Odisha News Portal

ଦେଖନ୍ତୁ LIVE ଭିଡିଓ , ବିବାହର ଏତେ ଦିନ ପରେ ନିଜ ସ୍ବାମୀ , ଶାଶୁ ଏବଂ ଶଶୂର ଙ୍କ ବିଷୟରେ ଏମିତି କହିଲେ ଅଭିନେତ୍ରୀ ଝିଲିକ୍……ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

0 133

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ତଥା ଲୋକପ୍ରିୟ ଅଭିନେତ୍ରୀ ଝିଲିକି ଭଟ୍ଟାଚାର୍ଯ୍ୟଙ୍କୁ ତ ଆପଣ ମାନେ ବହୁତ ଭଲ ଭବାରେ ଜାଣିଥିବେ । ତେବେ ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣି ଥିବେ ଯେ ଗତ ବର୍ଷ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ସେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ ଙ୍କୁ ବିବାହ କରିଛନ୍ତି । ସେ ବହୁତ ଖୁସି ଅଛନ୍ତି , ଆଉ ନିଜ ସ୍ବାମୀ ଙ୍କ ସହିତ ନୂଆବର୍ଷକୁ ମନ ଭରି ଉପଭୋଗ ମଧ୍ୟ କରିଛନ୍ତି ।

ତେବେ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଏବେ କିଛି ଦିନ ହେବ ଓଡିଆ ଘରର ବୋହୂ ହୋଇ ସାରିଛନ୍ତି । ଆଉ ଓଡିଆ ବୋହୂ ହେବା ପରେ ସେ ନିଜ କାର୍ଯ୍ୟ ସଠିକ୍ ଭାବେ ତୁଲେଉଛନ୍ତି । ତେବେ ସେ ଜଗନ୍ନାଥ ଙ୍କୁ ଓ ପୁରୀ କୁ ବହୁତ ଭଲ ପାଆନ୍ତି ବୋଲି ସବୁବେଳେ କହିଥାନ୍ତି ଆଉ ଏହି ନୂଆବର୍ଷରେ ସେ ପୁରୀ ମଧ୍ୟ ଦର୍ଶନ ପାଇଁ ଯାଇଥିଲେ ।

ତେବେ ଝିଲିକ୍ ବିବାହ କରିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ସଂମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଛନ୍ତି । ଆଉ ବାହାଘର ପରେ ଅଭିନେତ୍ରୀ ଝିଲିକ୍ କୌଣସି ନୂଆ ଓଡିଆ ଫିଲ୍ମ କିମ୍ବା ବଙ୍ଗଳା ଫିଲ୍ମ ରେ ଅଭିନୟ କରି ନାହାଁନ୍ତି । କିନ୍ତୁ ସେ କହିଛନ୍ତି ଯେ ଆଉ କିଛି ଦିନ ପରେ ସେ ପୁଣି ଥରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବେ ଏବଂ ଆପଣ ମାନଙ୍କୁ ନୂଆ ନୂଆ ମନୋରଞ୍ଜନ ଭରା ଚଳଚିତ୍ର ସବୁ ଭେଟି ଦେବେ ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଝିଲ୍ଲୀକ ଏବଂ ଅଭିନେତା ପୁପିନ୍ଦରଙ୍କ ଲାଇଭ୍ ଭିଡିଓ କଲ୍ ଭାଇରାଲ ହେଉଛି । ଆଉ ଯେଉଁଥିରେ ପୁପିନ୍ଦର ଝିଲ୍ଲୀକଙ୍କୁ ତାଙ୍କ ବିବାହିତ ଜୀବନର ଶୁଭେଚ୍ଛା ଜଣାଇଛନ୍ତି । ସେ ଝିଲ୍ଲୀକଙ୍କୁ ବହୁତ ପ୍ରଂଶସା କରିବା ସହିତ ତାଙ୍କ ସ୍ବାମୀ ଏବଂସେ ସବୁବେଳେ ଖୁସିରେ ତଥା ଭଲରେ ରୁହନ୍ତୁ ବୋଲି କହିଛନ୍ତି ।

 ସେ ତାଙ୍କର ଶାଶୁଘର କଥା ମଧ୍ୟ ପଚାରିଥିଲେ ଏବଂ ଝିଲ୍ଲୀକ ତାଙ୍କ ଶାଶୁଘରେ ବହୁତ ଭଲରେ ଅଛନ୍ତି ଏବଂ ଖୁସିରେ ଅଛନ୍ତି ବୋଲି କହିଥିଲେ । ଝିଲ୍ଲୀକ ଓଡିଶାକୁ ବହୁତ ଭଲ ପାଆନ୍ତି ଆଉ ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ବହୁତ ବିଶ୍ବାସ କରିଥାନ୍ତି । ତେଣୁ ତାଙ୍କ କହିବା କଥା ଜଗନ୍ନାଥ ତାଙ୍କୁ ଏହିଠାରେ ସେଥିପାଇଁ ସେଟେଲ୍ କରିଦେଇଛନ୍ତି । ସେଥିପାଇଁ ସେ ବହୁତ ଖୁସି ।

ଏହି କରୋନା ଲକଡାଉନ୍ ସମୟରେ ସେ ବହୁତ ଭଲ ଭବାରେ ତାଙ୍କ ସ୍ବାମୀ ଏବଂ ପରିବାର ସହିତ ସମୟ ବିତାଇଛନ୍ତି । ତେବେ ସେ କହିଛନ୍ତି ତାଙ୍କ ସ୍ବାମୀଙ୍କୁ ମେକଅପ୍ ପସନ୍ଦ ନୁହେଁ ଏବଂ ତାଙ୍କ ସ୍ବାମୀ କହିଥାନ୍ତି କି ସେ ବିନା ମେକଅପ୍ ରେ ହିଁ ଅଧିକ ସୁନ୍ଦର ଲାଗିଥାନ୍ତି ।

ତେବେ ତାଙ୍କ ସ୍ବାମୀ ବହୁତ ବିଜି ପାର୍ସନ । କାହିଁକି ନାଁ ସେ ଯାଯପୁର ଯାଇଥାନ୍ତି ଏବଂ ସେଠାରୁ ପୁଣି ଫେରିଥାନ୍ତି ସେଥିପାଇଂ ସେ ବହୁତ ବିଜି । ତେବେ ତାଙ୍କର ଶାଶୁ ଏବଂ ଶଶୁର ମଧ୍ୟ ବହୁତ ଭଲ ଏବଂ ତାଙ୍କୁ ଝିଅ ଭଳି ଭଲ ପାଇଥାନ୍ତି । ଏହିପରି ଭବାରେ ପୁପିନ୍ଦର ଏବଂ ଝିଲ୍ଲୀକ ବହୁତ ସମୟ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ବାର୍ତ୍ତାଳାପ ହୋଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।