Odisha News Portal

ସରକାରଙ୍କ ବଡ ଘୋଷଣା ! ପୋଷ୍ଟ ଅଫସରେ ସେବିଙ୍ଗ ଆକାଉଣ୍ଟ ରହିଛି ତେବେ ଆପଣ ମାନେ ପାଇପାରିବେ 10 ହଜାର ଟଙ୍କା , ହେଲେ ଏହି ଗୋଟିଏ କାମ କରିବାକୁ ପଡିବ…..

0 3

ଆପଣ ମାନଙ୍କ ପାଇଁ ଏକ ବହୁତ ହିଁ ବଡ ଖବର ଆସିଛି ତେବେ କଥାଟି ହେଉଛି କି ଯଦି ଆପଣଙ୍କର ପୋଷ୍ଟ ଅଫସରେ ସେବିଙ୍ଗ ଆକାଉଣ୍ଟ ରହିଛି ତେବେ ଆପଣ ମାନେ ଏହି କଥାଟିକୁ ଜାଣିବା ନିତାନ୍ତ ଆବଶ୍ୟକ । 11 ଡିସେମ୍ବରରୁ ବଦଳିବ ନୂଆ ନିୟମ । ଆପଣ ମାନେ ବହୁତ ଶୀଘ୍ର ଏହି ନୂଆ ନିୟମ ଜାଣିବା ବହୁତ ଦରକାର । ପୋଷ୍ଟ ଅପିସର ଖାତାକୁ ନେଇ କରି ଏବେ ଏବେ ନୂଆ ଅପଡେଟ ଜାରି ହୋଇଛି । ଯଦି ଆପଣଙ୍କର ପୋଷ୍ଟ ଆକାଉଣ୍ଟରେ ସେଭିଙ୍ଗ ଆକାଉଣ୍ଟ ରହିଛି ବା ଖାତା ରହିଛି ତେବେ ଜାଣି ରଖନ୍ତୁ ଏଥିରେ କିଛି ନୂଆ ନିୟମ ଲାଗୁ ହୋଇଛି ।

ଯଦି ଆପଣ ମାନେ ଏହି ନିୟମ ନଜାଣିବେ ତେବେ ହୁଏତ ଆପଣଙ୍କର ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇ ଯାଇପାରେ । କାହିଁକିନା ଆପଣ ମାନେ ତ ଜାଣିଛନ୍ତି ଆପଣ ମାନେ ଆକାଉଣ୍ଟ ରଖିଛନ୍ତି ମାନେ ସେଥିରେ ନିଶ୍ଚିତ ଭାବରେ ପଇସା ରଖିଥିବେ ତ ଆକାଉଣ୍ଟ ରହିଛି ମାନେ ପଇସା ତ ରହିଛି ।

ତେବେ ସେହି ଆକାଉଣ୍ଟରେ ଏବେ କିଛି ସର୍ବନିମ୍ନ ବାଲାନ୍ସକୁ ନେଇ କରି ନୂଆ ନିୟମ ଜାରି ହୋଇଛି । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ନୂଆ ନିୟମ । କାରଣ ଆପଣ ମାନେ ଏହି ନିୟମ ଜାଣି ରକିବା ନିତାନ୍ତ ଆବସ୍ୟକ ନେହେଲ ଆପଣ ମାନେ ବହୁତ ହଇରାଣ ହୋଇପାରନ୍ତି ।

କାରଣ ଆପଣ ମାନଙ୍କର ପୋଷ୍ଟ ଅଫିସରେ ଖାତା ରଖିଥିବେ ଏବଂ ଏବେ ନିୟମ ପରିବର୍ତ୍ତନ ହୋଇଛି ଯଦି ଆପଣ ମାନେ ସେହି ନିୟମ ବିଷୟରେ ନଜାଣିବେ ତେବେ ଆପଣ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆମେ ଆପଣ ମାନଙ୍କୁ ସେହି ନୂଆ ନିୟମ କଣ ରହଛି ସେ ବିଷୟରେ ସୂଚନା ପ୍ରଦାନ କରିବୁ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ନୂଆ ନିୟମ ।


ଭାରତୀୟ ପୋଷ୍ଟ ବର୍ତ୍ତମାନ ଜମାଖାତା ଧାରୀଙ୍କ ପାଇଁ ନୂଆ ନିୟମ ଆଣିଛି । ଏ ନେଇ ପୋଷ୍ଟ ରେ ଥିବା ଜମା ଖାତାରେ ଆପଣ ମାନଙ୍କୁ ସର୍ବନିମ୍ମ ଜମା ରଖିବା ପାଇଁ ପଡିବ । ତାହା ହେଲା ଜମା ଖାତାରେ ଅତି କମରେ 500 ଟଙ୍କା ଜମା ରଖିବା ପାଇଁ ପଡିବ । ଯ।ଦି 500 ଟଙ୍କାରୁ କମ ରହିବ ତେବେ ପୋଷ୍ଟ ଅପିସ ବାର୍ଷିକ 100 ଟଙ୍କା କାଟିନେବ । ଏହିପରି ଟଙ୍କା କାଟିବା ପରେ ଖାତାରୁ ଟଙ୍କା ସରିଗଲେ ଖାତା ମଧ୍ୟ ଆପଣଙ୍କର ବନ୍ଦ ହୋଇଯିବ । ତେବେ ଏହି ନିୟମ ଆସନ୍ତା ଡିସେମ୍ବର 12 ରୁ ଲାଗୁ ହେବ । ଏ ନେଇ ଭାରତୀୟ ପୋଷ୍ଟ ଅଫିସ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଯଦି ଜମା ଖାତାରେ 500 ରୁ କମ ଟଙ୍କା ରହିଛି ତେବେ ଡିସେମ୍ବର 11 ତାରିଖ ସୁଦ୍ଧା ବଳକା ଟଙ୍କା ଜମା କରିବା ପାଇଁ କୁହାଯାଉଛି ।

ଯଦି ଏମିତି ନକରିବେ ତେବେ ଆପଣଙ୍କର ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯିବ । 500 ରୁ କମ ରହିଲେ ପ୍ରତି ବର୍ଷ 100 ଟଙ୍କା ଜୋରିମାନା ଦେବାକୁ ପଡିବ । ଯେତେବେଳେ ଆପଣଙ୍କର ଖାତାରୁ ଶହେ ଶହେ କରି ଆକାଉଣ୍ଟ ଶୂନ ହୋଇଯିବ ସମ ସମୟରେ ଆପଣଙ୍କର ଖାତା ମଧ୍ୟ ସବୁଦିନ ପାଇଁ ବନ୍ଦ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।