Big Update – ପୋଷ୍ଟ ଅଫିସର ଏହି ସ୍କିମରେ ହୋଇଯିବେ ଲକ୍ଷପତି..

ହଁ ଦର୍ଶକବନ୍ଧୁ ଆପଣଙ୍କର ସମସ୍ତଙ୍କ ପଞ୍ଚାୟତ ରେ ଗୋଟିଏ ଲେଖାଏଁ ପୋଷ୍ଟ ଅଫିସର ସୁବିଧା ତ ନିଶ୍ଚୟ ଥିବ , ତେବେ ଚାଲନ୍ତୁ ପେଷ୍ଟ ଅଫିସ ବିଷୟରେ, ଅର୍ଥାତ ପୋଷ୍ଟ ଅଫିସ ରେ ଟଙ୍କା ଜମା କରି ଲାଭ ବାନ ହେବା ବିଷୟରେ କିଛି ଏପରି କଥା ଜାଣିବା ଯାହା ଦ୍ୱାରା ଆପଣ ମାନେ ମଧ୍ୟ ବହୁତ ଲାଭ ବାନ ହେବେ | ଆପଣ ମାନେ ମଧ୍ୟ ଜାଣିଛନ୍ତି କି ଆପଣଙ୍କର ଟଙ୍କାକୁ ଏପରି ଜାଗାରେ ଆପଣ ସୁରକ୍ଷିତ ରଖନ୍ତୁ ଯାହା ଯୋଗୁ ଆପଣଙ୍କର ଟଙ୍କା ଜଣିତ କୋୖଣସି ବି ଅସୁବିଧା ହେବ ନାହିଁ ଓଁ ଟଙ୍କା ସୁରକ୍ଷିତ ରହିବ |

ଆଜି ମୁଁ ଆପଣ ମାନଙ୍କୁ ପୋଷ୍ଟ ଅଫିସ ର ରିକୋ୍ୟାରମେଣ୍ଟ ଡିପୋଜିଟ ବିଷୟରେ କହିଁବି, ତେବେ କେମିତି ଆପଣ ଆପଣଙ୍କର ଆରଡ଼ି ନିବେଶକୁ ଆରମ୍ଭ କରିବେ ଆସନ୍ତୁ ଜାଣିବା,ପୋଷ୍ଟ ଅଫିସରେ ଆରଡ଼ି ଡିପୋଜିଟ ଆକାଉଣ୍ଟ ଆପଣ ଛୋଟ ଋଣ ସହିତ ଟଙ୍କା ଜମା କରିବାର ଗୋଟିଏ ଭଲ ସରକାରୀ ଯୋଜନା,ଏଥିରେ ଆପଣ ଶହେ ଟଙ୍କା ରୁ ବି ପୁଞ୍ଜି ନିବେଶ ଆରମ୍ଭ କରିପାରିବେ ଆଉ ଆପଣଙ୍କ ମନ ଅନୁସାରେ ଯେତେ ଚାହିଁବେ ପୁଞ୍ଜି ମଧ୍ୟ ନିବେଶ କରିପାରିବେ |

ଏହି ସ୍କିମ ପାଇଁ ଏକାଉଣ୍ଟ ପାଞ୍ଚ ବର୍ଷ ପାଇଁ ଖୋଲାଯାଇଥାଏ କିନ୍ତୁ ପୋଷ୍ଟ ଅଫିସ ପାଇଁ ଆପଣ ତିନି ମାସ , ଛଅ ବର୍ଷ ଆଉ ଗୋଟିଏ ବର୍ଷ ପାଇଁ ମଧ୍ୟ ଆକାଉଣ୍ଟ ଖୋଲାଯାଇଥାଏ, ଏହି ସୁବିଧାଟି ଲୋକ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ , ଏହି ଆକାଉଣ୍ଟ ରେ ଆପଣଙ୍କ ସୁଧକୁ ପ୍ରତି ତିନି ମାସରେ ଥିରେ ଗୋଣାଯାଇଥାଏ ଓଁ ଆପଣଙ୍କ ମୂଳ ବାଲାନ୍ସ ସହିତ ଯୋଡି ଦିଆଯାଏ | ତେବେ ଆପଣଙ୍କ ଏହି ଆକାଉଣ୍ଟ ରୁ କେତେ ପ୍ରତିଶଡ ସୁଧ ମିଳିବ ଆସନ୍ତୁ ଜାଣିବା, ଆପଣଙ୍କୁ ଏଥିରେ 5.8 ପ୍ରତିଶତ ସୁଧ ମିଳିଥାଏ ଯାହାକି ଭାରତ ସରକାରଙ୍କ ଦ୍ୱାରା ଏପ୍ରିଲ 1, 2020 ଠାରି ଏହି ନିୟମ ଲାଗୁ କରାଯାଇଛି |

ଯୋଦି ଆପଣ ଏହି ଆକାଉଣ୍ଟ ରେ ପ୍ରତି ମାସରେ 10,000 ଟଙ୍କା ଲେଖାଏଁ ଜମା ରଖିବେ ତାହେଲେ ଆପଣଙ୍କୁ ଦଶ ବର୍ଷରେ 5.8 ପ୍ରତିଶତ ସୁଧରେ ବର୍ଷ ଶେଷରେ ଆପଣଙ୍କୁ 16 ଲକ୍ଷ ଟଙ୍କା ମିଳିବ , ଆଉ ଯଦି ଆପଣ ସୁଧ କୁ ପୂରଣ କରି ନପାରିବ ବେଳେ କିସ୍ତି ପୂରଣ ନ କରିପାରିଲେ ତିନି ମାସରେ ଆପଣଙ୍କ ଆକାଉଣ୍ଟ ଵନ୍ଦ ହେଇଯିବ |

ତେବେ ଆମ ଇଣ୍ଡିଆ ରେ ପୋଷ୍ଟ ଅଫିସ ରେ ଏପରି ବ୍ୟବସ୍ଥା ଆମ ପାଇଁ ବହୁତ ଲାଭ ଦାୟକ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment