Odisha News Portal

ଦେଖନ୍ତୁ ଭିଡ଼ିଓ – ନିଜ ଝିଅକୁ ନେଇ ପ୍ରଥମଥର ପାଇଁ ସୁଟିଂ ସେଟକୁ ଗଲେ ଚନ୍ଦନ ଓ ମାହି..

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ମାହୀମିଶ୍ର ଏବଂ ଅଭିନେତା ତୁଷାର ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ମାହୀ ଏବଂ ଅଭିନେତା ତୁଷାର ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ସିରିଏଲ୍ ଦୁନିଆକୁ ।

ତେବେ ଆପଣ ମାନେ ଜାଣି ଥିବେ ଗତ ବର୍ଷ ଓଡିଆ ସିରିଏଲ୍ ଦୁନିଆର ଲୋକପ୍ରିୟ ଅଭିନେତା ତୁଷାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ସେ ଓଡିଆ ସିରିଏଲ୍ ଦୁନିଆର ଲୋକ ପ୍ରିୟ ଅଭିନେତ୍ରୀ ମାହୀ ମିଶ୍ର ଙ୍କୁ ବିବାହ କରି ଥିଲେ ।

ପାଖା ପାଖି ଏକ ବର୍ଷ ପରେ ଓଡିଆ ସିରିଏଲ୍ ଦୁନିଆର ଲୋକ ପ୍ରିୟ ଅଭିନେତା ତୁଷାର ଏବଂ ମାହୀ ଉଭୟ ମାଁ ଏବଂ ବାପା ହୋଇଛନ୍ତି । ତେବେ ନିକଟ ରେ ତାଙ୍କର ଗୋଟି୍ଏ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଛି ।

ତେବେ ତୁଷାର ଏବଂ ମାହୀ ବିବାହ କରିବା ପରେ ଓଡିଆ ସିରିଏଲ୍ ଦୁନିଆ ରୁ ଦୂରେଇ ଯାଇ ଥିଲେ । ସେ କୌଣସି ନୂଆ ଓଡିଆ ସିରିଏଲ୍ କିମ୍ବା ଫିଲ୍ମ ରେ ଅଭିନୟ କରି ନାହାଁନ୍ତି । ଯାହା ଫଳରେ ତୁଷାର ଏବଂ ମାହୀ ଙ୍କ ଫ୍ୟାନ୍ ମାନେ ତାଙ୍କର ନୂଆ ଓଡିଆ ସିରିଏଲ୍ କୁ ଅପେକ୍ଷା କରି ରହି ଥିଲେ ।

ତେବେ ଏବେ ତାଙ୍କର ଫ୍ୟାନ୍ ମାନଙ୍କ ପାଇଁ ଆସିଛି ଏକ ବହୁତ ବଡ ଖୁସି ଖବର । ତୁଷାର ଏବଂ ମାହୀ ଗୋଟି୍ଏ ନୂଆ ଓଡିଆ ମେଗା ଧାରାବାହିକ ସିରିଏଲ୍ ରେ ନଜର ରେ ଆସି ବାକୁ ଯାଉଛନ୍ତି । ଯାହାର ସୁଟିଂ ଏବେ ଆରମ୍ଭ ମଧ୍ୟ କରା ଯାଇଛି ।

ନିକଟ ରେ ତୁଷାର ଏବଂ ମାହୀ ତାଙ୍କର ଏକ ମାସ ର ଶିଶୁ କନ୍ୟା କୁ ଧରି ସୁଟିଂ ସେଟ କୁ ଆସି ଥିଲେ । ଆଉ ସେହି ଟାରେ ହିଁ କିଛି ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବା ରେ ଲାଗିଛି ।

 ତେବେ ଆପଣ ମାନେ ଓଡିଆ ସିରିଏଲ୍ ଦୁନିଆ ର ଲୋକପ୍ରିୟ ସଫଳ ଅଭିନେତା ତୁଷାର ଏବଂ ଲୋକପ୍ରିୟ ପପୁଲାର୍ ଅଭିନେତ୍ରୀ ମାହୀ ଙ୍କ ନୂଆ ମେଗା ସିରିଏଲ୍ ଦେଖିବା ପାଇଁ ଆଦୌ ଭୂଲନ୍ତୁ ନାହିଁ ଏବଂ ବର୍ତ୍ତମାନ ସେମାନଙ୍କ ନୂଆ ଧାରାବାହିକ ଦେଖିବା ପାଇଁ ସମସ୍ତେ ଚାତକ ପରି ଅନେଇ ରହିଛନ୍ତି ମଧ୍ୟ ।

ବିଶେଷ ଭାବରେ ଅଭିନେତା ତୁଷାରଙ୍କ ବହୁତ ଫ୍ୟାନ୍ ପୋଲର୍ସ ମାନେ ରହିଛନ୍ତି ଏବଂ କେହି କେହି ତାଙ୍କୁ ବହୁତ ଅନୁସରଣ ମଧ୍ୟ କରିଥାନ୍ତି । ମାହୀଙ୍କର ଜୀବନଶୈଳୀ ମଧ୍ୟ ଖୁବ୍ ଅଲଗା , ତାଙ୍କର ଅଭିନୟରେ ଯାଦୁରେ ସମସ୍ତଙ୍କ ମନ ବହୁତ ଶିଘ୍ର ଜିଣିନେଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।