Odisha News Portal

ଦେଖନ୍ତୁ ଭିଡିଓ – ଝାଉଁ ବଣରେ କେମିତି ଯୁବତୀଙ୍କ ସହ ….. । ନିଆଁ ଭଳି ଭାଇରାଲ ଏବେ ପୁରା ସୋସିଆଲ ମିଡିଆରେ

ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି ।ଖାଲି ଏତିକି ନୁହେଁ ବରଂ ଆଜିକାଲି ର ଲୋକମାନେ ଏତେ ନିର୍ଲଜ ହୋଇଗଲେଣି ଯେ କିଛି ବି ଘଟଣା କୁ ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଦେଉଛନ୍ତି।

ସେମାନେ ଭୁଲି ଯାଉଛନ୍ତି ଯେ ତାଙ୍କର ଏହି ପରି ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହେବା ଦ୍ବାରା ଆମ ସମାଜ ଉପରେ ତଥା ଆମର ଆଗାମୀ ପୀଡ଼ ଉପରେ ଏହାର ବହୁତ ଖରାପ ପ୍ରଭାବ ପକେଇପାରେ ବୋଲି ।

ତେବେ ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଅଟେ । ତେବେ ଏବେ ସୋସିଆଲ୍ ମିଡିଆରେ ସେହି ପରି ଏକ ପ୍ରେମୀ ଯୁଗଳ ଙ୍କ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଆମେ ଆଜି ଆପଣ ମାନଙ୍କୁ ସେହି ସମ୍ପର୍କରେ କହିବୁ।

ସୋସିଆଲ ମିଡ଼ିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି,ଯାହାକି ଏକ ପ୍ରେମୀ ଯୁଗଳ ଙ୍କ ର। ସେମାନଙ୍କୁ ଦେଖି ଏବଂ ସେମାନଙ୍କ କଥାବାର୍ତ୍ତା ରୁ ଯାହା ଜଣାପଡୁଛି ଏହି ଘଟଣା ଟି ଆମ ଓଡିଶା ର ବୋଲି। ଏଠାରେ ଏକ ଜଙ୍ଗଲରେ ଦୁଇ ଜଣ ଲୋକ ଏକ ପ୍ରେମୀ ଯୁଗଳ କୁ ଏକ ଜଙ୍ଗଲ ରେ ଧରିଛନ୍ତି। ଏହାପରେ ସେହି ଲୋକ ମାନେ ଝିଅ ଟି ର ହାତ ଧରିଛନ୍ତି ଏବଂ ସେହି ପୁଅ ଟି ସହ କଥା ହେଉଛନ୍ତି।

ସେମାନେ ସେହି ପୁଅ ଟି ସହ ବହୁତ ରାଗି କରି କଥା ହେଉଛନ୍ତି, ସେହି ଯୁବକ ଜଣଙ୍କ ମଧ୍ୟ ସେହି ଲୋକ ମାନଙ୍କୁ ତାଙ୍କର ଉତ୍ତର ଫେରାଉଛନ୍ତି। ଏହି ପରି ସେମାନେ ପରସ୍ପର ସହ କଥାବାର୍ତ୍ତା ହେଉଛନ୍ତି। ସେହି ସମୟ ରେ ଯୁବତୀ ଜଣକ ଭିଡିଓ କରୁଥିବା ଯୁବକ ଙ୍କୁ ଭିଡିଓ କରିବାକୁ ମୋନା କରୁଛନ୍ତି।

ଏହି ପରି ଅନେକ ଭିଡିଓ ଲୋକ ମାନେ କରି ସୋସିଆଲ ମିଡ଼ିଆ ରେ ଭାଇରାଲ୍ କରନ୍ତି,ଆଉ ଏହି ସବୁ ଭିଡିଓ ଭାଇରଲ ହେବା ଦ୍ୱାରା ସେହି ଝିଅ ର ବହୁତ କ୍ଷତି ହୋଇ ଥାଏ। ତାର୍ ସମସ୍ତ ଇଜତ ଉପରେ ଲୋକ ମାନେ ଆଙ୍ଗୁଳି ଉଠନ୍ତି।

ଆଉ ତା ସହ ତାଙ୍କ ଘର ଲୋକ ଙ୍କ ଉପରେ ମଧ୍ୟ ଲୋକ ମାନେ ଅନେକ କଥା କହି ଥାନ୍ତି। ତେବେ ଆଜିର ଯୁବକ ଯୁବତୀ ମାନେ ଏହି ସବୁ ଲାଜ୍ୟାଜନକ କାର୍ଯ୍ୟ କରିବା ଉଚିତ ନୁହଁ,ଆଉ ତା ସହ ଏହି ସବୁ ଭିଡିଓ କୁ ସୋସିଆଲ ମିଡିଆରେ ଭାଇରଲ କରିବା ମଧ୍ୟ ଉଚିତ ନୁହଁ।ଏହା ଆମ ସମାଜ ଉପରେ ଅନେକ ଖରାପ ପ୍ରଭାବ ପକାଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।