New Twist – ପ୍ଲିଜ୍ ଆଜି ରାତିରେ ଚତୁର୍ଥୀ କରିବନି, ମୋର ମେନ୍ସ ହେଇଛି… ଏ ନେଇ କଣ କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ କିଛି ଘଟଣା ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ ଯାହା ଏବେ ସେହିପରି ଜଣେ ଯୁବକ ଙ୍କର ବିଚିତ୍ର ଅଭିନୟ। ଆଉ ଜଣେ ଯୁବକ ହୋଇଥିଲେ ମଧ୍ୟ ସେ ଯୁବତୀ ବେଶ ରେ ଜଣଙ୍କୁ ପ୍ରେମ ପରେ ବିବାହ ପାଇଁ ଯାଇଥିଲେ ତାହା ପରେ ଏମିତି କିଛି ଘଟିଗଲା ଆସନ୍ତୁ ଜାଣିବା।

ଏଠାରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜୋର ରେ ଏବେ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏଠାରେ ଯାହା ଦେଖିବାକୁ ମିଳିଛି ତାହା ଏହି କିଛି ଦିନ ପୂର୍ବର ଘଟଣା ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଏମିତି ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ଘଟଣା ନଜର କୁ ଆସିଥାଏ ତାହା ଭିନ୍ନ ଧରଣର ହୋଇଥାଏ। କିଛି ସମୟ ରେ ଏମିତି ଭିଡ଼ିଓ ଭାଇରଲ ହୋଇଥାଏ ଯେଉଁଠି ବର ଓ କନ୍ୟା ବିବାହ କରିବା ପାଇଁ ବସିଥିଲେ କନ୍ୟା ଫେରାର ହୋଇଥାଏ ନହେଲେ ବର ଆଉ କାହା ସହିତ ପଳେଇ ଥାଏ ଯାହାର ପରବର୍ତ୍ତୀ ସମୟରେ ଏମିତି ଘଟଣା ସୃଷ୍ଟି ହୋଇ ଥାନାର ଦ୍ୱାରସ୍ଥ ହୋଇ ଥାନ୍ତି।

ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଘଟଣା କୁ ନେଇ ଭିଡ଼ିଓ ରେ ଭାଇରଲ ହୋଇଥାଏ। ସେହିପରି ଏକ ଘଟଣା ନିକଟରେ ଘଟି ଯାଇଥିଲା ଯାହାର ଅନେକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏବେ ସେହି ଘଟଣା ର ରହସ୍ୟ ଧୀରେ ଧୀରେ ସାମ୍ନା କୁ ଆସୁଛି ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏହି ଭିଡ଼ିଓ ଟିରେ ସେହି ଯେଉଁ ପୁରୁଷ ଜଣଙ୍କ ବିବାହ କରିଥିଲେ ସେ ଜଣେ ଯୁବକ ଙ୍କୁ ବିବାହ କରିଥିଲେ ଯାହା ପଛରେ ଜାଣିବାକୁ ମିଳିଛି।ଆଉ ଏବେ ଜାଣିବାକୁ ମିଳିଛି ଯେ ସେଦିନ ବିବାହ କରିବା ପରେ ତାଙ୍କ ସହିତ ଚତୁର୍ଥୀ ରାତି କରିବା ପାଇଁ ଇଛୁକ ଥିଲେ ସେହି ବର ଜଣଙ୍କ ଯାହା ସବୁ ଏହି ଭିଡ଼ିଓ ରେ ଜାଣିବାକୁ ମିଳିଛି।

ଆଉ ଏହି ବର ସେହି ଯୁବକ ଙ୍କୁ ବିବାହ କରିବା ପରେ ତାଙ୍କ ସହିତ ରାତି ବିତାଇବା ପାଇଁ କହିଲା ବେଳେ ସେହି କନ୍ୟା ଯିଏ କି ଜଣେ ଯୁବକ ସେ ସିଧା ସିଧା ମନା କରିଥିଲା। ଆଉ ସେ କହିଥିଲେ ଯେ ମୋରେ ରୃତୁସ୍ରାବ ହୋଇଛି ତେଣୁ ଆଜି କରିବା ନାହିଁ ହେଲେ ସେହି ବର ଜଣଙ୍କ ବାହାଘର ପରେ ଇଚ୍ଛା କରିଥିଲେ। ଆଉ ତାଙ୍କର ଘର ପାଖ ଜଣେ ମହିଳା ତାଙ୍କର ଋତୁସ୍ରାବ ହୋଇଛି ବୋଲି ଜାଣିବାକୁ ଚେଷ୍ଟା କଲେ ତାହା ପରେ ସବୁ ରହସ୍ୟ ଆଗକୁ ଆସିଲା ଯାହା ଏହି ଭିଡ଼ିଓ ରେ ଜାଣିବାକୁ ମିଳିଛି।ଆଉ ସେହି କନ୍ୟା ର ନାମ ମେଘନା କିନ୍ତୁ କନ୍ୟା ରୂପ ରେ ସେ ସମସ୍ତଙ୍କୁ ଚମକାଇ ଦେଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment