ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କର କାର୍ଯ୍ୟଶୈଳୀ ଏମିତି ଥାଏ ଯେ ଅଧିକ ସମୟ ଆମକୁ ବସିରହିବା ପାଇଁ ପଡିଥାଏ , ସେହି ମାନଙ୍କ ଠାରେ ପେଟ ଅଧିକ ବାହାରକୁ ବାହାରିବା ସମସ୍ୟା ଦେଖାଯାଇଥାଏ । ଶରୀରକୁ ୱାକଆୁଟ କରିବା ବା ଠିକ୍ ସମୟରେ ଖାଇବା ଆଦି .କାର୍ଯ୍ୟ ଆମେ ଠିକ୍ ଭାବରେ କରି ପାରି ନଥାଉ , ଯାହାର କୁପ୍ରଭାବ ସିଧାସଳଖ ଆମ ଶରୀର ଉପରେ ପଡିଥାଏ । ଶରୀରକୁ ଯେତିକି ପରିମାଣରେ ନ୍ୟୁଟ୍ରିସିଅନ ଆବଶ୍ୟକ ତା ଠାରୁ ଅଧିକ ହୋଇଯାଏ , ସେହି ସବୁ ଜିନିଷ ଆମ ଶରୀରରେ ଫ୍ୟାଟ ହୋଇ ଡିପଜିଟ୍ ହୋଇଯାଇଥାଏ ।
ପେଟର ଚର୍ବି କେମିତି କମିବେ :-
ଯେଉଁ ରେସିଡେଣ୍ଟାଲି ୱାକର ସେମାନେ 1600 କ୍ୟାଲେରୀ ର ଖାଦ୍ୟ ଖାଇପାରିବେ , ସେମାନେ ବେଲି ଫ୍ୟାଟ ଏକ୍ସାସାଇଜ କରିବା ନିହାତି ଉଚିତ୍ । ପ୍ରତ୍ୟେକ ଦିନ 30 ରୁ 40 ମିନିଟ ନରମାଲ ୱାକ କରନ୍ତୁ , ତାହେଲେ ମଧ୍ୟ ଆପଣଙ୍କ ଶୀରୀରରେ ମେଟାବୋଲିଜିମ ଇନକ୍ରିଜ ହୋଇଥାଏ । ଅଳ୍ପ ପରିମାଣରେ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଆବଶ୍ୟକ ପରିମାଣରେ ପାଣିର ସେବନ କରନ୍ତୁ । ଯେଉଁମାନେ ଅଧିକ ଟାଇମ ଅଫିସରେ ବସୁଛନ୍ତି , ତ ସେମାନେ ଯେତେବେଳେ ଲଞ୍ଚ ଖାଉଛନ୍ତି ବା ବ୍ରେକଫାଷ୍ଟ ଖାଉଛନ୍ତି । ତେବେ ଖାଇ ସାରି ତୁରନ୍ତ ଡେକ୍ସ ରେ ବସି କାମ କରନ୍ତୁ ନାହିଁ । 10 ରୁ 15 ମିନିଟ ଏପଟ ସେପଟ ଯିବା ଆସିବା କରନ୍ତୁ ।
ଦିନ ତମାମ କଣ ଖାଇବେ :-
ସାକାଳର ଆରମ୍ଭ ଗୋଟିଏ ଲିକୁଇଡ ରୁ ଆରମ୍ଭ କରିବା ଉଚିତ୍ , ହାଲକା ନଖ ଉଷମ ପାଣି ଆଫଣ ମାନେ ଏକ ଗ୍ଲାସ ଓ ସେଥିରେ ଏକ ଚାମଚ ମେଥି ପାଉଡର ସେବନ କରିପାରିବେ । ଜଦି ଆପଣ ୱାକ କରିବା ପାଇଁ ଜାଉଛନ୍ତି , ତେବେ ଖାଲିପେଟରେ ଏକ୍ସାସାଇଜ କରିବେ ନାହିଁ , ଏଥିପାଇଁ ଆପଣ ମାନେ ଗୋଟିଏ ବାନାନ ଖାଇପାରିବେ ବା ବ୍ରାଉନବେଡ ବଟର ମିଶେଇ ଖାଇପାରିବେ । ବ୍ରେକଫାଷ୍ଟରେ ଉଡ୍ସ , ମାଣ୍ଡିଆ , ଛତୁଆ , ଇଟିଲି ଓ ଘର ତିଆରି ଜୁସ୍ ମଧ୍ୟ ନେଇ ପାରିବେ । ଲଞ୍ଚରେ ରୁଟି କିମ୍ୱା ରାଇସ୍ ନେଇ ପାରିବେ କିନ୍ତୁ ଏକା ସହିତ ରୁଟି କିମ୍ୱା ରାଇସ୍ ଖାଆନ୍ତୁ ନାହିଁ ।
ଇଭନିଙ୍ଗରେ ଗୋଟିଏ ଗ୍ରୀନ ଟି ନେଇ ପାରିବେ , ଗୋଟେ କିମ୍ୱା 2 ଟା ଏଗ୍ ୱାଇଟ୍ ନେଇପାରିବେ । ରାତିରେ ସବୁଠୁ ହାଲକା ମିଲ୍ ଖାଇବା ଉଚିତ୍ , ଯେତେକମ୍ କମ ଖାଇପାରିବେ । ଡାଲି , ବା ସନ୍ତୁଳା , ଭଜା , କିମ୍ୱା ଅଣ୍ଡା ଆମଲେଟ ବା ଚିକେନ ମଧ୍ୟ ନେଇ ପାରିବେ । ଖାଇସାରିବା ପରେ ବେଡ୍ କୁ ଯାଆନ୍ତୁ ନାହିଁ , ଏଥିସହିତ 30 ରୁ 40 ମିନିଟ ୱାକ କରନ୍ତୁ ଏବଂ 3 ରୁ 4 ଲିଟର ପାଣି ସେବନ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।