Phd ଭିକାରି ହୋଇ କହୁଛନ୍ତି ଅନର୍ଗଳ ଇଂରାଜୀ ( English )… ଭିଡ଼ିଓ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ଘଟଣା ନଜରକୁ ଆସିଥାଏ ଯାହା ସମସ୍ତଙ୍କୁ ଚମକାଇ ଦେଇଥାଏ। ଆଉ ଏହିଠାରେ ଆପଣ ମାନେ ମଧ୍ୟ ଏକ ଭିଡ଼ିଓ ଦେଖିବାକୁ ପାଇଥିବେ ଯେଉଁଠି ଜଣେ ବୃଦ୍ଧା ବ୍ୟକ୍ତି ଏମିତି କିଛି କହିଛନ୍ତି ଯାହା ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ସେହି ଘଟଣା ସମ୍ପର୍କରେ ଜାଣିବା।

ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏଠାରେ ଜଣେ ବୃଦ୍ଧା ଯାହା କହିଛନ୍ତି ତାହା ଶୁଣିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଯାହା ଏବେ ଭାଇରଲ ଲାଗିଛି ।।ଜଣେ ମହିଳା ଏମିତି କହିଲେ ତାହାକୁ ଶୁଣିବା ପରେ ଚମକି ପଡିବେ। ଯେଉଁ ସମୟରେ ତାଙ୍କର ଘରେ ବସି ବିଶ୍ରାମ ନେବା କଥା ହେଲେ ତାଙ୍କର ଏହିଭକି ଜ୍ଞାନ ଓ ବାହାରେ ବୁଲି ବୁଲି ତାହା ସମସ୍ତ ଙ୍କୁ ଚମକାଇ ଦେଇଛି। ଆଉ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ଲୋକଙ୍କ ପ୍ରତିଭା ଓ କଥା ନଜରକୁ ଆସିଥାଏ ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି।

ଆଉ ଏମିତି ଘଟଣା ନଜରକୁ ଆସିଥାଏ ଯାହା ବେଳେ ବେଳେ ଛୋଟ ପିଲାଙ୍କ ପ୍ରତିଭା ହୋଇ ପାରେ ଆଉ କେତେବେଳେ କୌଣସି ବ୍ୟକ୍ତିଙ୍କର ଏମିତି କିଛି ବୟାନ ଓ ପ୍ରେରଣା ତାହାକୁ ଶୁଣିବା ପରେ ସମସ୍ତେ ପ୍ରଶଂସା ମଧ୍ୟ କରି ଥାଆନ୍ତି। ଆଉ ଏଠାରେ ଜଣେ ବୃଦ୍ଧା ଏମିତି କହିଛନ୍ତି ଯାହା ଜଣେ ଶିକ୍ଷା ମନ୍ତ୍ରୀ ପାଖରେ ଶୁଣି ନ ଥିବେ କିନ୍ତୁ ଏହି ବୃଦ୍ଧା ନୁହେଁ କେଉଁ ଶିକ୍ଷା ମନ୍ତ୍ରୀ ବା ଶିକ୍ଷା ବିଭାଗର କୌଣସି ଅଫିସର ହେଲେ ତାଙ୍କର ଏମିତି ଚିନ୍ତଧାରା ଯାହା ଏବେ ଜୋର ରେ ଭାଇରଲ ହୋଇଛି।ଆଉ ଏମିତି ବାର୍ଦ୍ଧକ୍ୟ ଅବସ୍ଥାରେ ତାଙ୍କର ଏହିଭଳି ଚିନ୍ତଧାରା ଓ କଥା ବାର୍ତ୍ତା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଆଉ ସେହି ବୃଦ୍ଧାଙ୍କ ର ଏମିତି କଥା ବାର୍ତ୍ତା ତାହା କୌଣସି ଛୋଟ କଥା ନୁହେଁ। ଆଉ ସେ ଯାହା ସବୁ ଏଠାରେ କହିଛନ୍ତି ତାହା କହିବାକୁ ଗଲେ ସତ୍ୟ।

ଏହି ଭିଡ଼ିଓ ଟିରେ ଜଣେ ବୃଦ୍ଧା ସାମ୍ନା କୁ ଆସିଛନ୍ତି ଯେଉଁଠି ସେ ଦେଶ ର ଶିକ୍ଷା ବ୍ୟବସ୍ଥା କୁ ନେଇ ଏମିତି କିଛି ବୟାନ ଦେଇଛନ୍ତି ଯାହା ଶିକ୍ଷା ବ୍ୟବସ୍ଥା କୁ ଦୋହଲାଇ ଦେବ। ଆଉ ସେ କହିଲେ କି ଦେଶର ବେକାରୀ ସମସ୍ୟା ସମ୍ପର୍କରେ ଏବଂ ସରକାର ଶିକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଅନ୍ତୁ। ଆଉ ସମସ୍ତଙ୍କୁ ନିଯୁକ୍ତି ଦିଆ ଯାଉ ଯେଉଁମାନେ ଉଚ୍ଚ ଶିକ୍ଷିତ କରିଛନ୍ତି। ଆଉ ସେହି ବୃଦ୍ଧା ଜଣଙ୍କ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଯିଏ କି ଅନେକ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଯାହା ତାଙ୍କୁ ଏମିତି ଅବସ୍ଥାରେ ପହଞ୍ଚାଇ ଦେଇଛି। ଆଉ ସେ M. A, B. ed, P. Hd ମଧ୍ୟ କରିବା ପରେ ଅର୍ଥାତ ଡକ୍ଟରେଟ ପାଇବା ପରେ ନିଯୁକ୍ତି ପାଇଁ ନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment