସୋସିଆଲ ମିଡିଆରେ ସମୟ ବିତାଉଛନ୍ତି ତା ନୁହେଁ। ବରଂ ସେମାନେ ସୋସିଆଲ ମିଡିଆକୁ ରୋଜଗାରର ପନ୍ଥା ଭାବେ ଚୟନ କରିବାକୁ ପସନ୍ଦ କରୁଛନ୍ତି। ନିଜ ଭିତରେ ଥିବା ପ୍ରତିଭାକୁ ଗୀତ ନାଚ କମେଡି ମାଧ୍ୟମରେ ପ୍ରେଜେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହା ସହ ସମାଜ ରେ ପରିଚିତ ମଧ୍ୟ ହୋଇ ପାରୁଛନ୍ତି

ତେବେ ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଖବର ସଂସ୍ପର୍ଶରେ ଆସୁଥିବେ।ଲୋକେ ବିଭିନ୍ନ କଣ୍ଟେଣ୍ଟ ର ଭିଡିଓ ଅପଲୋଡ଼ କରୁଥିବାର ଦେଖିବାକୁ ମିଳୁଛି। ଆଉ ଏ ସବୁ କୁ ପସନ୍ଦ ମଧ୍ୟ କରୁ ଥିବେ।ଆଉ ସମୟ କ୍ରମେ ସେସବୁ ଭାଇରାଲ ମଧ୍ୟ ହେଉଛି। ତେବେ ନିକଟ ରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭଇରାଲ ହେବାରେ ଲାଗିଛି। ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି।

ତେବେ ଆପଣ ମାନେ ସମସ୍ତେ ନିଶ୍ଚିତ ରୂପେ କେବେ ନା କେବେ ମଟନ୍ ଖାଇଥିବେ। ତେବେ ପାଟଣା ର ଜଣେ ବ୍ୟକ୍ତି ଦଦନ ହାଣ୍ଡି ମଟନ ତିଆରି କରୁଛନ୍ତି। ତେବେ ସେ ଏଭଳି ନିଆରା ଢାଞ୍ଚା ରେ ଏହି ହାଣ୍ଡି ମଟନ୍ କୁ ତିଆରି କରୁଛନ୍ତି ଏହି ଡିସ୍ କୁ ଦେଖି ଜଣେ ବ୍ଲଗର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏହାର ଭିଡିଓ ସେଆର କରିଛନ୍ତି। ବ୍ୟକ୍ତି ଜଣଙ୍କ ମଟନ ତିଆରି ସମସ୍ତଙ୍କୁ ଆକର୍ଷିତ କରିଛି। ଏହାର ପ୍ରାଇସ ରହିଛି ମାତ୍ର ୨୦୦ ଟଙ୍କା।୨୦୦ ଟଙ୍କା ରେ ଆପଣ ମଟନ ସହିତ ଅନଲିମିଟେଡ ଚାବଲ୍ ରୁଟି ନେଇ ପାରିବେ।ଏହି ଭିଡିଓଟି ଏବେ ଇଣ୍ଟରନେଟ୍‌ରେ ଛାଇ ଯାଇଛି।ବର୍ତ୍ତମାନ ସୁଦ୍ଧା ଏହି ଭିଡିଓ କୁ ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment