ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ, ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଦ୍ଵାରା ଆପଣ ବହୁତ ଖୁସି ହୋଇଯିବେ |ଆପଣଙ୍କ ଅତି ପ୍ରିୟ ନାୟିକା ନିକିତା ମିଶ୍ରକୁ ତ ଆପଣ ଜାଣିଥିବେ ନିଶ୍ଚିତ, ସେ ତାଙ୍କର ଅତି ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣି ନିଅନ୍ତି |ମୁଁ ଆଜି ଆପଣକୁ ନିକିତା ବା ଝିଲ୍ଲୀ ସିରିଏଲରେ ଅଭିନୟ କରୁଥିବା ଝିଲ୍ଲୀ ପାର୍ବତୀ ଗଣନାଟ୍ୟରେ କିପରି ଅତି ସୁନ୍ଦର ଭାବରେ ଡ୍ୟାନ୍ସ କରୁଛନ୍ତି, ସେ ବିଷୟରେ ମୁଁ ଆପଣକୁ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ନିକିତା ମିଶ୍ରଙ୍କ ପ୍ରତିଭାର ସମ୍ପୂର୍ଣ ଖବର ଜାଣିବା |
ଆପଣମାନଙ୍କ ଅତି ପ୍ରିୟ ଚେନାଲ ସାର୍ଥକ ଟିଭିରେ ହେଉଥିବ ଝିଲ୍ଲୀ ସିରିଏଲ ତ ଆପଣ ଦେଖିଥିବେ, ଏହି ସିରିଏଲର ମୁଖ୍ୟ ନାୟିକା ଭାବରେ ନିକିତା ମିଶ୍ର ଏହି ସିରିଏଲରେ ଝିଲ୍ଲୀ ନାମରେ ଅଭିନୟ କରୁଛନ୍ତି |ସେ ବହୁତ ଛୋଟ ବେଳୁ ଓଡିଆ ସିନେମା ଜଗତରେ ପାଦ ଦେଇଥିଲେ, ସେ ପିଲାବେଳେ “ନେଇଯାରେ ମେଘ ମତେ “ଫିର୍ମରେ ଅତି ସୁନ୍ଦର ଭାବରେ ଅଭିନୟ କରି ଦର୍ଶକ ମାନଙ୍କ ମନ କିଣି ନେଇଥିଲେ |ତାଙ୍କର ଭିତରେ ଅନେକ ପ୍ରତିଭା ଦେଖିବାକୁ ମିଳେ, ବର୍ତମାନ ଚାଲୁଥିବା ତାଙ୍କର ଏହି ଝିଲ୍ଲୀ ସିରିଏଲରେ ଏତେ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି ଯେ ଅଧିକାଂଶ ଦର୍ଶକ ଏହି ସିରିଏଲର ଗୋଟିଏ ଏପିସଡ଼ ମଧ୍ୟ୍ୟ ସ୍କିପ କରନ୍ତି ନାହିଁ |
ଅପଣଂକର ଏହି ଅତି ପ୍ରିୟ ନାୟିକାଙ୍କୁ ପାର୍ବତୀ ଗଣନାଟ୍ୟ ରେ ଷ୍ଟେଜ ପ୍ରୋଫମାନ୍ସ କରିବାର ଦେଖିବାକୁ ମିଳିଛି, ଏହି ଷ୍ଟେଜ ପ୍ରୋଗ୍ରାମରେ ନିଜର ପିଲା ବେଳର ଫିର୍ଲମ” ନେଇଯାରେ ମେଘ ମତେ “ର ଟାଇଟେଲ ସଙ୍ଗରେ ଡ୍ୟାନ୍ସ କରୁଥିଲେ |ସେ ଏତେ ସୁନ୍ଦର ଭାବରେ ଠୁମକା ଲଗାଇ ଡ୍ୟାନ୍ସ କରୁଥିଲେ ଯେ ଦର୍ଶକ ତାଙ୍କ ଉପରୁ ନଜର ହଟାଇ ପାରୁ ନଥିଲେ |ଏହି ଅଭିନେତ୍ରୀ କଳାକାର ଯେହେତୁ ଲୋକ ମାନଙ୍କର ଅତି ପ୍ରିୟ କଳାକାର ତେଣୁ ତାଙ୍କର ନୂଆ ନୂଆ ପ୍ରତିଭା ଦେଖିବା ପାଇ ଦର୍ଶକ ମାନେ ଆଗ୍ରହର ଅପେକ୍ଷାରେ ବସିଛନ୍ତି |ଆଉ ତାଙ୍କର ଏହି ଷ୍ଟେଜ ପ୍ରଫେମାନ୍ସ ଶେଷ ହେବା ପ୍ରଯ୍ୟନ୍ତ ଦର୍ଶକମାନେ ଆନନ୍ଦରେ ସେମିତି ବସି ଦେଖୁଥିବାର ନଜରକୁ ଆସିଛି ଏହି ଭିଡିଓରେ |
ନିକିତା ମିଶ୍ରଙ୍କ ଆଗରୁ ଫିଲ୍ମି ଏବଂ ବର୍ତମାନ ଦର୍ଶକ ସିରିଏଲ ଅଭିନୟ କରିବାର ଦେଖିବାକୁ ପାଉଥିଲେ କିନ୍ତୁ ନିଜ ଆଖି ସାମ୍ନାରେ ପାର୍ବତୀ ଅପେରାରେ ତାଙ୍କୁ ଦେଖି ବେଶ ଖୁସି ମଧ୍ୟ୍ୟ ହେଇ ଯାଉଥିଲେ |ନିକିତା ମିଶ୍ର ଷ୍ଟେଜରେ ସୁନ୍ଦର ଡ୍ୟାନ୍ସ ମାଧ୍ୟ୍ୟମରେ ଦର୍ଶକ ମାନଙ୍କ ମନ କିଣି ନେଇଥିଲେ ଓ ତାଙ୍କର ଏହି ଷ୍ଟେଜ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।