Odisha News Portal

ପୋଲିସ ବାବୁ ହୋଇ କରୁଛନ୍ତି ରାସ୍ତା ସଫେଇ , ଆପଣ ମାନେ ଏମିତି କେବେ ଦେଖିଛନ୍ତି କି ? ଜୟାକରି ଏହି ଟ୍ରାଫିକ୍ ଭାଈଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

0 18

ଆମ ସମାଜରେ ଅନେକ ସମୟରେ ଆଶ୍ଚର୍ଯ୍ୟକର କଥା ଘଟିଥାଏ ଏବଂ ତାହାକୁ ଆମେ ମାନେ ବହୁତ ଶୀଘ୍ର ମଧ୍ୟ ଜାଣିପାରୁ । ତେବେ ଏପରି ଆଶ୍ଚର୍ଯ୍ୟକର କଥା ଶୁଣିବା ଆମର ପାଇଁ ଦୈନଦୀନ ଜୀବନରେ ଏକ ଶାଖା ହୋଇଗଲାଣି । ତେବେ ଏହି କଥାଟି ମଧ୍ୟ ତା ମଧ୍ୟରୁ ଗୋଟିଏ ତେବେ ଏହାକୁ ଅଟ୍ଟହାସ୍ୟ କରିବା ଉଚିତ ନୁହେଁ ମାତ୍ର ଜଣେ ବରିଷ୍ଟ ଅଧିକାରୀ ହୋଇ ଏପରି କାମ କରିବା କେତେ ଠିକ ତାହା ଆପଣ ମାନେ ହିଁ ଭାବନ୍ତୁ ।

ଆଜି ଆମେ ଆପଣ ମାନଙ୍କୁ ପୋଲିସ ବାବୁଙ୍କର ଝାଡୁ ଲଗେଇବା କଥା କହିବୁ , ତେବେ ପୋଲିସ ଚାକିରୀ ଏହାକୁ କେତେ କଷ୍ଟ କଲେ ଜଣେ ମନୁଷ୍ୟ ତାର ଜୀବନରେ ଲାଭ କରିଥାଏ । ଏହା କରିବା ପାଇଁ ଆମକୁ ଅନେକ କଷ୍ଟ କରିବାକୁ ମଧ୍ୟ ପଡିଥାଏ । ଏହା ସହିତ ସାଧାରଣ ଲୋକମାନଙ୍କର ହିତ ସାଧନା କରିବା ଏହାର ଲକ୍ଷ୍ୟ ।

ପ୍ରତ୍ୟେକ ମନୁଷ୍ୟ ମାନେ କିପରି ସରଳ ଜୀବନଯାପନ କରିବେ ଏନେଇ ପୋଲିସ ଅଧିକାରୀ ମାନେ ସେମାନଙ୍କୁ ସର୍ବଦା ସୁରକ୍ଷା ପ୍ରଦାନ କରିଥାନ୍ତି । ତେବେ ଏବେକା ସମୟରେ ଦେଖିବାକୁ ମିଳିଛି କି ସେହି ପୋଲିସ ମାନେ ଝାଡୁ ଧରି ରାସ୍ତା ସଫା କରୁଥିବା , ତେବେ ଏହା କେତେ ଦୂର ସତ୍ୟ ଅସନ୍ତୁ ଜାଣିବା ।

ସୂଚନା ଯୋଗ୍ୟ କି ଗୋଟିଏ ରାସ୍ତାରେ ମରାମରି ହେବାର ଥିଲା ଏବଂ ମରାମତି ହେବା ପାଇଁ ସେହି ରାସ୍ତାରେ ବାଲି ପକାଯାଇଥିଲା । ତେବେ ସେ ଯେଉଁ ବାଲି ପକା ହୋଇଥିଲା ସେହି ରାସ୍ତାରେ ଗାଡି , ମଟର ଯିବା ସମୟରେ ସେମାନେ ସ୍ଲିପ କରି ପଡିଯାଆନ୍ତି ।

 ଯାହା ଦ୍ୱାରା ବହୁତ ଅସୁବିଧାର ସାମ୍ନା ହୋଇଥାନ୍ତି ଲୋକମାନେ । ଏପରି ଘଟଣା ଟ୍ରାଫିକ ପୋଲିସ ମାନେ ଦେଖିବା ପରେ ସେମାନେ ଏମଏସି ବାଲାଙ୍କୁ କହିଥିଲେ କି ସେହି ବାଲି ପକାଯାଇଥିବା ସ୍ଥାନକୁ ସଫା କରିବା ପାଇଁ । ମାତ୍ର ସେମାନେ କୌଣସି ପଦକ୍ଷେପ ନେଲେ ନାହିଁ ଏବଂ ଏହି ଠାରେ ସେହିପରି ଭାବରେ ବାରମ୍ବାର ଦୁର୍ଘଟଣା ହେବାକୁ ଲାଗିଲା ।

ଏହି ପରି ପ୍ରତ୍ୟେକ ଦିନ ଦୁର୍ଘଟଣା ହେବାରୁ ଟ୍ରାଫିକ ପୋଲିସ ମାନେ ବହୁତ ଦୁଃଖ ଅନୁଭବ କଲେ ଏବଂ ଶେଷରେ ଝାଡୁ ଧରି ସେହି ରାସ୍ତାକୁ ସଫା କରିବାରେ ଲାଗିଛନ୍ତି ।

ତେବେ ହ୍ୱିସିଲ ବଦଳରେ ହାତରେ ରହିଛି ଝାଡୁ ସାଧାରଣ ଜନତାଙ୍କୁ ଦୁର୍ଘଟଣାରୁ ବଞ୍ଚିବା ପାଇଁ ପୋଲିସ ମାନେ ଝାଜୁ ଧରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ତେବେ ଏପରି ଏକ ଭି଼ଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେଣୁ ଏ ପାଇଁସରକାର କିଛି ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।