ଫିଟୁଛି ନୂଆ ଗୁମୁର ! ଭାଉଜଙ୍କର ଅନ୍ୟ ପୁରୁଷ ସହ ସମ୍ପର୍କ ଅଛି… ଦେଖନ୍ତୁ Video

ସମୟ ଏମିତି ବର୍ତ୍ତମାନ ଯେ ସମାଜ ରେ ଅଧିକାଂଶ ସମୟରେ ଏମିତି ଘଟଣା ସବୁ ନଜରକୁ ଆସୁଛି ଯାହା ଦେଖିବାପରେ ଅଶ୍ରୁ ଆସିଯିବ।।ଆଉ ଏବେ ଏକ ଘଟଣା ନଜରକୁ ଆସିଛି ଯେଉଁଠି ବୋହୁ ଅନ୍ୟ ପୁରୁଷ ସହିତ ସମ୍ପର୍କ କୁ ନେଇ ଏମିତି କିଛି ଭିଡ଼ିଓ ଏବେ ଭାଇରଲ ହୋଇଛି। ତେବେ ଆସନ୍ତୁ ସେହି ଘଟଣା ସମ୍ପର୍କରେ ଜାଣିବା। ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଏକ ପାରିବାରିକ ବିବାଦ ଦେଖା ଦେଇଛି ଯାହା ପୁଣି ଦୁଇ ବୃଦ୍ଧା ଅବସ୍ଥାରେ ଘଟିଛି। ଆଉ ସେହି ଘଟଣା ଟିରେ ଏମିତି କିଛି ଜନ୍ମ ଦେଇଥିବା ପୁଅ ମଧ୍ୟ କରିଛି ତାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି।

ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଘଟଣା ନଜରକୁ ଆସିଥାଏ ଯେଉଁଠି କିଛି ପରିବାର ମଧ୍ୟରେ ବିବାଦ ହୋଇଥାଏ। ବର୍ତ୍ତମାନ ସମୟ ରେ ଅଧିକାଂଶ ସମୟରେ ପୁଅ ମାନେ ବଡ଼ ହୋଇଯିବା ପରେ ନିଜର ଜନ୍ମ କରିଥିବା ନିଜ ବାପା ଓ ମା ଙ୍କ ସହିତ ଏମିତି ବ୍ୟବହାର କରିଥିବା ନେଇ ଅଭିଯୋଗ ଆସି ଥାଆନ୍ତି।

ଆଉ ପରିବାରିକ କଳହ କୁ ନେଇ ଅନେକ ସମୟରେ ଅନେକ ଘଟଣା ସବୁ ସାମ୍ନା କୁ ଆସିଥାଏ ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଅନେକ ପୁଅ ମାନେ ଅଛନ୍ତି ଯେଉଁମାନେ ବିବାହ ହେବା ପରେ ସ୍ତ୍ରୀ ସହିତ ମିଶି କରି ନିଜ ବାପା ଓ ମାଆ ଙ୍କୁ କଷ୍ଟ ଦେଇ ଥାଆନ୍ତି ଏବଂ ବହୁତ ନିର୍ଯ୍ୟାତନା ମଧ୍ୟ ଦେଇ ଥାଆନ୍ତି ଯାହାର ଭିଡ଼ିଓ ଅନେକ ସମୟରେ ଦେଖିବାକୁ ମିଳି ଥାଏ। ଆଉ ସମାଜ ରେ ଏହିଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ ଆଉ କେଉଁଠି ପୁଅ ଓ ବୋହୂ ଦୁହେଁ ମିଶି କରି ହଇରାଣ କରି ଥାଆନ୍ତି ଆଉ କେଉଁଠି ତାଙ୍କୁ ଘରୁ ବାହାର କରି ଦେବା ଭଳି ଦେଖିବାକୁ ମିଳିଥାଏ । ହେଲେ ଏଠାରେ ଏକ ଘଟଣା ଭାଇରଲ ହୋଇଛି ଯେଉଁଠି ନିଜର ଜନ୍ମିତ ପୁତ୍ର ଓ ବଧୁ ମିଶି ନିଜର ବାପା ଙ୍କ ସହିତ ଏମିତି କିଛି କରିଛନ୍ତି ଯାହା କୁ ନେଇ ଏବେ ଅଭିଯୋଗ ଆଣିଛନ୍ତି।

ଆଉ ବୋହୁ ନିଜର ଶାଶୁଙ୍କୁ ବହୁତ ମାଡ଼ ମାରିଥିବା ସହିତ ଅନେକ ନିର୍ଯ୍ୟାତନା ଦେଇ ଥାଆନ୍ତି ଯାହାକୁ ନେଇ ଆଇନ ର ଆଶ୍ରୟ ନେଇଛନ୍ତି। ଆଉ ଏଠାରେ ଦୁଇ ବାପା ଓ ମାଆ ଏବେ କାନ୍ଦି କାନ୍ଦି ବାହାରେ ବୁଲୁଛନ୍ତି ଏବଂ ତାଙ୍କୁ ଘରୁ ବାହାର କରି ଦେଇଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ଆଉ ବୃଦ୍ଧା ବାପା ଜଣଙ୍କ ଏମିତି କିଛି ବୟାନ ଦେଇଛନ୍ତି ଯେ ସେହି ବୋହୁ ଜଣଙ୍କ ଅନ୍ୟ ଏକ ପୁରୁଷ ସହିତ ସମ୍ପର୍କ ରଖିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ମଧ୍ୟ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment