OMG ! “ପେଗ ବଢ଼େଇ ଦେ ” ଗୀତରେ ଅଭିନେତ୍ରୀ ଉଷାସୀଙ୍କ ଧମାକାଦାର ଡ୍ୟାନ୍ସ… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…ଦେଖନ୍ତୁ Video

ବନ୍ଧୁଗଣ ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଉଷାଶୀ ମିଶ୍ର ଙ୍କୁ କିଏ ଅବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ହୋଇଥାଏ। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ଓଲିଉଡ ର ସୁଇଟ ଆଣ୍ଡ କ୍ୟୁଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି ଉଷାଷି ମିଶ୍ର।

ଏବେ ସେ ଧାରାବାହିକ ମାନଙ୍କରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି।ଏହି ଅଭିନେତ୍ରୀ ଜଣଙ୍କ ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।

ସେ ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି। ଅନେକ ସମୟରେ ସେ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖି ଥିବାର ଦେଖିବାକୁ ମିଳିଥାଏ।ତେବେ ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ସେ ଏକ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସିଛନ୍ତି। ସେ ଡାନ୍ସ କରୁଥିବା ଏହି ଗୀତଟି ହେଉଛି, ପେଗ ବଢେଇ ଦେ ସାଙ୍ଗଟିକେ ପେଗ୍ ବଢେଇ ଦେ। ତେବେ ଏହି ଗୀତରେ ଅଭିନେତ୍ରୀ ଜଣଙ୍କ ଯେଉଁଭଳି ଭାବରେ ଘର ଭିତରେ ଡାନ୍ସ କରୁଛନ୍ତି ତାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

ଯେମିତି ଗୀତର ତାଳ ଏବଂ ଭାବରେ ଝୁମି ଝୁମି ସେ ନାଚୁଛନ୍ତି ଏବଂ ଗୀତରେ ହଜି ଯାଇଛନ୍ତି, ସେମିତି ଲାଗୁଛି ଏହି ଭିଡିଓ ଦେଖି। ଶାଢ଼ି ପିନ୍ଧି ଉଷାଷୀ ମିଶ୍ର ବେଶ୍ ଜବରଦସ୍ତ ଡାନ୍ସ କରୁଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣବି ଏହି ଅଭିନେତ୍ରୀ ଜଣଙ୍କ ର ଏପରି ଡାନ୍ସ ର ଦୃଶ୍ୟକୁ ଦେଖି ବହୁତ୍ ଉପଭୋଗ କରିବେ ଏବଂ ଖୁସି ହେବେ। ତେବେ ତାଙ୍କର ଏଭଳି ଡାନ୍ସ ର ଅନ୍ଦାଜ କୁ ଦେଖି ପ୍ରଶଂସକ ମାନେ ଅନେକ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment