ପ୍ରକୃତରେ ଆଜିର ଦୁନିଆ ର ଲୋକ ମାନଙ୍କର ଆଚାର ବ୍ୟବହାର ଅନେକ ମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି। ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ସମାଜ ର କିଛି ଲୋକ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ଖରାପ୍ ବ୍ୟକ୍ତିଗତ ରୁଚି, ସ୍ଵଭାବ ଏବଂ କାର୍ଯ୍ୟ କଲାପ ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି ନା ସେମାନେ ଅନୁତପ୍ତ ଅଟନ୍ତି। ଅନେକ ନିନ୍ଦନୀୟ ଘଟଣା ଏହିପରି ଭାବରେ ପ୍ରତିଦିନ ଦେଖିବାକୁ ମିଳୁଛି। ଯାହାକୁ ଦେଖି ଲଜ୍ଜିତ ଅନୁଭବ ହେଉଛି।
ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ ଏହା କେଉଁ ପ୍ରକାର ନୈତିକତା ପୂର୍ଣ୍ଣ କାର୍ଯ୍ୟ କଲାପ ଆମ ସଭ୍ୟ ଶିକ୍ଷିତ ସମାଜର। ବେଳେବେଳେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ତେବେ କେବଳ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ସେମାନଙ୍କୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।
ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି।ତେବେ ଏଭଳି ଅପରାଧୀ ବା ନର ରୂପୀ ରାକ୍ଷସ ମାନଙ୍କ ପାଇଁ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।ଏବେ ନିକଟରେ ଏକ ଘଟଣା ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ପ୍ରସାରିତ ହେଉଛି ଏବଂ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଦେଖିବାକୁ ମିଳିଛି କିଛି ଅପ୍ରୀତିକର ଘଟଣା।
ଏଠାରେ ଜଣେ ପୋଲିସ୍ କର୍ମଚାରୀ ଜଣେ ଛାତ୍ରୀ ସହିତ ଫୋନ୍ ରେ ଯେମିତି ଅଶ୍ଳୀଳ କଥା ବାର୍ତ୍ତା କରୁଛନ୍ତି ତାହା ଶୁଣିଲେ ଆପଣ ବି ଅବାକ୍ ହୋଇଯିବେ।ସେ ଯେଉଁ ଭାବରେ ଛାତ୍ରୀ ଜଣଙ୍କ ସହ କଥା ହେଉଛନ୍ତି ତାହା ଶୁଣି ଜଣେ ରସିକିଆ, ରଙ୍ଗିଲା ପ୍ରେମିକ ର କଥା ଭଳି ଲାଗୁଛି। ତେବେ ତାଙ୍କର ଏଭଳି କଥାବାର୍ତ୍ତା ର କଲ୍ ରେକର୍ଡ଼ ଭାଇରାଲ ହେବା ପରେ ଏହା ଯେତେବେଳେ ଏସ ଏସ ପି ଙ୍କ ପାଖରେ ପହଞ୍ଚିଲା, ଏହାପରେ ଏସ୍ ଏସ ପି ଉକ୍ତ ରଙ୍ଗିଲା ପୋଲିସ୍ ବାବୁଙ୍କୁ ଚାକିରି ରୁ ସସପେଣ୍ଡ କରି ଦେଇଥିବା ଜଣା ପଡ଼ିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।