ପୁଣି ମୋଦୀ ଙ୍କର ବଡ ନିଷ୍ପତି ! ପ୍ରଧାନ ମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଝିଅ ମାନଙ୍କୁ ମିଳିବ 40 ହଜାର ଟଙ୍କା , ହେଲେ କେମିତି ଜାଣନ୍ତୁ !

ଆଜି ଆମେ ଆପଣ ମାନଙ୍କୁ ପ୍ରଧାନ ମନ୍ତ୍ରୀ କନ୍ୟା ବିବାହ ଯୋଜନାର ନୂଆ ଅପଡେଟ ବିଷୟରେ ଜଣାଇବୁ । ପ୍ରଧାନ ମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଯଦି ଆପଣଙ୍କ ପରିବାରରେ କେହି ଝିଅ ଅଛନ୍ତି, ତେବେ ସେମାନଙ୍କ ବିବାହ ପାଇଂ ମୋଦି ସରକାରଙ୍କ ତରଫରୁ 40 ହଜାର ଟାଙ୍କ ଦିଆ ଯାଉଛି । ତେବେ କଣ ସତରେ ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କେନ୍ଦ୍ର ସରକାର ଝିଅ ବିବାହ ପାଇଁ 40,000 ଟଙ୍କା ଦେଉଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ନୂଆ ଅପଡେଟ ଆସିଛି । କାହିଁକି ନାଁ ଆପଣ ମାନେ ଜାଣିଥିବେ ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ବହୁତ ସାରା ୟୁଟ୍ୟୁବ ୟୁଜର ମାନେ ଭିଡିଓ କରିଛନ୍ତି ।

ଯେଉଁ ଭିଡିଓରେ କୁହାଯାଇଛି, କନ୍ୟା ବିବାହ ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ଝିଅ ବିବାହ ପାଇଁ 40,000ଟଙ୍କା ଦିଆଯାଉଛି । ସେସବୁ କେତେ ସତ୍ୟ ଜାଣିବା ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।

ଗୋଟିଏ ନ୍ୟୁଜ ଆର୍ଟିକିଲରେ ଲେଖା ହୋଇଛି –

କନ୍ୟା ବିବାହ ପାଇଁ ମୋଦି ସରକାର ଦେଉଛନ୍ତି 40,000ଟ. । ଜାଣନ୍ତୁ ସତ କଣ ?

ସୋସିଆଲ ମିଡିଆରେ ଏକ ଖବର ଖୁବ ଭାଇରାଲ ହେଉଛି । ଭାଇରାଲ ଖବରରେ ଦାବି କରା ଯାଇଛି ଯେ , କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟା ମାନଙ୍କୁ ବିବାହ ପାଇଁ 40,000ଟ. ଦେଉଛନ୍ତି । ଏହି ଖବର ଯାଞ୍ଚ କରାଯିବା ପରେ ଏହା ଭୂଲ ବୋଲି ଜଣାପଡିଛି । ପିଆଇବି ଫ୍ୟାକ୍ଟ ଚେକ୍ (PIB Fact Check) ଟ୍ବିଟ ଜାରି କରି ସୂଚନା ଦେଇଛି ଯେ ଏହି ଭଳି କାହା ଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଉ ନାହିଁ । କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏହିଭଳି କୌଣସି ଯୋଜନା ନାହିଁ ।


ସୋସିଆଲ ମିଡିଆରେ ଦାବି ହୋଇଥିବା ଖବର ଅନୁଯାୟୀ , ୟୁଟ୍ୟୁବରେ ଏକ ଭିଡିଓରେ ଦାବି କରାଯାଇଛି ଯେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାକୁ ବିବାହ ପାଇଁ 40 ହଜାର ଟଙ୍କା ଧନରାଶି ଦେଉଛନ୍ତି ।

ଏହି ଦାବି ମିଛ-
ପିଆଇବି ଫ୍ୟାକ୍ଟ ଚେକ୍ ଟିମ୍ କହିଛି ଯେ ଏହି ଦାବି ଫ୍ୟାକ୍ । କେନ୍ଦ୍ର ସରକାର ଦ୍ବାରା ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ଟଙ୍କା ଦିଆ ଯାଉନାହିଁ ।

ଜାଣନ୍ତୁ ସତ କଣ
ଭାଇରାଲ ହେଉଥିବା ଖବର ସଂମ୍ପୂର୍ଣ୍ଣ ମିଛ । କେନ୍ଦ୍ର ସରକାରଙ୍କ ଦ୍ବାରା ଏଭଳି କୌଣସି ଯୋଜନା ଚାଲୁନାହିଁ । ଭାରତ ସରକାର ଫ୍ରେସ୍ ଇମ୍ପ୍ରୁୋମେସନ ବ୍ୟୁର ଏହି ଭାଇରାଲ ଖବରକୁ ଖାରଜ କରି ସ୍ପଷ୍ଟ କରିଛି ଯେ, ଏଭଳି କୌଣସି ଯୋଜନା ଆରମ୍ଭ କରାଯାଇ ନାହିଁ ।

ଯଦି ଆପଣଙ୍କ ହ୍ବାଟସଆପ୍ କୁ ଏମିତି କିଛି ଫ୍ୟାକ୍ ମ୍ୟାସେଜ ଆସୁଛି୍ ତେବେ ଆପଣ ଚାହିଁଲେ factcheck.pib.gov.in ରେ କିମ୍ବା ହ୍ବାଟସଆପ୍ ନମ୍ବର 8799711259 କିମ୍ବା pibfactcheck@gmail.com କୁ ମେଲ୍ କରି ଆପଣ ଡିଟେଲ୍ସ ବୁଝି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment