Odisha News Portal

ପ୍ରଥମ ଥର ସ୍ୱାମୀଙ୍କ ସହ ବିବାହ ପରେ ସମୁଦ୍ର କୂଳରେ ମଜାମସ୍ତି କଲେ ଅଭିନେତ୍ରୀ ଝିଲିକ୍ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ରୋମାଣ୍ଚିକ ଭିଡିଓ…….

ପ୍ରଥମ ଥର ସ୍ୱାମୀଙ୍କ ସହ ବିବାହ ପରେ ବୁଲିବାକୁ ଗଲେ ଝିଲିକ ଭଟ୍ଟାଚାର୍ଯ୍ୟ । ବଙ୍ଗୀୟ ଅଭିନେତ୍ରୀ ଝିଲିକଙ୍କୁ ତ ଆପଣ ମାନେ ଜାଣିଥିବେ ଯିଏ କି ଓଡିଆ ବିଧାୟକ ଜ୍ଞାନେଙ୍କୁ ବିବାହ କରିଥିଲେ । ଜ୍ଞାନୀ ହେଉଛନ୍ତି ସୁକିନ୍ଦାର ବିଧାୟକ ଏବଂ ସେ ଝିଲିକଙ୍କୁ ପ୍ରେମ ବିବାହ କରିଥିଲେ । 2020 ରେ ଦୁଇଜଣଙ୍କର ବିବାହ ହୋଇଥିଲା ଏବଂ ଦୁଇ ଜଣ ବହୁତ ଖୁସି ଦାମ୍ପତ୍ୟ ଜୀବନ ମଧ୍ୟ ବିତାଉଛନ୍ତି । ପ୍ରଥମ ଥର ପାଇଁ ସ୍ୱାମୀଙ୍କ ସହିତ ବାହାରକୁ ବୁଲିବା ପାଇଁ ଯାଇଛନ୍ତି ଝିଲିକ । ତାହା ପୁଣି କୋଣାର୍କର ସିବିଚ କୂଳକୁ ।

କୋଣାର୍କର ସମୁଦ୍ର କୂଳରେ ବୁଲି , କୋଣାର୍କର ଫେଷ୍ଟିଭାଲ ପଡିଛି ଏବଂ ସେମାନେ ସେଠି ବୁଲି ବହୁତ ମଜାମସ୍ତି କରିବା ସହିତ ଅନେକ ଫଟୋ ମଧ୍ୟ ଉଠାଇଛନ୍ତି ଏହି ବଙ୍ଗୀୟ ଅଭିନେତ୍ରୀ । ଏବେ ଓଡିଆ ବୋହୂ ଭାବରେ ନିଜର ବୋହୂ କାର୍ଯ୍ୟ ବେଶ ବହୁତ ଭାବରେ ତୁଲାଉଛନ୍ତି ।

ଜ୍ଞାନେକୁ ବିବାହ କରିସାରିବା ପରେ ଏବେ ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ । ସେ ପୂରା ଓଡିଆ ଠାଣି ଏବଂ ଓଡିଆ ବୋହୂ ହୋଇସାରିଲେଣି ଏବଂ ଓଡିଆ କାରିଗରି ସହିତ ଓଡିଆ ପିଠାପଣା ସହିତ ଓଡିଆ ଓଷାବାର ମଧ୍ୟ କରୁଛନ୍ତି ।

ପ୍ରଥମ ଥର ପାଇଁ ସ୍ୱାମୀଙ୍କ ସହ ବୁଲିଯିବାରେ ଫଟୋ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ କି ଯାହା ହେଉ ଫାଇନାଲି ମୁଁ ମୋର ସ୍ୱାମୀଙ୍କ ସହ ବୁଲିବା ପାଇଁ ସମୟ ପାଇଲି ଏବଂ ମୋ ସ୍ୱାମୀ ସମୟ ପାଇଲେ ମୋତେ ବୁଲେଇବା ପାଇଁ ।

 ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୋୟାର କରି କହିଛନ୍ତି । ଝିଲିକ ଉଟ୍ଟାଚାର୍ଯ୍ୟ ଏହି ଫଟୋ ଗୁଡିକରେ ବହୁତ ଖୁସି ଥିବାର ଜଣାପଡିଛି ଏବଂ ସେ ବହୁତ ମଜାମସ୍ତି କରିବା ସହିତ ବୁଲିବାରେ ବହୁତ ଖୁସି ଅଛନ୍ତି ଝିଲିକ ।

ଓଡିଶାରେ ପ୍ରଥମ ଥର ବୁସୁଛନ୍ତି ନିଜ ସ୍ୱାମୀଙ୍କ ସହିତ ସମୁଦ୍ର କୂଳ ଏବଂ କୋଣାର୍କ ବିଚର ନିଜର ଅନୁଭୂବ ଝିଲିକ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି କହିଛନ୍ତି । ଏହା ପରେ ପରେ ତାଙ୍କର ଫ୍ୟାନ ମାନେ ଝିଲିକଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ଏବଂ ବହୁତ ଶୁଭେଚ୍ଚା ମଧ୍ୟ ଜଣାଇଛନ୍ତି । ଏହା ସହିତ ଝିଲିକ ଏମିତି ସବୁଦିନ ଖୁସିରେ ରୁହନ୍ତୁ ଏବଂ ନିଜର ସ୍ୱାମୀଙ୍କ ସହିତ ଏମିତି ବୁଲିବା ପାଇଁ ଯାଆନ୍ତୁ ।

ତେବେ ଝିଲିକ ଏବେ ବିବାହ ପରେ ବହୁତ ସୁନ୍ଦର ଦେଖାଯାଉଛନ୍ତି , ଏହା ସହିତ ସେ ପିଲ୍ମରେ ଆକ୍ଟିଙ୍ଗ ମଧ୍ୟ ବହୁତ ସୁନ୍ଦର ବାବେ ତୁଲାଇଥାନ୍ତି । ଜମେ ବଙ୍ଗୀୟ ଅଭିନେତ୍ରୀ ହୋଇ ମଦ୍ୟ ସେ ଓଡିଆକୁ ବହୁତ କମ ସମୟରେ ଆୟତ୍ତ କରିପାରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।