ହେ ଭଗବାନ ! ପେଟ୍ରୋଲ ପମ୍ପରେ ଦବିଲା ସ୍ଲାପ୍, ପଡିଗଲେ ବ୍ୟକ୍ତି, ଏହି ଭୟାନକ ଦୃଶ୍ୟ ଦେଖିଲେ ଗୋଡ ତଳୁ ମାଟି ଖସି ଯିବ… ଦେଖନ୍ତୁ ଥରେ ଏହି Video

ଆପଣ ମାନେ ପ୍ରତିଦିନ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ନିଶ୍ଚିତ ଭାବରେ। ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ସ୍ମାର୍ଟଫୋନ ରହିଛି। ଛୋଟ ଛୁଆ ଠାରୁ ବଡ଼ ଲୋକ ସମସ୍ତେ ସୋସିଆଲ ମିଡିଆରେ ଓତଃପ୍ରେତ ଭାବରେ ଜଡ଼ିତ ହୋଇ ରହିଥାନ୍ତି। ଅନେକ କିଛି ଭିଡ଼ିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲା ପରେ ଆମକୁ ଅନେକ ଆଶ୍ଚର୍ଯ୍ୟ କରିଥାଏ। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିଥିବେ। କେଉଁ ଭିଡ଼ିଓ ଦେଖି ଆପଣଙ୍କୁ ହସୁଥୁବେ, କେଉଁ ଦେଖି ଆପଣଙ୍କ ଆଖିରୁ ଲୁହ ଆସୁଥିବ, ଏବଂ କିଛି ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିବେ।

ଏସବୁ କହିବାର ଅର୍ଥ ହେଉଛି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓ ରେ ପେଟ୍ରୋଲ ପମ୍ପରେ ମାଟି ଧସି ଖସି ପଡ଼ିଲେ ଗ୍ରହକ ଏବଂ ପେଟ୍ରୋଲ ପମ୍ପର କର୍ମଚାରୀ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେଉଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ସମ୍ପର୍କରେ। ବନ୍ଧୁଗଣ ଦୃଘଟଣା କେତେବେଳେ କେଉଁଠାରେ କେଉଁ ପରିସ୍ଥିତିରେ ଘଟିବ ତାହା କେହି କହିପାରିବେ ନାହିଁ। କାରଣ ଅଘଟଣା କାହାକୁ ଜଣେଇ ଆସିନଥାଏ। ଏହା ଅଚାନକ ଆସିଥାଏ, ଆଉ ନିମିଶକ ମଧ୍ୟରେ ସବୁ ଶେଷ କରିଦେଇଥାଏ। ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ସମସ୍ତଙ୍କ ପରି ଲୋକ ମାନେ ପେଟ୍ରୋଲ ପକେଇବା ପାଇଁ ପେଟ୍ରୋଲ ପମ୍ପକୁ ଯାଇଥିଲେ। ଠିକ ଏହି ସମୟରେ ହଠାତ ଜଣେ ଗ୍ରାହକଙ୍କ ମୋବାଇଲ ରେ ଫୋନ କୋଲ ଆସିଲା। ଏହାପରେ ସେ କଥା ହେବା ପାଇଁ କିଛି ପାଦ ଗଲେ। ହଠାତ ପ୍ଲେଟ ଭାଙ୍ଗି ଖସି ପଡିଲେ। ଭିତରେ ସମ୍ପୂର୍ଣ୍ଣ ପାଣି ଏହାପରେ ତାଙ୍କୁ ଧରିବା ପାଇଁ ପେଟ୍ରୋଲ କର୍ମଚାରୀ ମାନେ ଆସିଲେ। ସେମାନେ ମଧ୍ୟ ସେହି ଗାତ ଭିତରେ ଖସି ପଡିଲେ। ଏପରି ଅନ୍ୟ ମାନେ ମଧ୍ୟ ଜଣକ ପରେ ଜଣେ ଖସି ପଡିଲେ। କେହି କିଛି ଭାବିବା ପୂର୍ବରୁ ସମସ୍ତେ ଗାତ ମଧ୍ୟରେ ଖସି ପଡିଲେ। ହେଲେ ପ୍ରଥମେ ଯେଉଁ ବ୍ୟକ୍ତି ଜଣକ ଖସି ପଡ଼ିଥିଲେ। ସେ କିନ୍ତୁ ଦୁଇ ହାତ ଧରି ଉପରକୁ ଉଠିଆସିଲେ।

ତାଙ୍କୁ ଉଦ୍ଧାର କରିବା ପାଇଁ ଯେଉଁ ମାନେ ସମସ୍ତେ ଯାଇଥିଲେ। ସେମାନେ ସବୁ ପାଣିରେ ପଡ଼ିଗଲେ। ତେବେ ବନ୍ଧୁଗଣ ଏହି ଘଟଣାଟି କେଉଁ ସ୍ଥାନରେ ଘଟିଛି। ତାହା ଆମ ପାଖରେ କୌଣସି ସଠିକ ସୂଚନା ମିଳିପାରି ନାହିଁ। ତେଣୁ ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ। ଏହି ଘଟଣାରେ କାହାକୁ ଆମେ ଦୋଷ ଦେବା। ବିପଦ ଯେତେବେଳେ ଆସିବ କେତେବେଳେ ଆସିବ କେଉଁ ପରିସ୍ଥିତିରେ ଆସିବ ତାହା କହିବା ଭାରି ମୁସ୍କିଲ। ଯାହାବି ହେଉ ଭିଡ଼ିଓଟି ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment