Odisha News Portal

ପେଟ ଜନିତ ସମସ୍ୟାକୁ 1 ମିନିଟରେ ଦୂର କରିବ , କେବଳ ଏହି ଘରୋଇ ଉପାୟ କୁ ସେବନ କରିବା ଦ୍ବାରା !..

ଆଜିର ଦିନରେ ଅନେକ ଲୋକମାନଙ୍କୁ ପେଟ ଜନିତ ସମସ୍ୟା ଭୋଗିବାକୁ ପଡେ । ଗ୍ୟାସ , ଏସିଡିଟି , କବଜ . ପେଟରେ ଜ୍ୱଳନ ଏହିପରି ଅନେକ ପ୍ରାକର ପେଟ ସମସ୍ୟା ଦେଖିବାକୁ ପଡେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପ୍ରାକୃତିକ ଉପାୟ ବିଷୟରେ କହିବୁ ଯାହାର ଥରେ ମାତ୍ର ସେବନ ଦ୍ୱାରା ଆପଣଙ୍କର ସମସ୍ତ ପ୍ରକାର ପେଟ ସମସ୍ୟା ଦୂର ହୋଇଯିବ । ଆପଣ ମାନେ ନିଶ୍ଚିତ ରୂପରେ ଏହାକୁ ବ୍ୟବହାର କରନ୍ତୁ । ଏହି ଉପାୟକୁ ଆପମ ମାନେ ନିହାତି ଆପଣାନ୍ତୁ । ଆପଣଙ୍କର ପେଟର ଅନେକ ସମସ୍ୟାକୁ ଏହା ଦୂର କରିଦେବ । ତେବେ ଆସନ୍ତୁ ଜାଣିବା କି ଆପଣ ମାନେ ଏହାକୁ କେମିତି ବନେଇବେ ଏବଂ ଏହାର ସେବନ କିପରି ଭାବରେ କରିବେ ।

ଏହି ଉପଚାର ବନେଇବା ପାଇଁ ଆପଣ ମାନଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ତାହା ହେଉଛି ଜିରା । ଆପଣ ମାନଙ୍କୁ 50 ଗ୍ରାମ ମାତ୍ରାରେ ଜିରାର ଆବଶ୍ୟକତା ପଡିବ । ଦ୍ୱିତୀୟ ସାମଗ୍ରୀ ଆପଣ ମାନଙ୍କୁ ଆବଶ୍ୟକ ତାହା ଅଟେ ଗୋଲ ମରିଚ । ଗୋଲ ମରିଚ ମଧ୍ୟ 50 ଗ୍ରାମର ଆବସ୍ୟକତା ରହିଛି ।

ତୃତୀୟ ସାମଗ୍ରୀ ଆବଶ୍ୟକ ତାହା ହେଉଛି ଛୋଟ ଗୁଜୁରାତି । ଆପଣ ମାନଙ୍କୁ ଛୋଟ ଗୁଜୁରାତିର ମଞ୍ଜି 25 ଗ୍ରାମ ଆବଶ୍ୟକ । ଚତୁର୍ଥ ସାମଗ୍ରୀ ଆବଶ୍ୟକ ତାହା ହେଉଛି ମିଶିରି । ଆପଣ ମାନେ ଏହି ସମସ୍ତ ସାମଗ୍ରୀକୁ ଗୁଣ୍ଡ କରି ଦିଅନ୍ତୁ । ଗୁଣ୍ଡ କରି ତାହାର ଏକ ପାଇନ ପାଉଡର ପ୍ରସ୍ତୁତ କରନ୍ତୁ । ଆପଣ ମାନେ ଏହି ପାଉଡରକୁ କୌଣସି ଏକ ଟାଇପ କଣ୍ଟେନରରେ ଷ୍ଟୋର କରି ରଖିପାରିବେ ।


ଏହାର ସେବନ ପାଇଁ ଆପଣ ମାନଙ୍କୁ ଆବଶ୍ୟକ ଅଧା ଚାମୁଚ ଦହି । ଆପଣ ମାନେ ସେହି ଦହିରେ ଏକ ଚାମୁଚ ଏହି ଗୁଣ୍ଡକୁ ମିସାନ୍ତୁ । ଆପଣ ମାନେ ଏହାକୁ ଖାଇବାର ଅଧଘଣ୍ଟା ପୂର୍ବରୁ ସେବନ କରନ୍ତୁ । ଦୁଇ ପ୍ରହର ଖାଇବାର ଅଧ ଘଣ୍ଟା ପୂର୍ବରୁ ବା ରାତ୍ରି ଖାଇବାର ଅଧଘଣ୍ଟା ପୂର୍ବରୁ ଆପଣ ମାନେ ଏହାର ସେବନ କରନ୍ତୁ । ଏହା ଆପଣ ମାନଙ୍କର ପେଟ ଜନିତ ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ।

ଏହା ଆପଣ ମାନଙ୍କର କବଜ , ଏସିଡିଟି , ଗ୍ୟାସ , ପେଟରେ ଜ୍ୱଳନ , ଖଟା ହେକୁଟି ଏହି ସମସ୍ତ ସମସ୍ୟାକୁ ଏହା ଦୂର କରିଥାଏ । ଆପଣ ମାନେ କେବଳ 15 ଦିନ ଏହାର ସେବନ କରନ୍ତୁ ଦେଖିବେ ସମସ୍ତ ସମସ୍ୟା ଆପଣ ମାନଙ୍କର ଦୂର ହୋଇଯିବ । ଆପଣଙ୍କର ପେଟର ଯାବତୀୟ ସମସ୍ୟା ଏହା ଦୂର କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।