ସରକାରଙ୍କ ବଡ ଘୋଷଣା ! ପୋଷ୍ଟ ଅଫସରେ ସେବିଙ୍ଗ ଆକାଉଣ୍ଟ ରହିଛି ତେବେ ଆପଣ ମାନେ ପାଇପାରିବେ 10 ହଜାର ଟଙ୍କା , ହେଲେ ଏହି ଗୋଟିଏ କାମ କରିବାକୁ ପଡିବ…..
ଆପଣ ମାନଙ୍କ ପାଇଁ ଏକ ବହୁତ ହିଁ ବଡ ଖବର ଆସିଛି ତେବେ କଥାଟି ହେଉଛି କି ଯଦି ଆପଣଙ୍କର ପୋଷ୍ଟ ଅଫସରେ ସେବିଙ୍ଗ ଆକାଉଣ୍ଟ ରହିଛି ତେବେ ଆପଣ ମାନେ ଏହି କଥାଟିକୁ ଜାଣିବା ନିତାନ୍ତ ଆବଶ୍ୟକ । 11 ଡିସେମ୍ବରରୁ ବଦଳିବ ନୂଆ ନିୟମ । ଆପଣ ମାନେ ବହୁତ ଶୀଘ୍ର ଏହି ନୂଆ ନିୟମ ଜାଣିବା ବହୁତ ଦରକାର । ପୋଷ୍ଟ ଅପିସର ଖାତାକୁ ନେଇ କରି ଏବେ ଏବେ ନୂଆ ଅପଡେଟ ଜାରି ହୋଇଛି । ଯଦି ଆପଣଙ୍କର ପୋଷ୍ଟ ଆକାଉଣ୍ଟରେ ସେଭିଙ୍ଗ ଆକାଉଣ୍ଟ ରହିଛି ବା ଖାତା ରହିଛି ତେବେ ଜାଣି ରଖନ୍ତୁ ଏଥିରେ କିଛି ନୂଆ ନିୟମ ଲାଗୁ ହୋଇଛି ।
ଯଦି ଆପଣ ମାନେ ଏହି ନିୟମ ନଜାଣିବେ ତେବେ ହୁଏତ ଆପଣଙ୍କର ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇ ଯାଇପାରେ । କାହିଁକିନା ଆପଣ ମାନେ ତ ଜାଣିଛନ୍ତି ଆପଣ ମାନେ ଆକାଉଣ୍ଟ ରଖିଛନ୍ତି ମାନେ ସେଥିରେ ନିଶ୍ଚିତ ଭାବରେ ପଇସା ରଖିଥିବେ ତ ଆକାଉଣ୍ଟ ରହିଛି ମାନେ ପଇସା ତ ରହିଛି ।
ତେବେ ସେହି ଆକାଉଣ୍ଟରେ ଏବେ କିଛି ସର୍ବନିମ୍ନ ବାଲାନ୍ସକୁ ନେଇ କରି ନୂଆ ନିୟମ ଜାରି ହୋଇଛି । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ନୂଆ ନିୟମ । କାରଣ ଆପଣ ମାନେ ଏହି ନିୟମ ଜାଣି ରକିବା ନିତାନ୍ତ ଆବସ୍ୟକ ନେହେଲ ଆପଣ ମାନେ ବହୁତ ହଇରାଣ ହୋଇପାରନ୍ତି ।
କାରଣ ଆପଣ ମାନଙ୍କର ପୋଷ୍ଟ ଅଫିସରେ ଖାତା ରଖିଥିବେ ଏବଂ ଏବେ ନିୟମ ପରିବର୍ତ୍ତନ ହୋଇଛି ଯଦି ଆପଣ ମାନେ ସେହି ନିୟମ ବିଷୟରେ ନଜାଣିବେ ତେବେ ଆପଣ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆମେ ଆପଣ ମାନଙ୍କୁ ସେହି ନୂଆ ନିୟମ କଣ ରହଛି ସେ ବିଷୟରେ ସୂଚନା ପ୍ରଦାନ କରିବୁ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ନୂଆ ନିୟମ ।
ଭାରତୀୟ ପୋଷ୍ଟ ବର୍ତ୍ତମାନ ଜମାଖାତା ଧାରୀଙ୍କ ପାଇଁ ନୂଆ ନିୟମ ଆଣିଛି । ଏ ନେଇ ପୋଷ୍ଟ ରେ ଥିବା ଜମା ଖାତାରେ ଆପଣ ମାନଙ୍କୁ ସର୍ବନିମ୍ମ ଜମା ରଖିବା ପାଇଁ ପଡିବ । ତାହା ହେଲା ଜମା ଖାତାରେ ଅତି କମରେ 500 ଟଙ୍କା ଜମା ରଖିବା ପାଇଁ ପଡିବ । ଯ।ଦି 500 ଟଙ୍କାରୁ କମ ରହିବ ତେବେ ପୋଷ୍ଟ ଅପିସ ବାର୍ଷିକ 100 ଟଙ୍କା କାଟିନେବ । ଏହିପରି ଟଙ୍କା କାଟିବା ପରେ ଖାତାରୁ ଟଙ୍କା ସରିଗଲେ ଖାତା ମଧ୍ୟ ଆପଣଙ୍କର ବନ୍ଦ ହୋଇଯିବ । ତେବେ ଏହି ନିୟମ ଆସନ୍ତା ଡିସେମ୍ବର 12 ରୁ ଲାଗୁ ହେବ । ଏ ନେଇ ଭାରତୀୟ ପୋଷ୍ଟ ଅଫିସ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଯଦି ଜମା ଖାତାରେ 500 ରୁ କମ ଟଙ୍କା ରହିଛି ତେବେ ଡିସେମ୍ବର 11 ତାରିଖ ସୁଦ୍ଧା ବଳକା ଟଙ୍କା ଜମା କରିବା ପାଇଁ କୁହାଯାଉଛି ।
ଯଦି ଏମିତି ନକରିବେ ତେବେ ଆପଣଙ୍କର ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯିବ । 500 ରୁ କମ ରହିଲେ ପ୍ରତି ବର୍ଷ 100 ଟଙ୍କା ଜୋରିମାନା ଦେବାକୁ ପଡିବ । ଯେତେବେଳେ ଆପଣଙ୍କର ଖାତାରୁ ଶହେ ଶହେ କରି ଆକାଉଣ୍ଟ ଶୂନ ହୋଇଯିବ ସମ ସମୟରେ ଆପଣଙ୍କର ଖାତା ମଧ୍ୟ ସବୁଦିନ ପାଇଁ ବନ୍ଦ ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।