ଶ୍ରୀକୃଷ୍ଣ ଧାରାବାହିକ ରେ ରୁକ୍ମଣୀଙ୍କ ଅଭିନୟ କରୁଥିବା ପିଙ୍କି ପାରିକ୍ଷ ଏବେ ଦେଖାଯାଉଛନ୍ତି ବହୁତ ହଟ୍ ଏବଂ ସୁନ୍ଦର.. ଦେଖିଲେ ଆଶ୍ଚର୍ଯ୍ୟ ହେବେ……

ଆଜିକୁ ପ୍ରାୟ କିଛି ବର୍ଷ ତଳେ ରାମାନନ୍ଦ ସାଗର ନାଁ କେବଳ ରାମାୟଣ ନିର୍ମାଣ କରିଥିଲେ ବରଂ ସେ ଶ୍ରୀକୃଷ୍ଣ ଧାରାବାହିକ ବି ରଚନା କରିଥିଲେ । କହି ରଖୁଛୁ କି ରାମାୟଣ ଧାରାବିହକ ପରି ଏହି ଶ୍ରୀ କ୍ରିଷ୍ଣ ଧାରାବାହିକ ମଧ୍ୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ସେତେବେଳେ ଶ୍ରୀ କୃଷ୍ଣ ଧାରାବିହାକ ମଧ୍ୟ ବହୁତ ଲୋକ ପ୍ରିୟତା ହାସଲ କରି ଥିଲା । ଆଉ ଏହି ଧାରାବାହିକରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଚରିତ୍ର ଲିଭାଇଥିଲେ ସ୍ବର୍ବାଦାମନ ଡି ବାନାର୍ଜୀ ।ତେବେ ଅଭିନେତା ସ୍ବର୍ବାଦାମନ ମଧ୍ୟ ବହୁତ ଗୁଡିଏ ଫିଲ୍ମରେ ଅଭିନୟ କରି ସାରିଛନ୍ତି ।

କିନ୍ତୁ ଆଜି ଆମେ ସେହି ଲୋକପ୍ରିୟ ଧାରାବିହାକ ଶ୍ରୀ କୃଷ୍ଣଙ୍କର ମୁଖ୍ୟ ଅଭିନେତ୍ରୀ ରୁକ୍ମଣୀଙ୍କ ବିଷୟରେ ଏହି ଲେଖା ମାଧ୍ୟମରେ କିଛି କହିବାକୁ ଯାଉଛୁ । ତେବେ ଶ୍ରୀ କୃଷ୍ଣରେ ରୁକ୍ମଣୀଙ୍କ ଚରିତ୍ରରେ ଅଭିନୟ କରୁଥିଲେ ପିଙ୍କି ପାରିକ୍ଷ । କିନ୍ତୁ ଆସି ସେ କେଉଁଠି ଏବଂ କେଉଁ ଭଳି ଭାବରେ ନିଜର ଜୀବନ ଅତିବାହିତ କରୁଛନ୍ତି ସେ ବିଷୟରେ ଜାଣିବା ।


ଶ୍ରୀ କୃଷ୍ଣ ଧାରିବାହିକରେ ପିଙ୍କି ପାରିକ୍ଷ ଏହି ରୁକ୍ମଣୀ ଚରିତ୍ର ରେ ଅଭିନୟ କରିବା ପରେ ଘରେ ଘରେ ପରିଚିତ ତଥା ଲୋକପ୍ରିୟତା ହେବା ସହିତ ବହୁତ ପ୍ରସିଦ୍ଧ ଲାଭ କରି ଥିଲେ । ଆଉ ତାଙ୍କର ସୁନ୍ଦର ମୁଖକୁ ସୁନ୍ଦର ହସ ସମସ୍ତଙ୍କ ମନକୁ ଜିଣି ନେଇ ଥିଲା । ଆଉ ସେମିତିରେ ବି ଶ୍ରୀ କୃଷ୍ଣଙ୍କ ଧାରାବିହକ କୁ ଛାଡି ପିଙ୍କି ପାରିକ୍ଷ ଟେଲିଭିଜନ ଦୁନିଆରେ ଆହୁରି କିଛି ଶୋ୍ ରେ ନଜରରେ ଆସିଥିଲେ ।

ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ଶ୍ରୀକୃଷ୍ଣ ପରେ ପିଙ୍କି ପାରିକ୍ଷ ଟେଲିଭିଜନ ଜଗତରେ ଆଉ ଏକ ଶୋ୍ ଅଲିଫ୍ ଲୈଲା ରେ ନଜରରେ ଆସିଥିଲେ । ଆମେ ଯଦି ତାଙ୍କ ପର୍ସନାଲ ଲାଇଫ୍ କଥା କହିବା ତେବେ ପିଙ୍କି ପାରିକ୍ଷ ଗୁଜୁରାଟରେ ହିଁ ରୁହନ୍ତି , ଆଉ ସେ ବହୁତ ଗୁଡିଏ ଗୁଜୁରାଟୀ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି । ତାଙ୍କୁ ଏକ ଗୁଜୁରାଟୀ ଫିଲ୍ମ ମନମୋଟି କେ କଚ୍ଚ ପାଇଂ ବେଷ୍ଟ ଆକ୍ଟର୍ସର ଆୱର୍ଡ ମଧ୍ୟ ମିଳିଥିଲା । ପିଙ୍କିଙ୍କର ମନଲୋଭା ହସ ସମସ୍ତଙ୍କ ମନ ଜିଣି ନେଇଥିଲା । କିନ୍ତୁ ବର୍ତ୍ତମାନ ସେ ଦୀର୍ଘ ସମୟ ଧରି ଟିଭି ଏବଂ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ।


କିନ୍ତୁ ବର୍ତ୍ତମାନ ଯେତେବେଳେ ପୁଣି ଥରେ ଦର୍ଶକ ମାନେ ତାଙ୍କୁ ଆଉ ଥରେ ଶ୍ରୀକୃଷ୍ଣରେ ଦେଖୁଛନ୍ତି ପୂ୍ର୍ବପରି ତାଙ୍କୁ ବହୁତ ଭଲପାଇବା ଏବଂ ପ୍ରଂଶସା ମିଳୁଛି । ଏହାସହିତ ତାଙ୍କର ବହୁତ ରର୍ଚ୍ଚା ମଧ୍ୟ ହେଉଛି । ତେବେ ଦର୍ଶକ ମାନଙ୍କ କହିବା ଅନୁସାରେ ପିଙ୍କି ପାରିକ୍ଷ ପୁଣି ଥରେ ଟିଭି ଇଣ୍ଡଷ୍ଟ୍ରିକୁ ଫେରି ଆସିବେ । ତେବେ ପିଙ୍କି ପାରିକ୍ଷ ୟେଉଁ ରୁକ୍ମଣୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ତାହା ଦର୍ଶକ ମାନଙ୍କୁ ବହୁତ ହିଁ ପସନ୍ଦ ଆସିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment