Odisha News Portal

ପ୍ରଥମଥର ପାଇଁ ଦେଖନ୍ତୁ ରୂପମ ଙ୍କ ବିଷୟରେ କେହି ଜାଣି ନଥିବା ସ୍ତ୍ରୀ ଓ ପିଲା ବିଷୟରେ କିଛି ଅଜଣା କଥା

ଆଜିର ଦୁନିଆରେ ଲୋକମାନେ ସର୍ବଦା ସମସ୍ତ କାମରେ ବ୍ୟସ୍ତ ରହନ୍ତି କାରଣ ଏବେକାର ସମାଜରେ ସମସ୍ତଙ୍କ ପାଖରେ କାମ ରହିଥାଏ ସେମାନେ କେବେବି ଫାଙ୍କା ହୋଇ ପାରନ୍ତି ନାହିଁ । ତେବେ ଏହି ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଟିକେ ଟାଇମ ପାଇଲେ ସେମାନେ ଟିକେ ମନୋ ରଞ୍ଜନ କରିବା ପାଇଁ ଚାହାନ୍ତି । ତେବେ ଏହି ସମୟରେ ସେମାନେ ଫାଙ୍କା ହେଲେ କୌଣସି ସିରିଏଲକୁ ଦେଖନ୍ତି ଯାହା ସେମାନଙ୍କୁ ବହୁତ ଭଲ ଲାଗେ ଏବଂ ସେଥିରେ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି ।

ତେବେ ସେମାନେ ଯାହାକୁ ଭଲ ପାଆନ୍ତି ସେମାନଙ୍କ ବିଷୟରେ କିଛି କଥା ଜାଣିବା ପାଇଁ ଚାହାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ସିରିଏଲରେ ଜଣେ ଅଭିନେତାଙ୍କ କଥା କହିବୁ ଯାହାକୁ ଆପଣ ମନେ ହୁଅତ ବହୁତ ଭଲ ପାଉଥିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ
ଆପଣ ମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ଦେଖୁଥିବେ । ତେବେ ଯଦି ଆପଣ ମାନେ ସେହି ଧାରାବାହିକ ଦେଖୁଛନ୍ତି ତେବେ ସେଥିରେ ହିରୋର ଲିଡ ଆକ୍ଟର କରିଥିବା ରୂପମଙ୍କୁତ ଜାଣିଥିବେ । ତେବେ ଆଜି ଆମେ ସେହି ରୂପକଙ୍କର ଜୀବନୀ ବିଷୟରେ କିଛି କହିବୁ ତାଙ୍କର ପରିବାର ବିଷୟରେ କିଛି ତଥ୍ୟ ଆପଣ ମାନଙ୍କୁ ପ୍ରଦାନ କରିବୁ ।

ଆମେ ଆପଣ ମାନଙ୍କୁ ଯେଉଁ ରୂପମଙ୍କ ବିଷୟରେ କହୁଛୁ ତାଙ୍କର ପ୍ରକୃତ ନାମ ହେଉଛି ଅଶ୍ୱିନୀ । ଅଶ୍ୱିନୀ ଅନେକ ଓଡ଼ିଆ ସିନେ ଚଳଚ୍ଚିତ୍ର ରେ ମଧ୍ୟ କାମ କରି ସାରିଛନ୍ତି। କେତେବେଳେ ଓଡ଼ିଆ ସିନେ ଚଳଚ୍ଚିତ୍ର ରେ ଅଭିନେତା ହିସାବରେ ତ ଆଉ କେତେବେଳେ ହିରୋଇନ ଭୂମିକାରେ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ମଧ୍ୟ ଝିଅ ଭୂମିକାରେ ଅଭିନୟ କରି ନିଜର ଅଭିନୟ କଳା ର ସୁନ୍ଦରତା ଦର୍ଶାଇ ସାରିଛନ୍ତି । ଏହା ସହିତ ସେ ଅନ୍ୟ ଏକ ଧାରାବାହିକ ‘ମାନିନୀ ‘ ରେ ଅଭିନୟ କରିଥିଲେ । ଏହି ଧାରାବାହିକ ଟି ଜି ସାର୍ଥକ ରେ ପ୍ରସାରିତ ହେଉଥିଲା । ଯେଉଁଥିରେ କି ତାଙ୍କର ଅଭିନୟକୁ ସମସ୍ତେ ବହୁତ ଭଲ ପାଉଥିଲେ ।

ଅଶ୍ୱନିଙ୍କର ପରିବାରରେ ତାଙ୍କର ପତ୍ନୀ ଏବଂ ଜଣେ କୁନି ଝିଅ ରହିଛି । ଯାହାକୁ ସେ ବହୁତ ଭଲ ପାଆନ୍ତି । ଏହା ସହିତ ତାଙ୍କର ପତ୍ନୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କର ଏହି ସୁଖୀ ପରିବାର ପଛରେ ଅନେକ ସଂଘର୍ଷ ର କାହାଣୀ ରହିଛି । ସେ ତାଙ୍କର ଏହି ପରିଚୟ ସୃଷ୍ଟି କରିବା ପାଇଁ ଅନେକ ପରିସ୍ଥିତି ଦେଇ ଗତି କରିଛନ୍ତି , ଯେଉଁଥିପାଇଁ ତାଙ୍କର ନାମ ଆଜି ଧାରୀବାହିକରେ ଯୋଡି ହୋଇ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।