ଦେଖନ୍ତୁ ଭିଡିଓ ! ପ୍ରଥମ ଥର ଦିପ୍ତି ରେଖା ନିଜ ଶାଶୁଘରେ ପାଳନ କଲେ ମାଣବସା , ଦେଖନ୍ତୁ ଶାଶୁ ଘରେ କେମିତି ଦିନ ଅତିବାହିତ କରୁଛନ୍ତି ……

ଆପଣ ମାନେ ଜାଣିଛନ୍ତି କି ଆପଣଙ୍କର ପ୍ରିୟ ସିଙ୍ଗର ଦିପ୍ତି ଏବେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଯେତେବେଳେ ଓଡିଆ ସଂଙ୍ଗିତ କଥା ଉଠେ ତେବେ ସେହି ସମୟରେ ଜଣେ ଗିତୀକାରର ନାମ ଆମ ମନ ମଧ୍ୟକୁ ଆସିଥାଏ । ତେବେ ଆପଣ ମାନଙ୍କ ମଧ୍ୟରେ ଦୀପ୍ତିରେଖା କାହାର ନା କାହାର ତ ପ୍ରିୟ ସିଙ୍ଗର ହୋଇଥିବେ , କାହିଁକିନା ତାଙ୍କର କଣ୍ଟର ସ୍ୱର ବହୁତ ମଧୁର ଅଟେ । ଯେଉଁଥିପାଇଁ ଆପଣ ମାନେ ତାଙ୍କର ଗୀତକୁ ନିଶ୍ଚିତ ରୂପରେ ଶୁଣୁଥିବେ ଏବଂ ଗାଉଥିବେ ମଧ୍ୟ ।

ଓଲିଉଡର ଫେମସ ସିଙ୍ଗର ବା ମେଲୋଡି କୁଇନ ଦିପ୍ତିରେଖା ଏବେକା ସମୟରେ ବିବାହ ବନ୍ଧନରେ ଆବଦ୍ଧ । ମିଳିଥିବା ସୂଚନା ଅନୁସାରେ ଦିପ୍ତିରେଖା ଖୋର୍ଦ୍ଦାର ବିଜନେସ ମ୍ୟାନ ସୋମ୍ୟରଞ୍ଜନଙ୍କୁ ବିବାହ କରିଛନ୍ତି । ଏହା ସହିତ ତାଙ୍କର ବୈବାହିକ ଜୀବନ ସୁଖମୟ ହେବ ବୋଲି ତାଙ୍କର ସମସ୍ତ ସେଲିବ୍ରେଟି ସହିତ ସ ସମସ୍ତ ସଂଙ୍ଗିତକାର ଏବଂ ସଙ୍ଗିତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏବଂ ମୁଜ୍ୟିକ ସାଇନଟିଷ୍ଟ ମଧ୍ୟ ଆସିଥିଲେ ।

ତେବେ ସରକାରଙ୍କର କୋଭିଡ ନିୟମକୁ ମାନି ଏତି ନିଡାଡମ୍ବର ଭାବରେ ସମସ୍ତେ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି । ତାଙ୍କର ବିବାହ କାର୍ଯ୍ୟରେ ତାଙ୍କର କିଛି ବନ୍ଧୁ ସହିତ ତାଙ୍କର ପରିବାର ବର୍ଗ ଯୋଗ ଦେଇଥିଲେ । ତେବେ ଦିପ୍ତିଙ୍କର ଏମିତି ଅଚାନକ ବିବାହ ଏବେ ଦର୍ଶକ ମାନଙ୍କ ମଦ୍ୟରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

ବିବାହ ପରେ ଦିପ୍ତି ଏବେ ନିଜ ଶାଶୁଘରେ ଅଛନ୍ତି ଏବଂ ଏହା ସହିତ ବିବାହ ପରେ ଏହା ହେଉଛି ଦିପ୍ତିଙ୍କର ପ୍ରଥମ ମାଣବସା । ତେବେ ପ୍ରଥମ ମାଣବସାରେ ସେ ନିଜ ଶାଶୁଘରେ ସସମସ୍ତ ପ୍ରକାର ଓଡିଆ ବୋହୂ ଭଳି ସମସ୍ତ ପ୍ରକାର ରୋଷେଇ କରିଥିଲେ ଏବଂ ଠାକୁରଙ୍କୁ ପୂଜା କରିଥିଲେ । ଏହା ସହିତ ମାତା ଲକ୍ଷ୍ମୀଙ୍କର ପାଇଁ ସେ ତାଙ୍କ ଗରେ ବହୁତ ସାରା ଚିତା ପକାଇଥିଲେ ।

 

ଏହା ସହ ନିଜର ଘରକୁ ଅତି ସୁନ୍ଦର ଭାବେ ସଜେଇଥିଲେ । ଯେଉଁଥିରେ କି ତାଙ୍କର ପ୍ୟାନ ମାନେ ବହୁତ ସାରା ଖୁସି ହୋଇଛନ୍ତି । ତେବେ ଏହି ସମସ୍ତ ଫଟୋ ବା ବିବରଣୀ ସେ ନିଜ ସୋସିଆଲ ମିଡିଆ ଏକାଉଣ୍ଟରେ ନିଜ ଫ୍ୟାନ ମାନଙ୍କ ସହ ସେୟାର କରିଥିଲେ । ତେେ ଆପଣଙ୍କର ପ୍ରିୟ ସିଙ୍ଗର ଏବେ ନିଜ ଶାଶୁଘରେ ଅଛନ୍ତି ଏବଂ ବହୁତ ଶୀଘ୍ର ହିଁ ସେ ଓଲିଉଡ ଜଗତକୁ ଫେରିବେ । ମାତ୍ର ଏବେ ସେ ନିଜ ଶାଶୁଘରେ ନିଜ ପରିବାର ଲୋକମାନଙ୍କୁ ସମୟ ଦେବାକୁ ଚାହିଁଛନ୍ତି । ଏହା ପରେ ସେ ପୁଣି ଫେରିବେ ଏବଂ ନିଜ କଣ୍ଟରୁ ଆପଣ ମାନଙ୍କୁ ବହୁତ ସାରା ସୁନ୍ଦ ସୁନ୍ଦର ଗୀତ ଭୋଟିଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment