ଆଜି କାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ହେଲେ ବେଳେ ବେଳେ ଏପରି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ।
ଯାହାକି ଆଜିବି ମାନବିକତା ସମାଜରେ ବଞ୍ଚି ରହିଛି ବୋଲି ଅନୁଭଵ ହୋଇଥାଏ। ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବୁଡ଼ି ଯାଉଥିବା ହରିଣକୁ ଛୋଟ ପିଲାଟି ଉଦ୍ଧାର ପାଇଁ କିଛି ଏପରି ହେଉଥିଲା। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ସମ୍ପର୍କରେ। ବନ୍ଧୁଗଣ ଆଜିକାଲି ସମାଜରେ ମାନବିକତା ଭଳି ଗୁଣ ଧିରେ ଧିରେ ଲୋପ ପାଇବାରେ ଲାଗିଲାଣି। ଯେଉଁଠି ଜଣେ ମଣିଷ ଆଉ ଜଣେ ମଣିଷକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁ ନାହାନ୍ତି।
ସେ ସ୍ଥାନରେ କିଭଳି ଭାବରେ ପଶୁ ପକ୍ଷୀଙ୍କୁ ସାହାଯ୍ୟ କରିବା କଥା ଚିନ୍ତା କରିବେ। ହେଲେ ବର୍ତ୍ତମାନ ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି। ତାହା ପ୍ରମାଣ କରିଦେଇଛି ଯେ ବାସ୍ତବରେ ମାନବିକତା ଭଳି ଗୁଣ ଆଜିବି ଆମ ସମାଜରେ ବଞ୍ଚି ରହିଛି। ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଗୋଟିଏ ହରିଣ ଡ୍ରେନ ପାଣିରେ ପଡ଼ିଯାଇଛନ୍ତି। ଉପରେ ଗୋଟିଏ ଛୋଟ ଝିଅ ଅଛନ୍ତି ତାକୁ ଉଦ୍ଧାର କରିବା ପାଇଁ ପଛରେ ଦୌଡ଼ି ଦୌଡି ଯାଉଛନ୍ତି।
ଏବଂ ଲୋକଙ୍କୁ ଡ଼ାକିଛନ୍ତି ଉଦ୍ଧାର କରିବା ପାଇଁ ସେ ତାଙ୍କ ସହିତ ଦୌଡ଼ୁଛନ୍ତି। କିନ୍ତୁ ସେ ଜାଣିଛି ଯେ କେବେ ବି ହରିଣକୁ ଉଦ୍ଧାର କରିପାରିବ ନାହିଁ। କାରଣ ସେ ଏକ ଛୋଟ ପିଲା ତେଣୁ ସେ ପାଣି ଭିତରକୁ ଯାଇ ଉଦ୍ଧାର କରିପାରିବ ନାହିଁ। କାରଣ ହରିଣ ତାଙ୍କ ବଡ଼ । ତା’ପରେ ସେ ଲୋକଙ୍କୁ ସମାନ ଭାବରେ ଉଠାଇବାକୁ ଡାକନ୍ତି। ହରିଣ ଭାସି ଭାସି ଫାଟକ ପାଖରେ ଆସି ଲାଗିଲେ। ଫାଟକ ନିକଟରେ ଜଣେ ବ୍ୟକ୍ତି ଥିଲେ, ଯିଏ ତାଙ୍କୁ ଧରି ନେଲେ। ଯେଉଁ ବ୍ୟକ୍ତି ଜଣକ ହରିଣକୁ ଉଦ୍ଧାର କରିଥିଲେ। ତାଙ୍କୁ ସୋସିଆଲ ମିଡିଆରେ ଯେତିକି ପ୍ରଶଂସା କରୁଛନ୍ତି। ତାଠାରୁ ଅଧିକ ଛୋଟ ଝିଅଟିକୁ ଅଧିକ ପ୍ରଶଂସା କରାଯାଉଛି। କାରଣ ଆଜିର ଦୁନିଆରେ ମାନବିକତା ଭଳି ଗୁଣ ଭରି ରହିଅଛି। ତେଣୁ ଯଦି ଆପଣ ପ୍ରାଣୀକୁ ସମାନ ଭାବରେ ଦେଖନ୍ତି। ତେବେ ଦୟାକରି ତାଙ୍କୁ ସାହାଯ୍ୟ କରନ୍ତୁ। ଭଗବାନ ତୁମକୁ ଆଶୀର୍ବାଦ କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।