Odisha News Portal

ପ୍ରତିଦିନ ଖାଆନ୍ତୁ କେବଳ ଗୋଟେ ଅଳେଚ 80 ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ପାଖକୁ କୌଣସି ରୋଗ ପାଖ ମାଡିବ ନାହିଁ ?

ଆଜି ଆମେ ଗୁଜୁରାତିର କିଛି ଲାଭକାରୀ ଗୁଣ ବିଷୟରେ କହିବା । ତେବେ ଚାଲନ୍ତୁ ଜାଣିବା । ପ୍ରତ୍ୟେକଙ୍କ ରୋଷେଇ ଘରେ ଥିବା ଗୁଜୁରାତି ଛୋଟ ହେଲେ ମଧ୍ୟ ଏହା ବହୁତ ହିଁ କାମକାରୀ ଅଟେ । ଏହା ମାଉଥ୍ ଫ୍ରେସନର୍ ସହିତ ମସଲାର କାମ କରିଥାଏ । ଚା ଠାରୁ କ୍ଷୀରି ପର୍ଯ୍ୟନ୍ତ ସବୁ ଜିନିଷରେ ଏହା ସ୍ବାଦ ବଢାଇଥାଏ । ଏହା ଖାଦ୍ୟର ସ୍ବାଦ ବଢେଇବା ସହିତ ଭଲ ବାସ୍ନା ଦେଇଥାଏ । ତଣ୍ଟିର ସମସ୍ୟା ଦୂର କରିଥାଏ ।

ଗ୍ୟାସ ଜନିତ ସମସ୍ୟା , ଟିବି, ଷ୍ଟୋନ ରୋଗ, ପରିସ୍ରାରେ ଜଳାପୋଡା ସବୁକୁ ଦୂର କରିଥାଏ । ତାସହିତ ବାନ୍ତି , ରକ୍ତ ହିନତା ରୋଗ , ହାର୍ଟ ଜନିତ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏବେ ଚାଲନ୍ତୁ ଜାଣିବା ଗୁଜୁରାତି କିପରି ଖାଇବା ଉଚିତ ।

1. ହାର୍ଟ ଜନିତ ରୋଗରୁ ରକ୍ଷା କରିଥାଏ –


ଗୁଜୁରାତି ହାର୍ଟ ଜନିତ ରୋଗକୁ କମ କରିଥାଏ । ସାଧାରଣତଃ କେବେ କେବେ ଲୋକଙ୍କ ହାର୍ଟ ସ୍ପନ୍ଦନ କମ ହୋଇ ଯାଇଥାଏ । ଯାହା ଫଳରେ ହାର୍ଟ ଫେଲ୍ ହେବାର ସମ୍ଭାବନା ବଢି ଯାଇଥାଏ । ଗୁଜୁରାତିରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ପରି ପୋଷକ ଶରୀରର ରକ୍ତର ପ୍ରଭାବକୁ ଠିକ କରିଥାଏ । ଯାହାଫଳରେ ହାର୍ଟ ସ୍ପନ୍ଦନ ଭଲ ଭାବରେ କାମ କରିଥାଏ ଏବଂ ହାର୍ଟ ଫେଲ୍ ହେବାର ସମ୍ଭାବନା କମି ୟାଇଥାଏ ।

2. ପୁରୁଷଙ୍କର କମଜୁରିକୁ ଦୂର କରିବାରେ ହେଲ୍ପ କରିଥାଏ –

ଯଦି କୌଣସି ପୁରୁଷ ନିଜର ଶାରିରୀକ ଦୂର୍ବଳତାକୁ ନେଇ ଚିନ୍ତାରେ ରହୁଛନ୍ତି , ତେବେ ସେମାନେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ନିଶ୍ଚୟ ଖାଇବା ଉଚିତ । ଗୁଜୁରାତି ଖାଇବା ଦ୍ବାରା ପୁରୁଷଙ୍କର ନଂପୁସକତା ଧୀରେ ଧୀରେ ଦୂର ହୋଇଥାଏ । ଗୋଟିଏ କଥା ଧ୍ୟାନ ରଖିବେ ଗୁଜୁରାତିକୁ ଗରମ ପାଣି କିମ୍ବା କ୍ଷୀର ସହିତ ହିଁ ପିଇବେ ।

3. ପାଟିର ଦୁର୍ଗନ୍ଧକୁ ଦୂର କରିବା –

ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ଆସୁଛି , ସେତେବେଳେ ଆପଣଙ୍କ ପାଇଁ ଗୁଜୁରାତି ଗୋଟିଏ ଭଲ ଔଷଧ ଅଟେ । ଆପଣଙ୍କୁ କେବଳ ଗୋଟିଏ ଗୁଜୁରାତି ନିଜ ପାଟିରେ ରଖିବାର ଅଛି । ଏହାକୁ ପ୍ରାକୃତିକ ମାଉଥ୍ ଫ୍ରେସନର କୁହାଯାଇଥାଏ ।

4. ବ୍ଲଡପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ –

ଗୁଜୁରାତିରେ ଥିବା ପୋଟାସିୟମ , ଫାଇବର ବ୍ଲଡପ୍ରେସରକୁ କଣ୍ଟ୍ରୋଲ କରିଥାଏ . । ଏହାକୁ ଖାଇବା ଦ୍ବାରା ଶରୀରରେ ବ୍ଲଡ ସାରକୁଲେସନ ଭଲ ଭାବରେ ହୋଇଥାଏ ।

5. ପେଟ ଖରାପ ହେଲେ ଗୁଜୁରାତି ଖାଇବା ନିହାତି ଦରକାର । ଅନିୟମିତତା ଖାଦ୍ୟ ଗ୍ରହଣ ଯୋଗୁଁ ପେଟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଯଦି ଆପଣ ପ୍ରତି ଦିନ ଗୋଟିଏ ଗୁଜୁରାତି ଖାଇବେ ତେବେ ଏହା ପାଚନତନ୍ତ୍ରକୁ ଏହା ସାହାଯ୍ୟ କରିଥାଏ । ଯାହଫଳରେ ପେଟ ଜନିତ କୌଣସି ସମସ୍ୟା ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।