Odisha News Portal

ପ୍ରଥମ ଥର ଶାରିରୀକ ସମ୍ବଦ୍ଧ ବନେଇଲେ ଝିଅ ମାନଙ୍କର ଶରୀର ରେ ଆସିଥାଏ ଏହି ସବୁ ପରିବର୍ତ୍ତନ ! ଜାଣିରଖନ୍ତୁ କଣ ହୋଇଥାଏ ପରିବର୍ତ୍ତନ….

ପ୍ରଥମ ଥର ସମ୍ବଦ୍ଧ ବନେଇବା ପରେ ମହିଳା ମାନଙ୍କ ଶରୀରରେ ବାହ୍ୟ ପରିବର୍ତ୍ତନ ଏବଂ ଆଭ୍ୟନ୍ତରୀଣ ପରିବର୍ତ୍ତନ । ଏହି ଆଭ୍ୟନ୍ତରୀଣ ପରିବର୍ତ୍ତନ କାରଣରୁ ମହିଲା ମାନେ ଅଧିକ ଉତ୍ତେଜିର ରୁହନ୍ତି । ଏମାନେ ଆଗ ଅପେକ୍ଷା ଅଧିକ ଉତ୍ତେଜିତ ରୁହନ୍ତି । ପ୍ରଥମ ଥର ସମ୍ବଦ୍ଧ ବନେଇବା ପରେ ତାହାର ପ୍ରଭାବ ମହିଳା ମାନଙ୍କ ମନ ଉପରେ ପଡିଥାଏ । ପୂର୍ବ ଅପେକ୍ଷା ସେମାନେ ଅଧିକ ଖୁସି ରୁହନ୍ତି , ମନ ସର୍ବଦା ପ୍ରଫୁଲ୍ଲିତ ରହେ । ଦୁନିଆର ପ୍ରତ୍ୟେକ ଜିନିଷ ସେମାନଙ୍କୁ ବହୁତ ଭଲ ଲାଗେ ।

ବାହ୍ୟ ପରିବର୍ତ୍ତନରେ ମହିଳା ମାନଙ୍କର ସ୍ତନ ଏବଂ ପିଚାର ଆକାରରେ ପରିବର୍ତ୍ତନ ଦେଖାଦିଏ । ଏକ ପରୀକ୍ଷା ଅନୁସାରେ ଜଣାଯାଇଛି କି ପ୍ରଥମ ଥର ଶାରିରୀକ ସଂପର୍କ ବନେଇବା ଦ୍ୱାରା ମହିଳା ମାନଙ୍କର ସ୍ତନ ଏବଂ ପିଚାର ଆକାରରେ ପୂର୍ବ ଅପେକ୍ଷା 25 ପ୍ରତିଶତ ଆକାରରେ ବଡ ହୋଇଯାଏ ।

ଶରୀରକୁ ସୁସ୍ଥ ରଖିବା ପାଇଁ ସମ୍ବଦ୍ଧ ବନେଇବା ନିତାନ୍ତ ଜରୁରୀ । ଯେଉଁ ମାନେ ପ୍ରତିଦିନ ସମ୍ବଦ୍ଧ ବନାନ୍ତି ସେମାନଙ୍କର ମାନସିକ ଅବସ୍ଥା ଭଲ ରହେ । ସେମାନଙ୍କର ଦିମାଗ ସକରାତ୍ମକ ରୂପରେ କାର୍ଯ୍ୟ କରିଥାଏ , ଯାହା ଦ୍ୱାରା ମହିଳା ମାନଙ୍କର ଆତ୍ମବିସ୍ୱାସ ବୃଦ୍ଧି ହୁଏ । ଇଂଲଣ୍ଡ ଏବଂ ଆମୋରିକାରେ କରାଯାଇଥିବା ଗୋଟିଏ ସର୍ଭେ ଅନୁସାରେ ଜଣାଯାଇଛି କି ସମ୍ବଦ୍ଧ ବନେଇବା ପରେ ମହିଳା ମାନଙ୍କର ଆଇକ୍ୟୁ ଲେବୁଲ ପୂର୍ବ ଅପେକ୍ଷା ବହୁତ ବଢିଯାଏ ।


ପ୍ରଥମ ଥର ଶାରିରୀକ ସଂପର୍କ ବନେଇବା ଦ୍ୱାରା ମହିଳା ମାନଙ୍କର ପ୍ରାକୃତିକ ରୂପରେ ପରିବର୍ତ୍ତନ ଆସେ । ସମ୍ବଦ୍ଧ ବନେଇବା ପରେ ମହିଳା ମାନଙ୍କର ଶାରିରୀକ କ୍ଷେତ୍ରରେ ବହୁତ ପରିବର୍ତ୍ତନ ଦେଖା ଦେଇଥାଏ । ସାଦାରଣତଃ ଦେଖାଯାଇଛି କି ପ୍ରଥମ ଥର ସାରିରୀକ ସଂପର୍କ ବନେଇବା ପରେ ମହିଳା ମାନଙ୍କର ଓଜନ ବଢିବା ଆରମ୍ଭ ହୋଇଯାଇଥାଏ । ଶାରିରୀକ ସମ୍ବଦ୍ଧ ଦ୍ୱାରା ରକ୍ତ ବାହିକା ପ୍ରସାରିତ ହୁଏ , ଯାହା ଦ୍ୱାରା ଏହାର ପ୍ରଭାବ ମହିଳା ମାନଙ୍କର ସ୍ତନ ଉପରେ ପଡେ ଯାହା ଦ୍ୱାରା ସ୍ତନର ଆକାର ପୂର୍ବ ଅପେକ୍ଷା ବହୁତ ବଢିଯାଏ ।

ଶାରିରକ ସମ୍ବଦ୍ଧ ବନେଇଥିବା ମହିଲା ମାନଙ୍କ ପକ୍ଷରେ ଓଜନ ମଦ୍ୟ ବୃଦ୍ଧି ପାଇଥାଏ । ବେଳେ ବେଳେ ଦେଖାଯାଇଛି କି ପ୍ରଥମ ଥର ସମ୍ବଦ୍ଧ ବନଉଥିବା ମହିଳା ମାନଙ୍କର ମାସିକ ଧର୍ମ ବିଳମ୍ବରେ ହୋଇଥାଏ । ଏହା ମଧ୍ୟ ଶାରିରୀକ ପରିବର୍ତ୍ତନ କାରଣରୁ ହୋଇଥାଏ । ସମ୍ବଦ୍ଧ ବନେଇଥିବା ମହିଳା ମାନେ ପୂର୍ବ ଅପେକ୍ଷା ଅଧିକ ଖୁସି ଜଣାପଡନ୍ତି । ଏହା ସହିତ ତାଙ୍କର ଶରୀର ଉଜ୍ୱଳତା ବଡିଥାଏ । ଆପଣ ମାନେ ଦେଖିଥିବେ ବିବାହ ପରେ ମହିଳା ମାନେ ଅଧିକ ସୁନ୍ଦର ଦେଖା ଯାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।