ପରିବାର ସହ ଦେଶ ଛାଡ଼ିବେ ଅମ୍ୱାନୀ ! ଏହି ଦେଶରେ କିଣିଛନ୍ତି ୩୦୦ ଏକର ଜମି, ପୁରା ଘଟଣା ଜାଣିଲେ ହୋସ ଉଡିଯିବ…

ଭାରତରେ ଅନେକ ଲୋକ ମାନେ ଧନୀ ଶ୍ରେଣୀର ରହି ଥାଆନ୍ତି। ସେମାନେ ସବୁବେଳ ପାଇଁ ବିଳାସପୂର୍ଣ୍ଣରେ ଜୀବନ କଟାଇବାକୁ ଇଚ୍ଛା ପ୍ରକାଶ କରି ଥାଆନ୍ତି। କଥାରେ ଅଛି ‘ଆଜି ଯିଏ ଗରିବ କାଲି ସିଏ ଧନୀ’ ହୋଇଥାଏ। ଧନୀ ଶ୍ରେଣୀର ଲୋକ ମାନେ ସବୁବେଳ ପାଇଁ ଅଏସ ଆରାମରେ ରହିବା ପାଇଁ ଚିନ୍ତା କରି ଥାଆନ୍ତି। ତାଙ୍କ ଶରୀରରେ ଯେମିତି ଟିକେ କୌଣସି ବି ଆଘାତ ହେବ ନାହିଁ, ସେହି ବିଷୟରେ ସେ ଭାବୁ ଥାଆନ୍ତି। ସେ ଜୀବନକୁ ସୁନ୍ଦର ଭାବରେ ଗଢ଼ି ତୋଳିବା ପାଇଁ ଇଚ୍ଛା ପ୍ରକାଶ କରି ଥାଆନ୍ତି। ତେବେ ନିକଟରେ ଏକ ବଡ଼ ଖବର ଶୁଣିବାକୁ ମିଳିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖି ବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଏସିଆର ସର୍ବଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀ ବର୍ତ୍ତମାନ ପରିବାର ସହିତ ଦେଶ ଛାଡିବେ ଓ ଏଥି ସହିତ ୩୦୦ ଏକରର ଜମି ମଧ୍ୟ କିଣିଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା। ସୂଚନା ଅନୁସାରେ, ଯଦି ଆମେ ଭାରତର ଧନୀ କଥା କହିବା, ତାହେଲେ ମୁକେଶ ଅମ୍ବାନୀ ସର୍ବଶ୍ରେଷ୍ଠରେ ରହିଛନ୍ତି। ମୁକେଶ ଅମ୍ବାନୀ ଏସିଆର ସବୁ ଠାରୁ ଧନୀ ବ୍ୟକ୍ତି ଅଟନ୍ତି। ତାଙ୍କର ଭିନ୍ନ ଭିନ୍ନ ସବୁ କମ୍ପାନୀ ମାନ ରହିଛି। ଯେମିତିକି ଟେଲିକମ୍ କମ୍ପାନୀ ଓ ରିଲିଆନ୍ସ ଜିଓ ଭଳି ସବୁ କମ୍ପାନୀ ମାନ ତାଙ୍କର ରହିଛି।

ସେ କରୋନା ମହାମାରୀ ଲକଡାଉନ ସମୟରେ କରୋନା ମହମାରୀକୁ ଲକ୍ଷ୍ୟ ରଖି ସରକାରଙ୍କ ସବୁ ନୀତି ନିୟମକୁ ମାନି ବହାରକୁ ଯାଇ ପାରୁ ନଥିଲେ ଓ ବିଳାସପୂର୍ଣ୍ଣ ଘର ଆଣ୍ଟିଲିୟାରେ ସେ ସବୁବେଳେ ପାଇଁ ଘର ଭିତରେ ବନ୍ଦୀ ହୋଇ ରହି ଆସୁ ଥିଲେ। ଏଥି ସହିତ ସେ ସରକାରଙ୍କ ସବୁ ଗାଇଡ଼ ଲାଇନକୁ ଠିକ ଭାବରେ ବଜାଇ ରଖିଥିଲେ। ତେବେ ସବୁବେଳେ ପାଇଁ ସେ ଘର ଭିତରେ ରହି ବିରକ୍ତି ଭାବ ପ୍ରକାଶ କରିଥିଲେ। ସେଥିପାଇଁ ସେତେବେଳେ ସେ ବ୍ରିଟେନରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

ସେଥିପାଇଁ ସେ ଚଳିତ ବର୍ଷ ୫୯୨ କୋଟି ଟଙ୍କାରେ ସମ୍ପତ୍ତି କିଣି ନେଇଥିଲେ। ଏହି କଥାକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଚାଲିଥିଲା। ତେବେ ବର୍ତ୍ତମାନ ଏବେ ବଡ଼ ଖବର ସମ୍ନାକୁ ଆସିଛି। ତେବେ ମୁକେଶ ଅମ୍ବାନୀ ବର୍ତ୍ତମାନ ଲଣ୍ଡନରେ ରହିବେ ବୋଲି ଶୁଣିବାକୁ ମିଳୁଛି। ସେଠାରେ ସେ ୩୦୦ ଏକରର ସମ୍ପତ୍ତି କିଣିଛନ୍ତି ବୋଲି ଶୁଣିବାକୁ ମିଳିଛି। ଏହି ସମ୍ପତ୍ତି ଲଣ୍ଡନର ବକିଂଘମସିରେ ଓ ଷ୍ଟୋକ ପାର୍କରେ କିଣିଛନ୍ତି। ସେଠାରେ ସେ ତାଙ୍କ ପରିବାରକୁ ନେଇ ରହିବେ ବୋଲି ଜଣା ପଡ଼ିଛି। ଏହି ଖବରଟି ବର୍ତ୍ତମାନ ସବୁ ଠାରୁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment