ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ପ୍ରତେକ ଙ୍କର କିଛି ନାଁ କିଛି ଇଚ୍ଛା ଥାଏ ଆଉ ଆଶା ମଧ୍ୟ ଥାଏ | ସେ ଛୋଟ ହେଉ ବଡ଼, ଆଉ ନିଜ ର ଜୀବନରେ ଜୀବନ ସାଥୀକୁ ନେଇକି ଆଶା ଆହୁରି ଅଧିକ ରହିଥାଏ | ଆଉ ଯାହାକୁ ପୁରଣ କରିବା ପାଇଁ ମଧ୍ୟ ସମସ୍ତେ ଚାହିଁଥାନ୍ତି | ସେହି ଭଳି କିଛି ଆଶା କୁ ପୂରଣ କରିବା ପାଇଁ ଚାହିଁଛନ୍ତି ପ୍ରିୟଙ୍କା, ଆଉ ତାଙ୍କର ଜୀବନ ସାଥ କେମିତି ହେବା ଦରକାର ତାହା ବିଷୟରେ ମଧ୍ୟ କଥା ହେବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଅଭିନେତ୍ରୀ ପ୍ରିୟଙ୍କା କଣ ସବୁ କହିଛନ୍ତି ତାଙ୍କର ଭବିଷ୍ୟତ ଲାଇଫ ପାର୍ଟନର କେମିତି ହେବା ଆବଶ୍ୟକ ସେ ବିଷୟରେ ଜାଣିବା |
ତେବେ ଅଲିଉଡ ଇଣ୍ଡୋଷ୍ଟ୍ରି ର ଚୁଳ ବୁଲି ନାୟିକା ଭାବରେ ସମସ୍ତଙ୍କର ହୃଦୟରେ ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କ ହୃଦୟରେ ଘର କରିଥିଲା ପ୍ରିୟଙ୍କା କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଓଡିଶା ରେ ଘରେ ଘରେ ପରିଚିତ ଚୁଲବୁଲି ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା | ଆଉ ସେ ତାଙ୍କର ଲଭ ଲାଇଫ ସହିତ ଭବିଷ୍ୟତ ରେ ହେବାକୁ ଯାଉଥିବା ଲାଇଫ ପାର୍ଟନର କୁ ନେଇକି କିଛି କହିଛନ୍ତି |ତେବେ ସେ କହିଛନ୍ତି କି ସେ ମଧ୍ୟ ତାଙ୍କ ଲାଇଫ ରେ ଲଭ କରିଥିଲେ ଆଉ ସମସ୍ତେ ମଧ୍ୟ କରିଥାନ୍ତି |
କିନ୍ତୁ ପ୍ରିୟଙ୍କା କହିଛନ୍ତି କି ସେତେବେଳେ ସେ ଜାଣି ପାରି ନ ଥିଲେ ଆଉ ଲଭ କରିଥିଲେ | ତେବେ ବର୍ତ୍ତମାନ ତାଙ୍କର କେହି ବି ବୟ ଫ୍ରେଣ୍ଡ ନାହାନ୍ତି ବୋଲି ପ୍ରକାଶ କରିକି କହିଛନ୍ତି ପ୍ରିୟଙ୍କା | ଆଉ ତାଙ୍କର କହିବା ଅନୁସାରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ପାଇବା ଟା ଏମିତି ହେବା ଆବଶ୍ୟକ କି ଏବେ ରୂପ ସୌନ୍ଦର୍ଯ୍ୟ ଥିଲା ବେଳେ ଯେତିକି ଭଲ ପାଇବା ଆଉ ଅଣ୍ଡାରଷ୍ଟେଣ୍ଡିଙ୍ଗ ରହିଛି | 30 ବର୍ଷ ପରେ ଯେତେବେଳେ ବାଳ ପାଚି ଯାଇଥିବ ଓ ଚର୍ମ କୁଞ୍ଚିଆ ହୋଇଯାଇଥିବ, ସେତେବେଳେ ମଧ୍ୟ ଏମିତି ଭଲ ପାଇବା କୁ ଆଶା କରୁଛନ୍ତି ପ୍ରୟଙ୍କା |
ତାହା ସହିତ ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେମିତି କେହି କାହାରି କଥା ରେ ବୋର ହେଉ ନ ଥିବ ସେ କହୁଥିବ ପ୍ରିୟଙ୍କା ଶୁଣୁଥିବେ ଆଉ ପ୍ରିୟଙ୍କା ଙ୍କ ସବୁ କଥା କୁ ତାଙ୍କ ସ୍ୱାମୀ ଶୁଣିଥିବେ | ଆଉ ତାହା ସହିତ ଦୁଇଜଣ ମିଶିକି ସ୍ଲୋ ମସନ ରେ ଡାନ୍ସ କରିବା କଥା କହିଛନ୍ତି | ତେବେ ବର୍ତ୍ତମାନ ତାଙ୍କର ମେରେଜ ର କୌଣସି ପ୍ଲାନିଂ ନାହିଁ କେବଳ ସେ କେରିୟାର ଜୋରନାଲିଜିମ ଓ ମାଷ୍ଟର ଡିଗ୍ରୀ ଉପରେ କହିଛନ୍ତି | ଆଉ ସେ ତାହା ପରେ ଟଙ୍ଗ ଟ୍ଵିଷ୍ଟ ମଧ୍ୟ କରିଛନ୍ତି ମିଡ଼ିଆ ଆଗରେ | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।