ଆଜି ଆମେ ଆପଣ ମାନଙ୍କୁ ଏକ ଅଲଗା ପ୍ରକାର ଶକ୍ତିଶାଳୀ ବଶିକରଣ ମନ୍ତ୍ର ବିଷୟରେ କହିବୁ । ଯାହା ଦ୍ୱାରା କି ଆପଣ ମାନେ କାହାକୁ ମଧ୍ୟ ନିଜର ବଶରେ କରିପାରିବେ । ସେ ଝିଅ ହେଉ କିମ୍ବା ପୁଇ କିମ୍ବା ଯେ କୌଣସି ମନୁଷ୍ୟ ହେଉ ୟାତାହାକୁ ଅତି ସହଜରେ ଆପଣ ବଶିକରଣ କରିପାରିବେ । ମାତ୍ର ମନେ ରଖିବେ କି ଏହି ଉପାୟଟିକୁ ଆପଣ ମାନେ ସଠିକ ଜାଗାରେ ଉପଯୋଗ କରିବେ । କୌଣସି ଖରାପ କାର୍ଯ୍ୟ ପାଇଁ ଉପଯୋଗ କରିବେ ନାହିଁ ଯଦି ଆପଣ କାହାକୁ ନିଜର ବଶରେ କରିବା ପାଇଁ ଚାହୁଁଛନ୍ତି ତେବେ ଆଜି ହିଁ କରନ୍ତୁ ଅତି ସହଜ ଏବଂ ସରଳ ଉପାୟ । ମନେ ରଖିବେ କି ଆପଣ ମାନେ ଏହି ମନ୍ତ୍ରଟିକୁ କେବଳ ଗୁରୁବାର ଦିନରେ ହିଁ କରିବା ଦରକାର ।
ତେବେ କଣ ରହିଛି ସେହି ଉପାୟଟି ଆସନ୍ତୁ ଜାଣିବା ସେ ବିଷୟରେ । ମାତ୍ର ଆପଣ ମାନେ ଏହି ଉପାୟଟିକୁ ମନ , ଧ୍ୟାନ ଦେଇ ନିଶ୍ଚିତ ରୂପରେ କରିବା ଦରକାର ଏବଂ ଏହାକୁ କରିବା ସମୟରେ ଆପଣ ମାନେ ନିଜର ମନକୁ ସ୍ଥିର ରଖିବା ନିତାନ୍ତ ଆବଶ୍ୟକ ଅଟେ ।
ସର୍ବ ପ୍ରଥମେ ଆପଣ ମାନେ ଏକ କାଗଜ ଆଣନ୍ତୁ ଏବଂ ଗୋଟିଏ ନାଲି କଲମ ଆଣନ୍ତୁ । ସାଧା ଧଳା କାଗଜ ଆଣିବେ ଏବେ ନାଲି ଚାଲୁଥିବା କଲମଟିଏ ଆଣିବେ । ତାହା ପରେ ଆପଣ ମାନେ ସେହି କାଗଜ ଉପରେ ସେହି ତିନିଟି ଶବ୍ଦକୁ ଲେଖି ଦିଅନ୍ତୁ । ସେହି ଶବ୍ଦ ହେଉଛି ବଶଂ ଭବଂ ବଶଃ ।
ଏହି ତିନୋଟି ଶବ୍ଦକୁ ବଡ ବଡ କରି ସୁନ୍ଦର ଭାବରେ ଲେଖିବାକୁ ଚେଷ୍ଟା କରିବେ ଯାହା ଫଳରେ ଆପଣ ମାନେ ପଡିପାରିବେ । ତାପରେ ଏହା ଲେଖି ସାରିବା ପରେ ଏହି ଶବ୍ଦକୁ ତିନିଥର କହିଦିଅନ୍ତୁ ଏବଂ ସେହି ଝିଅ ବା ବ୍ୟକ୍ତିର ନାମକୁ ପାଞ୍ଚଥର କହିଦିଅନ୍ତୁ । ଏହି ତିନୋଟି ଶବ୍ଦକୁ ତିନି ଥର କହିସାରିବା ପରେ ସେହି ମନୁଷ୍ୟ କିମ୍ବା ଝିଅ କିମ୍ବା ସ୍ତ୍ରୀ ଲୋକର ନାମକୁ ପାଞ୍ଚଥର କହିଦିଅନ୍ତୁ ଯାହାକୁ ଆପଣ ବଶରେ କହିବା ପାଇଁ ଚାହୁଁଛନ୍ତି । ଆପଣ ଏହି ମନ୍ତ୍ରକୁ ଏହି ଭଲି ଭାବରେ ଗୁରୁବାର କରିବା ଦ୍ୱାରା ସେ ନିଶ୍ଚିତ ଭାବରେ ଆପଣଙ୍କର ବଶରେ ହୋଇଯିବ ।
ତାପର ଦିନ ସକାଳୁ ଆପଣ ଏହାର ସଂଙ୍କେତ ମଧ୍ୟ ପାଇପାରିବେ । ମାତ୍ର ମନେ ରଖିବେ କି ଏହା ବେଳେ ବେଳେ କାମ କରିନଥାଏ । କାହିଁକିନା 100 ଲୋକରେ ଅତି କମରେ 3 ରୁ 4 ଜଣ ଫେଲ ମାରିଥାନ୍ତି । ତେବେ ଆପଣ ମାନେ କେବେବି ମନ କଷ୍ଟ କରିବେ ନାହିଁ । ଯଦି ଏଥରକ ଆପଣଙ୍କର ମନ୍ତ୍ର ସଠିକ କାମ ନକରେ କିମ୍ବା କିଛି ସଂଙ୍କେତ ନମିଳେ କିମ୍ବା ସଠିକ ଭାବରେ କରିପାରିଲେ ନାହିଁ ତେବେ ଆସନ୍ତା ଗୁରୁବାର ଦିନ ନିଶ୍ଚିତ ଭାବରେ ପୁଣି ଥରେ ଚେଷ୍ଟା କରନ୍ତୁ । ଏହା ନିଶ୍ଚିତ ଭାବରେ ସଫଳ ହେବ । ଯାହା ଫଳରେ କି ଆପଣ ମାନେ ମଧ୍ୟ ସଫଳ ଜୀବନ ଯାପନ କରିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।