ପାଟ୍ରୋଲିଂ ଗାଡ଼ିକୁ ଦେଖି କୁନି ପିଲା ଜଣକ ମାମୁଁ ଡାକି ଦେଲା ବୋଲି… ଗାଡିରୁ ଓହ୍ଲାଇ ସେକି ଦେଲେ… ଦେଖନ୍ତୁ Video

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ଭିଡ଼ିଓ ସବୁ ଭାଇରଲ ହୋଇଥାଏ ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଚମକି ପଡି ଥାଆନ୍ତି ଆଉ ଏବେ ସେହି ପରି ଏକ ଘଟଣା ଯାହା ଛୁଆ ମାନଙ୍କର କିଛି ଭୁଲ ପାଇଁ ପୋଲିସ ଯାହା କରିଲେ ରାସ୍ତା ମଝିରେ ତାହା ଜାଣିବା ପରେ ମୁଣ୍ଡରେ ହାତ ଦେବେ।ଏଠାରେ ଏଜ ଭିଡ଼ିଓ ଚାରିଆଡେ ଚହଳ ସୃଷ୍ଟି କରୁଛି ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଆଉ ଏମିତି କେବେ ବୋଧ ହୁଏ ଦେଖି ନଥିବେ ଯାହା ଗୋଟିଏ ମୋବାଇଲ ରୁ ଆଉ ଗୋଟିଏ ମୋବାଇଲ କୁ ଘୁରି ବୁଲୁଛି। ବର୍ତ୍ତମାନ ଏବେ ଜଣେ କୁନି ପିଲା ଏମିତି କିଛି କରି ଦେଲା ଯେ ଯାହା ପାଇଁ ତାକୁ ଦଣ୍ଡିତ ହେବାକୁ ପଡିଲା।।ଆପଣ ମାନେ ଛୋଟ ସମୟରେ ଏମିତି କେତେ ନଖରାମି କରିଥିବେ ଯାହା କିଛି ବାହାରକୁ ଆସିଥାଏ ଆଉ କିଛି ନିଜ ଘର ଭିତରେ ରହିଯାଏ। ହେଲେ ଏବେ ଡିଜିଟାଲ ଯୁଗ ଯାହା କିଛି ଘଟଣା ଘଟୁଛି ତାହା ସଂଗେ ସଂଗେ ଚାରିଆଡେ ଭାଇରଲ ହୋଇ ଯାଉଛି। ଏହା କମ ସମୟ ଓ ଅଳ୍ପ ଖର୍ଚ୍ଚ ଭିତରେ ସହଜରେ ଲୋକଙ୍କ ନିକଟରେ ପହଂଚି ପାରୁଛି।

ଆଉ ଏବେ ସେହିପରି ଏକ ଘଟଣା ନଜରକୁ ଆସିଛି ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ରାଗିଯିବେ କାରଣ ଏତେ ଛୋଟ ବୟସରେ ପିଲା ମାନେ ସାଧାରଣତଃ ଦୁଷ୍ଟ ହୋଇ ଥାଆନ୍ତି। ଆଉ ପିଲା ଦିନେ କେତେ ଛୁଆ କିଛି କିଛି ଭୁଲ କାମ ମଧ୍ୟ କରି ଥାଆନ୍ତି ଯାହା ତାଙ୍କ ଅଜାଣତରେ ହୋଇଥାଏ। ଆଉ କିଛି ଭୁଲ ସେମାନେ ଜାଣି ପାରନ୍ତି ନାହିଁ। ତାଙ୍କର ଭୁଲ ପାଇଁ ଠିକ ବାଟ କହିଲେ ସେମାନେ ଶିଖିବେ ହେଲେ ତାଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବା ଯଦି ସେମାନେ ବୁଝି ପାରିବେ ନାହିଁ। ତେବେ ଏଠାରେ ଏକ କୁନି ପିଲା ତାର ସାଙ୍ଗ ମାନଙ୍କ ସହିତ ଯିବା ସମୟରେ ପୋଲିସ ବାବୁଙ୍କୁ କିଛି ଭୁଲ ରେ ଡାକିଛନ୍ତି ଯାହା ପାଇଁ ତାଙ୍କୁ ଦୁଇ ଚାପୁଡ଼ା ଖାଇବାକୁ ପଡିଲା ଏବଂ ଗାଳି ମଧ୍ୟ କରିଥିଲେ। ଏଠାରେ ସେହି ପୋଲିସ ଜଣଙ୍କ ପ୍ରଥମେ ଗାଳି କରି ଗାଡି ରେ ବସିବା ପାଇଁ କହିଲେ ଛୁଆଟି ମନା କରିବାରୁ ଗାଡିରୁ ଆସି ମାରିଥିଲେ ଏବଂ ଭୁଲ ମାଗିବା ପାଇଁ କହିଲେ ଯାହା ଏଠାରେ ସେହି ଛୁଆଟି ଅଭିଯୋଗ କରିଛି।

ଆଉ ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହୋଇଛି ଏବଂ ବିଭିନ୍ନ ମହଲ ରେ ସମାଲୋଚନା ମଧ୍ୟ ଚାଲିଛି। ଛୁଆ ଟି କେବଳ ପୋଲିସ ଙ୍କୁ ” ମାମୁଁ ” ବୋଲି ଡାକି ଦେଇଥିଲା ଯାହା ସେମାନେ ଶୁଣି ପାରିଥିଲେ। ସେଠାରେ ସେମାନେ ରାଗି ଯାଇ ଆସି ଗାଳିଗୁରଜ ସହିତ ମାଡ଼ ମାରିଥିଲେ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।ଛୁଆ ମାନେ ସାଧାରଣତଃ ଭୁଲ କଲେ ତାଙ୍କୁ ବୁଝାଇ ଦିଆଯାଇ ଥାଏ ହେଲେ ଏମିତି ତାଙ୍କ ସହ କରିବା ତାହା ନିନ୍ଦନୀୟ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ କହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment