ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇକି କିଛି କଥା | ଆଉ ଯେଉଁଠି କୁହାଯାଉଛି କି ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରିବା ପାଇଁ ଓ ତାଙ୍କର ଦେହ କେମିତି ଶୀଘ୍ର ଭଲ ହୋଇଯିବ ସେ ବିଷୟରେ ମଧ୍ୟ ଚେଷ୍ଟା ଚଳାଇଛନ୍ତି | ଆଉ ଯାହା କୁହାଯାଉଛି କି ନିଶା ମହାରଣା ସାହାଯ୍ୟର ହାତ ବଢ଼ାଇଛନ୍ତି ପିଣ୍ଟୁ ନନ୍ଦ ଙ୍କ ପାଇଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନିଜକୁ ସନିଲିଅନି ବୋଲି କହିବା ସହିତ ହଟ ଡ୍ରେସ ପିନ୍ଧି ବିବାଦ କୁ ଆସିଥିବା ବିବାଦୀୟ ଆଲବମ ଗାର୍ଲ ନିଶା ମହାରଣା ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ କୁହାଯାଉଛି କି ନିଶା ମହାରଣା ବିବାଦ ରେ ଆସିଛନ୍ତି ପାଇଁ ଯେ ଏହି ଭଳି ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ ପାଇଁ ହାତ ବଢ଼ାଉଛନ୍ତି ତାଙ୍କର ଇମେଜ କୁ ସମସ୍ତ ଙ୍କ ସାମ୍ନା ରେ ଭଲ କରିବା ପାଇଁ ତାହା ନୁହଁ | ନିଶା ମହାରଣା ପିଲା ଦିନରୁ ପିଣ୍ଟୁ ନନ୍ଦ ଙ୍କର ବହୁତ ବଡ଼ ଫ୍ରେଣ୍ଡ ଥିଲେ |
ତାହା ଛଡା ନିଶା ଯେତେବେଳେ ପିଣ୍ଟୁ ନନ୍ଦ ଙ୍କର ଏହିଭଳି ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଶୁଣିଥିଲେ ସେତେବେଳେ ତାଙ୍କୁ ବହୁତ ଦୁଃଖ ଲାଗିଥିଲା | ଆଉ ସେ ପିଣ୍ଟୁ ନନ୍ଦ ଙ୍କ ପାଖକୁ ଆସିଥିଲେ ଆଉ ତାଙ୍କର କର୍ମ ଟଙ୍କା ଯାହାକୁ ସେ କଷ୍ଟ କରିକି କମେଇଛନ୍ତି ସେହି ପଇସା ରୁ ସେ ପିଣ୍ଟୁ ନନ୍ଦ ଙ୍କ ସାହାଯ୍ୟ ପାଇଁ ଦେଇଛନ୍ତି | ତାହା ସହିତ 10 ହଜାର ଟଙ୍କା ସେ ଦେଇଛନ୍ତି ପିଣ୍ଟୁ ଙ୍କ ପାଇଁ ବୋଲି କୁହାଯାଉଛି | ତେବେ ନିଶା ଙ୍କର କହିବା କଥା କି ସେ ବିବାଦ ରେ ଅଛନ୍ତି ଆଉ ସବୁଦିନ ପାଇଁ ରହିବେ ମଧ୍ୟ କିନ୍ତୁ ସେ ପିଣ୍ଟୁ ନନ୍ଦ ନିଜ ଇଛା ରେ ସାହାଯ୍ୟ କରିଛନ୍ତି |
ଆଉ ତାହା ସହିତ ନିଶା କହିଛନ୍ତି କି ସେ ଆଗରୁ ମଧ୍ୟ ଅନେକ ସମାଜ ସେବା କରିଛନ୍ତି ଲୋକ ମାନଙ୍କର ଯାହା ତାଙ୍କର ଇନଷ୍ଟାଗ୍ରାମ ଏକାଉଣ୍ଟ ରେ ଦେଖିଲେ ଜାଣି ପାରିବେ |କିନ୍ତୁ ସେତେବେଳେ କେହି ଜାଣି ପାରୁ ନ ଥିଲେ ଏବେ କିନ୍ତୁ ସମସ୍ତେ ଜାଣି ପାରୁଛନ୍ତି ବୋଲି କୁହାଯାଇଛି | ଆଉ ନିଶା ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।