Odisha News Portal

ପିଆଜର ଜୁସ୍ ପିଇବା ଦ୍ବାରା ଭଲ ହୋଇଥାଏ ଏହି ମାରାତ୍ମ ରୋଗ ! କେବେବି ପାଖକୁ ଆସେ ନାହିଁ ରୋଗ , ଆଜି ହିଁ ଏହାର ବ୍ୟବହାର କରନ୍ତୁ ଏବଂ ବିଶ୍ବାସ କରନ୍ତୁ…..

ବହୁତ ଲୋକମାନଙ୍କୁ ଯଦି ଖାଦ୍ୟରେ ପିଆଜ ନମିଶିଥାଏ ତେବେ ସେମାନଙ୍କୁ ଖାଦ୍ୟର ସ୍ୱାଦ ମିଳିନଥାଏ । କେତେବେଳେ ପନିପରିବାରେ ପଡିଥାଏ ତ କେତେବେଳେ ସାଲାଟରେ ପଡିଥାଏ ଏହି ପିଆଜ । ମାତ୍ର କେତେଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁ ମାନେ କି କଖାଇବା ପରେ ମୁହଁରୁ ପିଆଜର ଗନ୍ଧ ନବାହାରିବା ପାଇଁ ପିଆଜ ମଧ୍ୟ ଖାଆନ୍ତି ନାହିଁ । ମାତ୍ର ସେହି ଲୋକମାନେ ପିଆଜ ଠାରୁ ମିଳୁଥିବା କେତେକ ଗୁଣରୁ ବଞ୍ଚିତ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କହିବୁ କି ପିଆଜ ଖାଇବା ଦ୍ୱାରା ଆପଣ ମାନଙ୍କର କଣ କଣ ସମସ୍ତ ଫାଇଦା ହୋଇଥାଏ । ଆପଣ ମାନଙ୍କୁ କହିଦେଉଛୁ କି ପିଆଡରେ ଆଣ୍ଡି ଏଲଜିକ୍କ ଏବଂ ଆଣ୍ଟି ଅକ୍ଟିଡେଣ୍ଟରୁ ବଞ୍ଚିବା ପାଇଁ ବହୁତ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପିଆଜର ଫାଇଦା ବିଷୟରେ ।

1–ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରେ


ଆଜିର ସମୟରେ କରୋନା ମହାମାରୀ କାରଣରୁ ପୂରା ଦୁନିଆ ପ୍ରଭାବିତ ହୋଇଛି । ତେବେ ଏହି ସମୟରେ ଏହି କଥା କୁହାଯାଇଛି କି ଆପଣ ନିଜର ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ ରଖନ୍ତୁ । ପିଆଜ ରସ ଦ୍ୱାରା ଇମ୍ୟୁନିଟି ବଢିଥାଏ । ପିଆଜ ମଧ୍ୟରେ ଏମିତି ସମସ୍ତ ତତ୍ତ୍ୱ ରହିଥାଏ ଯାହା ଆମର ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରି ଶରୀର ମଧ୍ୟରେ ରହିଥିବା ବେମାରୀକୁ ନଷ୍ଟ କରିଥାଏ । କେତେକ ଡାକ୍ତର ମାନେ ଏହା ମଧ୍ୟ ମାନନ୍ତି କି ପିଆଜର ନିୟମିତ ରୂପରେ ସେବନ କରିବା ଦ୍ୱାରା ଆମେ କ୍ୟାନସର ଭଳି ବଡ ବେମାରୀ ଠାରୁ ମଧ୍ୟ ବଞ୍ଚିପାରିବା ।

2–ବାଳ ପାଇଁ ଫାଇଦା ହୋଇଥାଏ

ବହୁତ ଲୋକମାନଙ୍କର ବାଳକୁ ନେଇ କରି ବିଭିନ୍ନ ସମସ୍ୟା ରହିଥାଏ ଯେପରିକି ବାଳ ଝଡିବା , ରୂପି ଆଦି ବିଭିନ୍ନ ସମସ୍ୟା ରହିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ପିଆଜ ବହୁତ ଫାଇଦା ପ୍ରଦାନ କରିଥାଏ । ପିଆଜ ରସ ଦ୍ୱାରା ବାଳରେ ରହିଥିବା ସିବମର ସଠିକ ମାତ୍ରା ରହିଥାଏ । ଯାହା ଦ୍ୱାରା ଆମର ବାଳ ମଜବୁତ ମଧ୍ୟ ରହିଥାଏ ଏବଂ ଝଡିବା ମଧ୍ୟ ବହୁତ କମ ହୋଇଥାଏ । ଏହା ପରେ ଯଦି ବାଳ ଝଡୁଥାଏ ତେବେ ପିଆଜ ରସ ମଧ୍ୟ ବହୁତ ଫାଇଦା ଦେଇଥାଏ । କେତେକ ଲୋକ ମଧ୍ୟ ପିଆଜର ରସକୁ ବାଳରେ ଲଗାଇଥାନ୍ତି ଯାହା ଦ୍ୱାରା ସେମାନଙ୍କୁ ବହିତ ଫାଇଦା ମଧ୍ୟ ହୋଇଥାଏ ।

3–ରକ୍ତ ସଂଚାଳନ ଠିକ ହୋଇଥାଏ

ଶରୀର ମଧ୍ୟରେ ଠିକ ମାତ୍ରାରେ ରକ୍ତ ସଞ୍ଚାଳନ ହେବା ଦରକାର । ଯଦି ରକ୍ତ ସଞ୍ଚାଳନ ଠିକ ହୋଇନଥାଏ ତେବେ ଶରୀର ମଧ୍ୟରେ କେତେକ ଅଂଶରେ ରକ୍ତର କମ ହେବା ଦ୍ୱାରା ଆମକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ଡାକ୍ତର ମାନେ ମଧ୍ୟ କହିଥାନ୍ତି କି ଆମେ ନିୟମିତ ଭାବରେ ଖାଦ୍ୟରେ ପିଆଜର ସେବନ କରିବା ଆବଶ୍ୟକ ।

ପିଆଜ ରସ ଦ୍ୱାରା ଶରୀରରେ କ୍ଲଟିଙ୍ଗ ହୋଇନଥାଏ ଏହା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ହୋଇଥାଏ । ଏହା ଦ୍ୱାରା ପିଆଜ ରସ ଦ୍ୱାରା ମଧ୍ୟ ପେଟ ଦ୍ୱାରା ଜଡିତ ଅନ୍ୟ ସମସ୍ୟା ମାନ ମଧ୍ୟ ଦୂରେଇ ଯିବାରେ ବହୁତ ଫଳ ପ୍ରଦାନ କରିଥାଏ । ବହୁତ ଲୋକମାନେ ହଜମ ଏବଂ ଏସିଡିଟିକୁ ଠିକ କରିବା ପାଇଁ ପିଆଜ ରସର ସେବନ କରିଥାନ୍ତି ।

4–ବ୍ଲଡ ପ୍ରେସରକୁ କମ କରିଥାଏ

ବ୍ଲଡ ପ୍ରେସର କମ କିମ୍ବା ବହୁତ ହେବା ଠିକ ହୋଇନଥାଏ । ବ୍ଲଡ ପ୍ରେସର କମ ଏବଂ ବେଶି ହେବା ଦ୍ୱାରା ଆମେ ମାନଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବା ବହୁତ ଜରୁରୀ ବୋଲି ମାନାଯାଏ । ତେଣୁ ପିଆଜର ସେବନ ଏହା ପାଇଁ ବହୁତ ଫାଇଦା ବୋଲି କୁହାଯାଏ । ପିଆଜ ମଧ୍ୟରେ ମ୍ୟାଗନେସିୟମ ହୋଇଥାଏ , ଯାହାକି ବ୍ଲଡ ପ୍ରେସରକୁ ଠିକ ରଖିବାରେ କାମ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।