Odisha News Portal

ପ୍ଲେଗ ରୋଗ କାହା ଦ୍ୱାରା ବ୍ୟାପିଥାଏ ? ୯୯% ଭୁଲ ଉତ୍ତର ମିଳିଛି ଲୋକଙ୍କଠାରୁ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ୧୬ ଟି ବିଜ୍ଞାନ ସମ୍ପର୍କୀୟ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ୧୬ ଟି ବିଜ୍ଞାନ ସମ୍ପର୍କୀୟ ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ପ୍ଲେଗ ରୋଗ କାହା ଦ୍ୱାରା ବ୍ୟାପିଥାଏ ?

ଉତ୍ତର: ମୂଷା।

(୨) ପ୍ରଶ୍ନ:- ଗ୍ରହ ମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଏ ?

ଉତ୍ତର: ଶନି ଗ୍ରହ।

(୩) ପ୍ରଶ୍ନ:- ପନିପରିବା କୁ ଅତ୍ୟାଧିକ ସିଝାଇଲେ କଣ ନଷ୍ଟ ହୋଇଯାଏ ?

ଉତ୍ତର: ଭିଟାମିନ।

(୪) ପ୍ରଶ୍ନ:- ସିମେଣ୍ଟ କାରଖାନାରେ କେଉଁ ରୋଗ ସୃଷ୍ଟି କରିଥାଏ ?

ଉତ୍ତର: ଯକ୍ଷ୍ମା।

(୫) ପ୍ରଶ୍ନ:- ସୂର୍ଯ୍ୟ ଙ୍କ ଚାରିପଟେ ଥରେ ଘୁରି ଆସିବାକୁ ପୃଥିବୀକୁ କେତେ ସମୟ ଲାଗିଥାଏ ?

ଉତ୍ତର: ଏକ ବର୍ଷ।

(୬) ପ୍ରଶ୍ନ:- ମସ୍ତିଷ୍କ କୁ କିଏ ଖବର ପଠାଇବାରେ ସାହାଯ୍ୟ କରିଥାଏ ?

ଉତ୍ତର: ସ୍ନାୟୁ।

(୭) ପ୍ରଶ୍ନ:- କେଉଁ ଅଙ୍ଗ ଦ୍ୱାରା ଆମ ଶରୀର ରେ ଦୂଷିତ ରକ୍ତ ପରିଷ୍କାର ହୋଇଥାଏ ?

ଉତ୍ତର: ଫୁସଫୁସ।

(୯) ପ୍ରଶ୍ନ:- କାହାକୁ ଆମ ଶରୀରର ରକ୍ତ ସଞ୍ଚାଳନ ର କେନ୍ଦ୍ରସ୍ଥଳୀ ବୋଲି କୁହାଯାଏ ?

ଉତ୍ତର: ହୃତପିଣ୍ଡ।

(୧୦) ପ୍ରଶ୍ନ:- ଶରୀରର କଣ କାମ ନକଲେ ଆମ ଶରୀର ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବ ?

ଉତ୍ତର: ସ୍ନାୟୁ।

(୧୧) ପ୍ରଶ୍ନ:- ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥ କୁ କିଏ ଛାଣି ବାହାର କରିଦିଏ ?

ଉତ୍ତର: ବୃକକ।

(୧୨) ପ୍ରଶ୍ନ:- ଶରୀରର କେଉଁ ଅଙ୍ଗ କାମ ନକଲେ ମଣିଷ ପାଗଳ ହୋଇଯାଏ ?

ଉତ୍ତର: ମସ୍ତିଷ୍କ।

(୧୩) ପ୍ରଶ୍ନ:- ଶରୀର ର ସମସ୍ତ କାର୍ଯ୍ୟ କାହା ଦ୍ୱାରା ପରିଚାଳିତ ହୁଏ ?

ଉତ୍ତର: ମସ୍ତିଷ୍କ।

(୧୪) ପ୍ରଶ୍ନ:- କେଉଁ ସାର ଦ୍ୱାରା ହାଡ, ଦାନ୍ତ ଇତ୍ୟାଦି ଗଠିତ ହୋଇଥାଏ ?

ଉତ୍ତର: ଧାତୁ ସାର।

(୧୫) ପ୍ରଶ୍ନ:- ତଟକା ସବୁଜ ପନିପରିବା, ଦୁଗ୍ଧ, ଫଳ ଓ ସୂର୍ଯ୍ୟ କିରଣରେ କଣ ରହିଥାଏ ?

ଉତ୍ତର: ଯିବ ସାର।

(୧୬) ପ୍ରଶ୍ନ:- କେଉଁ ଖାଦ୍ୟ ସାର ଦେହ କୁ ଚିକଣିଆ ଓ ସୁନ୍ଦର କରିଥାଏ ?

ଉତ୍ତର: ସ୍ନେହସାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।